ଆମ ଜିଲା ଖବର

ପଲିଥିନ୍‌ ଧରପଗଡ଼ ଜୋରଦାର, ଜରିମାନା ଆଦାୟ

ବୁଗୁଡ଼ା,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରରେ ପଲିଥିନ ଧରପଗଡ଼ ଜୋରଦାର ହୋଇଛି। ସ୍ଥାନୀୟ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାସଙ୍କ ନେତୃତ୍ୱରେ…

4 years ago

୧୩ ଲକ୍ଷ ଟଙ୍କାର ଅଫିମ ଜବତ, ୫ ଗିରଫ

କେନ୍ଦୁଝର,୨୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଚଢ଼ାଉ କରି ବୁଧବାର କଳିଆଦୁମା ନିକଟରୁ ଚୋରା ଅଫିମ ବୋଝେଇ ଏକ କାରକୁ ଜବତ କରିଛି। ଏହା ସହ ୫…

4 years ago

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଡାକ୍ତର,ଆଜି ହେଲେ ଗିରଫ

ଢେଙ୍କାନାଳ ଅଫିସ,୨୦।୭: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ମେଡ଼ିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ବୁଧବାର ଗିରଫ ହୋଇଛନ୍ତି। ମଙ୍ଗଳବାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।…

4 years ago

ମନମୁଣ୍ଡାରେ ପୁଣି ମାଓବାଦୀ ପୋଷ୍ଟର

ବୌଦ୍ଧ,୨୦।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ପାଣ୍ଡିରିପଡ଼ା ଛକ ନିକଟରେ ଥିବା ଚପଲ ଦୋକାନ କାନ୍ଥରେ ପୁଣି ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ଡିଭିଜନାଲ କମିଟି…

4 years ago

ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପକରି ପ୍ରଧାନ ଶିକ୍ଷକ ନିଲମ୍ବିତ

ଦଶରଥପୁର,୨୦।୭(ଡି.ଏନ୍‌.ଏ.): ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରି ପ୍ରଧାନ ଶିକ୍ଷକ ନିଲମ୍ବିତ। ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଦଶରଥପୁର ବ୍ଲକରେ। କୁଅଁରପୁର ନୋଡାଲ ସ୍କୁଲର ପ୍ରଧାନ…

4 years ago

ପକ୍କା କରୁନି ପ୍ରଶାସନ

ପରିକ୍ଷିତ ସାହୁ ବଇଣ୍ଡା,୨୦।୭ - ନିର୍ବାଚନ ଆସିଲେ ଆସୁଛନ୍ତି ନେତା। ଦେଉଛନ୍ତି ଭଳିକି ଭଳି ପ୍ରତିଶ୍ରୁତି। ଅଭିଯୋଗ ନେଇ ପ୍ରଶାସନ ନିକଟକୁ ଗଲେ କୁହାଯାଉଛି ନିଆଯିବ ପଦକ୍ଷେପ।…

4 years ago

ସ୍ଥାୟୀ ବନ୍ଦୋବସ୍ତ ଲାଗି ଦାବିକଲେ ଲୋକେ

ବାଲେଶ୍ୱର ଅଫିସ,୨୦।୭ - ବାଲେଶ୍ୱର ସହରସ୍ଥିତ ଶୋଭାରାମପୁର ଅଞ୍ଚଳରେ ଥିବା ରେଲଓ୍ବେ ଜମି ଉପରେ ୩ଦଶନ୍ଧି ଧରି ବସବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ଭୂମିହୀନ ଭାବେ…

4 years ago

୩ ସାଇବର ଠକ ଗିରଫ

ବାରିପଦା ଅଫିସ,୨୦।୭ - ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଞ୍ଚଳରେ ବିଭିନ୍ନ ସାଇବର ଠକେଇରେ ଜଡ଼ିତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି।…

4 years ago

ଭେଲୋରା-ସିଂଲା ରାସ୍ତା ମରଣଯନ୍ତା

ରୂପସା, ୨୦।୭(ଡି.ଏନ.ଏ.) - ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା-ପାଉଁଶକୁଲି-ସିଂଲା ରାସ୍ତା ମରଣଯନ୍ତା ପାଲଟିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଉକ୍ତ ରାସ୍ତାଟି ୬୦ ନମ୍ବର ଜାତୀୟ…

4 years ago

ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟିଲା ଟ୍ରକ୍‌

ବାରିପଦା ଅଫିସ,୨୦।୭: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳରେ ବୁଧବାର ଏକ ପିଆଜ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ବୋଲେରୋ ଉପରେ ଓଲଟି ପଡ଼ିଛି। ଫଳରେ ୬…

4 years ago