ଆମ ଜିଲା ଖବର

ବାର୍‌ହା ଆକ୍ରମଣରେ ୭ ଗୁରୁତର

ହିିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ବ୍ରହ୍ମପୁର ସଦର ଥାନା ଏ ଚନ୍ଦ୍ରମଣିପୁର ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ବାର୍‌ହା ଆକ୍ରମଣରେ ୭ଜଣ ଗୁରୁତର ହୋଇଛନ୍ତି। ସେମାନେ…

5 years ago

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୩ ଯବାନ ସହିଦ, ଦୁଇ ଗୁରୁତର

ରାଉରକେଲା,୪।୩(ଡି.ଏନ୍‌.ଏ.): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ କୁମ୍ବିଂ ଅପରେଶନ ଚାଲିଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ତିନି ଯବାନ ସହିଦ ହୋଇଛନ୍ତି। ଅନ୍ୟ ଦୁଇ…

5 years ago

ଲାଞ୍ଚ ନେବା ବେଳେ ଧରାପଡିଲେ ଓ୍ବେଲଫେୟାର ଅଧିକାରୀ

ଅନୁଗୋଳ ଅଫିସ,୪।୩: ଅନୁଗୋଳ ଜିଲା ଓ୍ବେଲଫେୟାର ଅଧିକାରୀ ଚାରୁଲତା ମଲ୍ଲୀକଙ୍କୁ ଅନୁଗୋଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଚାରୁଲତା କର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଦରମା କରାଇବା…

5 years ago

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶିକ୍ଷା ଅଧିକାରୀ, କିରାଣି

ସୁନ୍ଦରଗଡ଼,୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଓ ସହକାରୀ କିରାଣି ବିରଞ୍ଚି ଖିଲେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଉକ୍ତ ବ୍ଲକ…

5 years ago

ଓଲଟି ପଡ଼ିଲା ଚୋରା କୋଇଲା ବୋଝେଇ ଟ୍ରକ୍‌, ଚାଳକ ଫେରାର

ମାଧପୁର,୪।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବଇଣ୍ଡା କିଆକଟା ପୂର୍ତ୍ତ ରାସ୍ତାର ଦେଉଳଝରି ମନ୍ଦିର ନିକଟରେ ଗୁରୁବାର ସକାଳେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା…

5 years ago

ଜିପିଟିଇଏ, ଜିଆରଏସ୍‌ଙ୍କୁ ତାଲା ପକାଇଲେ ଜିଲାପରିଷଦ ସଦସ୍ୟା

ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ କାର୍ଯ୍ୟାଳୟ ଗୃହରେ ଗୁରୁବାର ପୂର୍ବାହ୍ନରେ ବ୍ଲକର ପଞ୍ଚାୟତ ବୈଷୟିକ ସହାୟିକା ମୋନାଲିସା ଚକ୍ର ଓ ଜିଆରଏସ ନିର୍ମଳ…

5 years ago

ମା’ର ପରିଚୟ ପାଇଁ ସୁଭଦ୍ରାଙ୍କୁ ମାଡ଼

କେନ୍ଦ୍ରାପଡ଼ା ଅଫିସ,୪।୩: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବରକୋଳିଖଳା ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନୁପ୍ରବେଶକାରୀ ଓଡ଼ିଶା ମାଟିରେ ପ୍ରବେଶ କରି ନିଜର…

5 years ago

ସଡ଼କ ଦୁର୍ଘଟଣା: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଛଣପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ଗୁରୁବାର…

5 years ago

ସୁଧୁରୁନି ଖୋର୍ଦ୍ଧା ସହର ଟ୍ରାଫିକ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ,୪।୩: ଖୋର୍ଦ୍ଧା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚଣ୍ଡିଚୁଆଠାରୁ ମୁକୁନ୍ଦପ୍ରସାଦ, ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଥାନାଛକ (ଟ୍ରାଫିକ ଛକ) ଠାରୁ ନୂଆ…

5 years ago

ଘାଟିରେ ଓଲଟିଲା ବସ୍‌, ୪ ଗୁରୁତର ୩୦ ଆହତ

ଠାକୁରମୁଣ୍ଡା,୪।୩(ଡି.ଏନ୍‌.ଏ.): ରାଇରଙ୍ଗପୁରରୁ ଭାୟା ଠାକୁରମୁଣ୍ଡା ଦେଇ ଭୁବନେଶ୍ୱର ଯାଉଥିବା ମା’ ତାରିଣୀ ନାମକ ଏକ ଯାତ୍ରୀବାହୀ ବସ୍‌ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଓଲଟି ପଡ଼ିବାରୁ ୪…

5 years ago