ଆମ ଜିଲା ଖବର

ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗିବା ଘଟଣା: ଜାରି ହୋଇଥିବା ୧୪୪ ଧାରା ଆଉ ୪୮ଘଣ୍ଟାକୁ ବୃଦ୍ଧି

ଭଦ୍ରକ ଅଫିସ, ୧୪।୪: ଭଦ୍ରକ ଜିଲାର ଏକ କମ୍ପାନୀ ଗେଟ୍‌ର ୨୦୦ ମିଟର ଅଞ୍ଚଳରେ ବୁଧବାରରୁ ଜାରି ରହିଥିବା ୧୪୪ ଧାରାକୁ ଆଉ ୪୮ ଘଣ୍ଟା ବୃଦ୍ଧି…

3 years ago

ଆଜି ମହାବିଷୁବ ସଂକ୍ରାନ୍ତି: ବାବା ଆଖଣ୍ଡଳମଣିଙ୍କ ପୀଠ ଉତ୍ସବ ମୁଖର

ଆରଡ଼ି,୧୪ା୪(ଡି.ଏନ୍‌.ଏ.): ଆଜି ମହାବିଷୁବ ସଂକ୍ରାନ୍ତି। ଏହି ଉପଲକ୍ଷେ ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଉତ୍ସବ ମୁଖର ହୋଇଉଠିଛି। ବାବା ଆଖଣ୍ଡଳମଣି ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି।…

3 years ago

୬ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ନାହିଁ

ଲାଞ୍ଜିଗଡ,୧୪।୪(ଡି.ଏନ.ଏ.): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ ବ୍ୟବହାର କରିଥାନ୍ତି। ସେ ମଧ୍ୟରୁ ବିଏସ୍‌ଏନ୍‌ଏଲ୍‌ (ଭାରତ ସଞ୍ଚାର…

3 years ago

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ

କେସିଙ୍ଗା,୧୪।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବଗାଡ ଗ୍ୟାସ ଗୋଦାମ ନିକଟରେ ଥିବା ଖଲିଆ ବନ୍ଧହୁଡ଼ା ଉପରେ କେସିଙ୍ଗା ଏନ୍‌ଏସି ପକ୍ଷରୁ ୬ ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠୀ…

3 years ago

କାମ ହେବ କି ନାହିଁ ଲୋକେ ନିଷ୍ପତ୍ତି ନେବେ: ନରସିଂହ

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର ସହରର ସର୍ବବୃହତ୍‌ ଜଳାଶୟ ମହାରାଣୀ ସାଗର ସବୁଠୁ ପ୍ରଦୂଷିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଏହି ଜଳାଶୟର ଉନ୍ନତିକରଣ…

3 years ago

ମୁକୁଳା ପଡ଼ିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ରାଉରକେଲା ଅଫିସ,୧୪।୪: ରାଉରକେଲା ସହରକୁ ବିଦ୍ୟୁତ୍‌ ଯୋଗାଣକୁ ସୁଗମ କରିବା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ଲାଗିଛି। କିନ୍ତୁ ଏହି ଟ୍ରାନ୍ସଫର୍ମର ଗୁଡିକ ମୁକୁଳା ପଡିଥିବାରୁ ବିପଦ…

3 years ago

ପୁଞ୍ଜିଲାଲ ମେହେର ଜାମିନ୍‌ ଆବେଦନ ମାମଲା: ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧୪ା୪: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଗୁରୁବାର ହୋଇଛି। ପୁଞ୍ଜିଲାଲ…

3 years ago

ଯାଞ୍ଚବେଳେ ସନ୍ଦେହ ଘେରରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍‌

ରାୟଗଡ଼ା (ସ୍ବ.ପ୍ର.)/ ରାୟଗଡ଼ା ଅଫିସ ,୧୪।୪: ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରେ ଦ୍ୱିତୀୟ ପର୍ଯ୍ୟାୟ ସାର୍ଟିଫିକେଟ୍‌ ଯାଞ୍ଚବେଳେ ସନ୍ଦେହ ଘେରରେ ଜଣେ ପ୍ରାର୍ଥୀ। ସେ ହେଲେ ବିଷମକଟକ ବ୍ଲକ…

3 years ago

ଆଜି ବିଷୁବ ମିଳନ, ରାୟଗଡ଼ା ଉତ୍ସବମୁଖର

ରାୟଗଡ଼ା,୧୪।୪(ସ୍ବ.ପ୍ର.): ରାୟଗଡ଼ାରେ ଓଡ଼ିଆ ନବବର୍ଷ ଧୁମଧାମରେ ପାଳନ କରାଯିବ। ନୂଆବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଠାରେ ଓଲିଉଡ୍‌…

3 years ago

ବିସିସି ବ୍ୟାଙ୍କ କୃଷିଋଣ ଦେଇଛି ୨୩୨.୬୫ କୋଟି

ବ୍ରହ୍ମପୁର ଅଫିସ,୧୪।୪: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ୨୦୨୨-୨୩ ବର୍ଷରେ ରବି ଫସଲ ପାଇଁ ଗଞ୍ଜାମ-ଗଜପତି ଜିଲାର ୬୦,୬୬୨ ପଞ୍ଜୀକୃତ ଚାଷୀଙ୍କୁ ୨୩୨.୬୫ କୋଟି ଟଙ୍କା…

3 years ago