ଆମ ଜିଲା ଖବର

୧୮ରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

ମୋରଡ଼ା,୧୬ା୮(ସ୍ମାରକ ମାଜୀ): ଚଳିତ ମାସ ୧୮ ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ଅଫିସ ଘେରାଉ କରିବ…

3 years ago

ବରଗଡ଼ରେ ହେବ ୩ ନୂଆ ବୃହତ ସେତୁ: ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୮(ଅସମାପିକା ସାହୁ): ବରଗଡ଼ ଜିଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ…

3 years ago

ଲାଞ୍ଚ ନେଇ ଧରାପଡ଼ିଲେ ଭଦ୍ରକ ସିଡିପିଓ

ଭଦ୍ରକ,୧୬ା୮(ସନାତନ ରାଉତ): ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ବ୍ଲକ ସିଡିପିଓ ସୁନନ୍ଦା ଦାସ। ଭଦ୍ରକ ବ୍ଲକ ସରଗଢ଼ିଆ ଗ୍ରାମର…

3 years ago

ମଧ୍ୟାହ୍ନଭୋଜନ ପାଇଁ ଧାରଣାରେ ବସିଲେ ଛାତ୍ରୀଛାତ୍ର

ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅନ୍ତର୍ଗତ ଗଡ଼ିଗାଁ ପଞ୍ଚାୟତର ମାକୁନ୍ଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ବୁଧବାର ଧାରଣାରେ ବସିଛନ୍ତି। ସୂଚନାନୁଯାୟୀ,…

3 years ago

ପତାକା ସହ ଖୁଣ୍ଟ ଉପୁଡି ଗଛରେ ଝୁଲିଲା

ହାଟଡିହୀ,୧୬।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର  ପତାକା ଉତ୍ତୋଳନ କରାଯାଇଥିଲା। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି ହାଟଡିହୀ ଉପକୋଷାଗାର କାର୍ଯ୍ୟାଳୟ ତରଫରୁ ପତାକା…

3 years ago

ସ୍କୁଲ ଯାଇ ନପାରି ରାସ୍ତା ରେ ବସିଲେ ଛାତ୍ରୀଛାତ୍ର

କାଳିଆପାଣି,୧୬।୮: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡଛି। ଏ ନେଇ ଛାତ୍ରଛାତ୍ରୀ ସ୍କୁଲ ଯାଇ ନପାରି ଟମକା-ମଙ୍ଗଳପୁର…

3 years ago

ବଜ୍ରାଘାତରେ ଚାଷୀ ମୃତ୍ୟୁ

ଚାନ୍ଦବାଲି,୧୫।୮( ଅଶୋକ ପଣ୍ଡ): ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ଘିକୋଇଲି ୱାର୍ଡରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣକ ହେଉଛନ୍ତି ଘିକୋଇଲି ୱାର୍ଡର…

3 years ago

ମାଛ ଧରି ମାଲାମାଲ ମତ୍ସ୍ୟଜୀବୀ: ଗୋଟିକ ୫ଲକ୍ଷ ୩୩ହଜାର

ଚାନ୍ଦବାଲି,୧୫/୮(ଅଶୋକ ପଣ୍ଡା): ମାଛ ଗୋଟଏର ଦାମ ୫ ଲଖ ୩୩ ହଜାର ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ଏହା ସତ । ଭଦ୍ରକ ଜିଲା ଚାନ୍ଦବାଲି…

3 years ago

୧୮ ତାରିଖ ସ୍ବାଧୀନତା ଦିବସ  ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟିତ୍ରୀ

ଛେଣ୍ଡିପଦା,୧୬।୮(ଅଜିତ ଧଳ):  ୧୮ ତାରିଖ ସ୍ବାଧୀନତା ଦିବସ । ଶୁଣିବାକୁ ଅଡ଼ୁଆ ଲାଗିପାରେ ହେଲେ ଏଭଳି ଲେଖି ନିମନ୍ତ୍ରଣ କଲେ ଜଣେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ।…

3 years ago

ପୋତାଗଡ଼ରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ଗଞ୍ଜାମ,୧୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗରେ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି l ତହସିଲଦାର ଅରୁଣ କୁମାର ନାୟକ ଜାତୀୟ…

3 years ago