ଆମ ଜିଲା ଖବର

ଭୋଟ ପ୍ରକ୍ରିୟାରେ ସାମିଲ ହେଲେ ଡଙ୍ଗରିଆ

ବିଷମକଟକ/ଦୁର୍ଗୀ/ମୁନିଗୁଡ଼ା, ୧୭।୨(ଡି.ଏନ୍‌.ଏ.)  ବିଷମକଟକ ବ୍ଲକର ୨୧ ପଞ୍ଚାୟତର ୨୪୬ ୱାର୍ଡରେ ୬୪ ହଜାର ୮୯୪ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବ୍ଲକରେ ୭୦ ପ୍ରତିଶତ ମତଦାନ ହୋଇଛି।…

4 years ago

ପରୀକ୍ଷା ବାତିଲ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା

ଢେଙ୍କାନାଳ ଅଫିସ,୧୭।୨: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରମାନେ ୫ମ ସେମିଷ୍ଟର ପରୀକ୍ଷା ବାତିଲ ଦାବିରେ ଧାରଣା ଦେଇଥିଲେ। ଛାତ୍ରୀଛାତ୍ରମାନେ ଅଭିଯୋଗ…

4 years ago

୪ ଖଞ୍ଜଣି ଜବତ, ଜଣେ ଗିରଫ

ଢେଙ୍କାନାଳ ଅଫିସ,୧୭।୨: ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦା ପୀଠରେ ମାଘମେଳା ସମୟରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କଠାରୁ ବନ ବିଭାଗ ୪ଟି ଖଞ୍ଜଣି ଜବତ କରିଛି। ଏହି ଘଟଣାରେ…

4 years ago

ମାଂସ ଦୋକାନୀଙ୍କୁ ଆକ୍ରମଣ, ଅଷ୍ଟପ୍ରହର ପାଇଁ ଦେଇ ନ ଥିଲେ ଚାନ୍ଦା

ଛେଣ୍ଡିପଦା,୧୭।୨(ସ୍ବ.ପ୍ର.) ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ଅଷ୍ଟପ୍ରହର ଚାନ୍ଦା ନ ଦେବାରୁ ଜଣେ ମାଂସ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ,…

4 years ago

ପ୍ରଚାର ସରିଲା, ଶେଷ ପ୍ରୟାସରେ ପ୍ରାର୍ଥୀ

ଛେଣ୍ଡିପଦା,୧୭।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତ ଓ ୪ଟି ଜିଲା ପରିଷଦ (ନଂ. ୧୪, ୧୫, ୧୬, ୧୭) ଜୋନ୍‌ରେ ଆସନ୍ତା ୧୮ ତାରିଖରେ…

4 years ago

୫୨କେଜି ନକଲି କୀଟନାଶକ ଔଷଧ ଜବତ

କେସିଙ୍ଗା,୧୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଶ୍ରୀହରିଓମ ସିଡ୍ସ ଓ ଫର୍ଟିଲାଇଜର ଦୋକାନୀ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇ ନକଲି କୀଟନାଶକ ଔଷଧ…

4 years ago

ଏମ୍‌କେସିଜିକୁ ଆସିଲା ବ୍ୟାଟେରିଚାଳିତ ରୋଗୀବୁହା ଗାଡ଼ି

ବ୍ରହ୍ମପୁର ଅଫିସ,୧୭।୨: ବ୍ରହ୍ମପୁର ବଡ ମେଡିକାଲକୁ ମିଳିଛି ଆଉ ଏକ ବ୍ୟାଟେରି ଚାଳିତ ରୋଗୀବୁହା ଗାଡ଼ି। ସେହିପରି ନୂତନ ୮ଟି ଭେଣ୍ଟିଲେଟର ମଧ୍ୟ ଏମ୍‌କେସିଜିକୁ ଆସିଥିବା ଜଣାପଡ଼ିଛି।…

4 years ago

ଚଷାନିମଖଣ୍ଡିରେ ରିଗିଂ ଉଦ୍ୟମ ବିଫଳ

ଦିଗପହଣ୍ଡି,୧୭।୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ତାଳପଡ଼ା ଗାଁରେ ବୁଥ ଦଖଲ ପାଇଁ ଉଦ୍ୟମରୁ ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ଗାଁ…

4 years ago

ବୁଗୁଡ଼ା ବ୍ଲକର ବାଲିପଦର, କାଦପଡ଼ାରେ ୨ ପିଙ୍କ୍‌ ବୁଥ୍‌

ବୁଗୁଡ଼ା,୧୭।୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ୧୮ରେ ଭୋଟ ଗ୍ରହଣ ହେବ। ବୁଗୁଡ଼ା ବ୍ଲକର ୨୮୭ଟି ବୁଥ୍‌ ମଧ୍ୟରୁ ବାଲିପଦର ଗ୍ରାମସ୍ଥ ନୋଡାଲ୍‌ ଉଚ୍ଚ…

4 years ago

୧୫ ଜଣଙ୍କୁ କାରଣଦର୍ଶାଅ ନୋଟିସ: ନିର୍ବାଚନ କାର୍ଯ୍ୟରେ ଯୋଗଦେଇନାହାନ୍ତି ସରକାରୀ କର୍ମଚାରୀ

ଛତ୍ରପୁର,୧୭।୨(ଡି.ଏନ.ଏ): ନିର୍ବାଚନ କାର୍ଯ୍ୟ ଏକ ସାମ୍ବିଧାନିକ କାର୍ଯ୍ୟ। ଏହି କାର୍ଯ୍ୟ ସମ୍ପାଦନ ସକାଶେ ନିର୍ଦ୍ଦେଶ ପାଇଥିବା ପ୍ରତ୍ୟେକ ସରକାରୀ କର୍ମଚାରୀ ଏଥିରେ ସହଯୋଗ କରିବା ଆବଶ୍ୟକ। ଗଞ୍ଜାମ…

4 years ago