ଆମ ଜିଲା ଖବର

ହାତ ଧରି ଏକାଠି ଚାଲିଲେ ମନ୍ତ୍ରୀ, ବିରୋଧୀ ଦଳ ନେତା

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ସହରର ବହୁଚର୍ଚ୍ଚିତ ଫ୍ଲାଏଓଭର ବ୍ରିଜ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ହେଲେ ତିନିଦିନ ପୂର୍ବରୁ ଉଦ୍‌ଘାଟନ ଖବର ପ୍ରକାଶ ପରେ ସହରରେ ଅସନ୍ତୋଷ ଲାଗିରହିଥିଲା। ଶେଷରେ…

4 years ago

ପଥର ମାଡ଼ କରିଥିବା ମହିଳା ଗିରଫ

ଢେଙ୍କାନାଳ ଅଫିସ, ୨୨ା୧୦: ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରାରେ ବନମାଳୀପ୍ରସାଦ ଏବଂ କଣ୍ଟାନାଳୀ ବାଇପାସ୍‌ ଛକ ପୂଜା ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୋଲିସ ଜଣେ…

4 years ago

ଧାମନଗର ନିର୍ବାଚନମଣ୍ଡଳୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆ ନ ଯାଉ: ଭାଜପା

ଧାମନଗର,୨୨ା୧୦(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ଓ ତିହିଡ଼ି ବ୍ଲକରେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରୁ ବିରତ ରଖିବା ପାଇଁ ଶୁକ୍ରବାର ଭାଜପାର ଏକ ପ୍ରତିନିଧି…

4 years ago

ବାଣ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚା

ଖମାର, ୨୨।୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତସ୍ଥିତ ସାଆନ୍ଦା ଗ୍ରାମରେ ଶୁକ୍ରବାର ସକାଳେ ବାଣ ତିଆରିବେଳେ ବିସ୍ଫୋରଣ ଘଟି ଜଣେ…

4 years ago

ବିଦ୍ୟୁତ୍‌ ଚାର୍ଜ କରି ଶିକାର କଲେ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୨୨।୧୦: ଢେଙ୍କାନାଳ ବନ ବିଭାଗ ଏବଂ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ଏକ ସମନ୍ବୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟୁତ୍‌ ଚାର୍ଜ କରି ବନ୍ୟଜନ୍ତୁ…

4 years ago

ଜିଲା ଚିକିତ୍ସାଳୟରେ ଚଢ଼ାଉ

ଢେଙ୍କାନାଳ ଅଫିସ, ୨୨।୧୦: ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. ଶୁକ୍ରବାର ଅପରାହ୍ନରେ ଅଚାନକ ଜିଲା ଚିକିତ୍ସାଳୟରେ ଚଢ଼ାଉ କରିଛନ୍ତି। ବିଭିନ୍ନ ରୋଗ…

4 years ago

ଠିକା କାମ, ରାଜନୈତିକ ଶତ୍ରୁତା ମୁଖ୍ୟ କାରଣ

ଖଲ୍ଲିକୋଟ,୨୨ା୧୦(ଡି.ଏନ.ଏ.): ଖଲ୍ଲିକୋଟ ଥାନା ରାଇପଡା ରାସ୍ତାରେ ଭିକାପଡା ଗ୍ରାମର ଅଘରି ନାହାକ ଓରଫ ହଟିଆ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଭିକାପଡାର ସୁରଜ ଦଳେଇ ଓରଫ ବାବୁ ଓ…

4 years ago

କୁମ୍ଭାରିପଦର ଭୂସ୍ଖଳନ ସ୍ଥଳ ଦେଖିଲେ କଂଗ୍ରେସ ନେତା

ଦାରିଙ୍ଗବାଡି,୨୨ା୧୦(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରିପଦର ଗ୍ରାମ ନିକଟସ୍ଥ ପାହାଡ଼ ଭୂସ୍ଖଳନ ହୋଇଥିବା ଘଟଣା ଅନୁଧ୍ୟାନ ପାଇଁ କଂଗ୍ରେସର ବରିଷ୍ଠ ନେତା ପ୍ରତାପ ପ୍ରଧାନ ଗୁରୁବାର…

4 years ago

ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର,୨୨।୧୦(ଡି.ଏନ.ଏ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି। ଶୁକ୍ରବାର ଆଭାସୀ ବୈଠକରେ ବାତ୍ୟା…

4 years ago

ବ୍ରାହ୍ମଣୀ ନଦୀପଠାରୁ ବେଆଇନ ମାଟିବାଲି ଉଠାଣ

ପଟ୍ଟାମୁଣ୍ଡାଇ,୨୨ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାରେ ୨ ବର୍ଷ ମଧ୍ୟରେ ୪ଟି ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଜିଲା ପ୍ରଶାସନକୁ ଅଡୁଆରେ ପକାଉ ଥିଲେ ମଧ୍ୟ ବିଭିନ୍ନ ନଦୀ…

4 years ago