ଆମ ଜିଲା ଖବର

୨ ହଜାର ଏକର ସରକାରୀ ଜମି ଜବରଦଖଲ

କଳିଙ୍ଗନଗର,୨୪ା୧(ଡି.ଏନ୍‌.ଏ.):ଯାଜପୁର ଜିଲା ଦାନଗଦୀ ତହସିଲ ଅଞ୍ଚଳରେ ସରକାରୀ ଜମି ଜବରଦାଖଲକାରୀଙ୍କ କବ୍‌ଜାରେ ରହିଛି। କେବଳ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ତ୍ରିଜଙ୍ଗା ମୌଜାରେ ମୂଲ୍ୟବାନ ସରକାରୀ ଜମିରୁ…

3 years ago

ବର୍ଷ ବର୍ଷ ଧରି ଠକାମିର ଶିକାର ବସ୍‌ ଯାତ୍ରୀ

ପଟ୍ଟାମୁଣ୍ଡାଇ,୨୪ା୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ରାଜନଗର, ଆଳି, ଭଦ୍ରକ, ଚାନ୍ଦବାଲି ଓ ରାଜକନିକା ଅଞ୍ଚଳରୁ କଟକକୁ ଯାଉଥିବା ବସ୍‌ ଯାତ୍ରୀମାନେ ବର୍ଷ ବର୍ଷ ଧରି ଠକାମିର ଶିକାର ହେବାକୁ…

3 years ago

ଟଙ୍କା ଫେରାଇ ହିତାଧିକାରୀ ହତାଶ

ନିଶ୍ଚିନ୍ତକୋଇଲି, ୨୪।୧(ସ୍ବ.ପ୍ର.):ସରକାର ଆବାସ ଯୋଜନାରେ ଦିନକୁ ଦିନ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏଥିସହ ହିତାଧିକାରୀ ଚୟନରେ ମାନଦଣ୍ଡ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଫଳରେ ଯୋଗ୍ୟ…

3 years ago

ଦଳ ଉପରେ ଚଢ଼ି ଯାଉଛନ୍ତି ପର୍ଯ୍ୟଟକ

ବାରଙ୍ଗ,୨୪।୧(ଡି.ଏନ୍‌.ଏ.):ନନ୍ଦନକାନନର ବିକାଶ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଆସୁଛି। ହେଲେ କର୍ତ୍ତୃପକ୍ଷ ଏହାକୁ ଠିକ୍‌ ଭାବେ ବ୍ୟବହାର କରିପାରୁ ନ…

3 years ago

ଶିକାରୀଙ୍କ କବ୍‌ଜାରେ ଶିମିଳିପାଳ

ବାରିପଦା ଅଫିସ,୨୪ା୧:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ଶିକାରୀଙ୍କ କବ୍‌ଜାରେ। ଏଠାରେ ପ୍ରତିଦିନ ବନ୍ୟପ୍ରାଣୀ ଶିକାର କରାଯାଉଛି। ବନବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ଲୋଲୁପ…

3 years ago

ଶନିମନ୍ଦିରକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନ ଚର୍ଚ୍ଚା

ଝାରସୁଗୁଡ଼ା ଅଫିସ୍‌,୨୪ା୧:ମହାରାଷ୍ଟ୍ର ଅହମ୍ମଦନଗର ଜିଲାର ଶନିସିଙ୍ଗଣାପୁରସ୍ଥିତ ଶନିମନ୍ଦିରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ତାଙ୍କ ପରିବାର ଅମାବାସ୍ୟା ତିଥିରେ ଶନି ଅଭିଷେକ କରି ପୂଜାର୍ଚ୍ଚନା କରିିଛନ୍ତି।…

3 years ago

ହ୍ୟୁମାନ-ଶ୍ରୀୟା ଘରୋଇ କଳି ମାମଲା:୩୦ରେ ପରବର୍ତ୍ତୀ କାଉନ୍‌ସେଲିଂ

କଟକ ଅଫିସ,୨୪ା୧: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ଘରୋଇ କଳି ମାମଲାର ଦ୍ୱିତୀୟ କାଉନ୍‌ସେଲିଂ ପାଇଁ ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ…

3 years ago

ଇତିହାସ ଦର୍ପଣ ସଦୃଶ: ଧର୍ମେନ୍ଦ୍ର

ସମ୍ବଲପୁର,୨୪ା୧(ବ୍ୟୁରୋ):ଇତିହାସ ଦର୍ପଣ ଭଳି, ଯେଉଁଥିରେ ପରାକ୍ରମ, ସଂଗ୍ରାମୀ, ପରମ୍ପରା, ସଂସ୍କୃତି ଆଦି ବିଷୟରେ ଜାଣିବାକୁ ମିଳିଥାଏ। ଇତିହାସ ବିନା ଭବିଷ୍ୟତ ପରିକଳ୍ପନା କରାଯାଇ ପାରିବ ନାହିଁ। ପଶ୍ଚିମ…

3 years ago

ପୁରୁଷ ବନ୍ଧୁ ବିନା ମହାବିଦ୍ୟାଳୟରେ ପ୍ରବେଶ ମନା

ଜଗତ୍‌ସିଂହପୁର ଅଫିସ, ୨୪ା୧:ଜଗତ୍‌ସିଂହପୁର ଜିଲାର ଏକ ପୁରାତନ ମହାବିଦ୍ୟାଳୟକୁ ପ୍ରବେଶ କରିବାକୁ ହେଲେ ବାଳିକାମାନଙ୍କୁ ଅତି କମ୍‌ରେ ସେମାନଙ୍କର ଜଣେ ପୁରୁଷ ବନ୍ଧୁ ବାଛିବାକୁ ପଡ଼ିବ। ଗତ…

3 years ago

ମନ୍ଦିର ପରିସରରୁ କାଟିନେଲେ ଚନ୍ଦନ ଗଛ

ବାସୁଦେବପୁର, ୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆର୍ତୁଂ ପଞ୍ଚାୟତରେ ଥିବା ଶଙ୍ଖେଶ୍ୱର ମନ୍ଦିର ପରିସରରୁ ଏକ ଚନ୍ଦନ ଗଛକୁ କେହି ଦୁର୍ବୃତ୍ତ ରବିବାର ରାତିରେ…

3 years ago