ବାରଙ୍ଗ,୨।୩(ଡି.ଏନ୍.ଏ.): ନନ୍ଦନକାନନରେ ଅଫଲାଇନ ଟିକଟ ଓ ବଣଭୋଜିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତିା ନନ୍ଦନକାନନ ଉପନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ଜାନୁୟାରୀ ୭ରୁ କରୋନା…
ଜଗତ୍ସିଂହପୁର ଅଫିସ,୨।୩: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ପ୍ରକ୍ରିୟା ଜୋରଦାର…
କେନ୍ଦ୍ରାପଡା ଅଫିସ, ୨।୩: ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନ ପତ୍ର ଦାଖଲ ହେବ। ଏହି ପ୍ରକ୍ରିୟା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୨୪ରେ…
ଜେନାପୁର,୨।୩(ଡି.ଏନ.ଏ.): ଜେନାପୁର ଥାନା ଏରଷଣ୍ଢା ଗ୍ରାମ ନିକଟସ୍ଥ ହାଇଲେଭଲ କେନାଲ କୂଳ ଏକ ଗଛମୂଳରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ବସ୍ତାରେ ବନ୍ଧାହୋଇ…
ଚଣ୍ଡିଖୋଲ,୨।୩(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ବଡ଼ଚଣା ବ୍ଲକରେ ବହୁ ହେଭିୱେଟ୍ ନେତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ସମସ୍ତ ୫ଟି ଜିଲାପରିଷଦ ଜୋନ୍ ବିଜେଡି ହାତେଇ ନେଇଛି।…
ଗୁଣପୁର,୨ା୩(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।…
ବୌଦ୍ଧ, ୨।୩ (ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିଲେ ୪ଜଣ। ସେମାନଙ୍କ ମଧ୍ୟରୁ ୩ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ ହୋଇଛନ୍ତି।…
ବରଗଡ଼ ଅଫିସ୍,୨।୩: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସୋମବାର ସରି ଯାଇଛି। ସର୍ବଶେଷ ଫଳାଫଳ ଅନୁସାରେ ଜିଲାରେ ଏଥର ବିଜେଡ଼ି ବାଜିମାତ୍ ମାରିଛି।…
ଢେଙ୍କାନାଳ ଅଫିସ, ୨ା୩: ଚର୍ଚ୍ଚିତ ସିନେମା ‘ପୁଷ୍ପା’ରେ ଦେଖିବାକୁ ମିଳିଛି ଅଭିନବ ଉପାୟରେ ଚନ୍ଦନ କାଠ ଚୋରାଚାଲାଣ। ଏବେ ସେହି ଫିଲ୍ମ ଷ୍ଟାଇଲ୍ରେ ବେଆଇନ ଭାବେ ଚାଲାଣ…
ରାଜଗାଙ୍ଗପୁର, ୨।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୋଲିସ ଦ୍ୱାରା ମଙ୍ଗଳବାର ପରିବା ଭିତରେ ଗଞ୍ଜେଇ ଚାଲାଣ ଘଟଣା ଧରାପଡ଼ିଛି। ପୋଲିସ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି।…