ବିଦ୍ୟୁତ୍ ଠିକାଦାରଙ୍କ ଘରେ ଆଇଟି ରେଡ୍
ଯାଜପୁର,୩୦ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ କରାଯାଇଛି। ବିଦ୍ୟୁତ୍ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ ଆଇଟି ଟିମ୍ ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।
ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛି ମଦ ବେପାର
ପୁରୁଷୋତ୍ତମପୁର,୩୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହରରେ ମଦଦୋକାନ ବନ୍ଦ କରିବାକୁ ନେଇ ବୁଧବାର ରାତିରେ ମଦବେପାରୀ ଓ ପୋଲିସ ମଧ୍ୟରେ ଲୁଚକାଳି ଚାଲିଛି। ମଦଦୋକାନୀ ଜଣକ ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇ ମଦ ବିକିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ସପ୍ତାହକରେ ବନ୍ଧାହେଲେଣି ଶହେରୁ ଅଧିକ ଅସାମାଜିକ
ଛତ୍ରପୁର,୨୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ଗଞ୍ଜାମ ଏସ୍ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାରେ ପେସାଦାର ଅପରାଧୀମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ହୋଇ ଫେରାର ଘଟଣାରେ ସେମାନଙ୍କୁ ଗିରଫ…
ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
ଭବାନୀପାଟଣା,୨୭ା୫(ଉତ୍ତମ କୁମାର ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ.ରାମପୁର କାଣୀଗୁମ୍ମା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସନ୍ନ୍ୟାସୀ ନାୟକ। ସୋମବାର ସକାଳେ ଅଭିଯୋଗକାରୀଙ୍କଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମଷ୍ଟରରୋଲ୍ ଆଗେଇ…
ଇଭିଏମ୍ ଭାଙ୍ଗି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ
ଖୋର୍ଦ୍ଧା/ ବୋଲଗଡ଼, ୨୬ା୫ (ପ୍ରଭାତ ପାଣିଗ୍ରାହୀ/ ଦେବବ୍ରତ ହୋତା): ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ଶନିବାର ଭାଜପା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ବୁଥ୍ରେ ପଶି…
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ମୃତ ଭାବି ଥାନାରେ ଆତ୍ମସମର୍ପଣ କଲେ ଦୁଇ ଆକ୍ରମଣକାରୀ
ଛତ୍ରପୁର,୨୫ା୫(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣ ନେଇ ଜଣେ ଯୁବକଙ୍କୁ ମରଣାତ୍ମକ ଭାବେ ଆକ୍ରମଣ କରିଛନ୍ତି ୨ ଜଣ ଆକ୍ରମଣକାରୀ l ପରେ…
ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼
ବୁଗୁଡା ୨୫/୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ରଘୁନାଥ ଜାନି ଓ ଅବକାସ ଜାନି।…
୪.୨୯ ଲକ୍ଷ ଟଙ୍କା ଠକେଇ: ଫାଇନାନ୍ସ କର୍ମଚାରୀଙ୍କ ସମେତ ୨ ଗିରଫ
ଖଲ୍ଲିକୋଟ,୨୪ା୫(ପ୍ରଶାନ୍ତ କୁମାର ମିଶ୍ର): ଏକ ଫାଇନାନ୍ସ କମ୍ପାନୀର ୪ଲକ୍ଷ ୨୯ ହଜାର ଟଙ୍କା ଠକେଇ କରି ସାଙ୍ଗଙ୍କ ସହ ଫାଇନାନ୍ସ କର୍ମଚାରୀ ଶୁକ୍ରବାର ଗିରଫ ହୋଇଛନ୍ତି। ସେମାନେ ହେଲେ ଫାଇନାନ୍ସ କର୍ମଚାରୀ ଖୋର୍ଦ୍ଧା ଜିଲା ଶଗଡ଼ଭଙ୍ଗା ନନ୍ଦପୁର ପାଟଣାର ପ୍ରତାପ କୁମାର…
ଜଙ୍ଗଲରେ ଯୁବତୀଙ୍କୁ ବଳାତ୍କାର: ୨ ଯୁବକ କୋର୍ଟଚାଲାଣ
କୁଆଁରମୁଣ୍ଡା,୨୪ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରିଖମନ ପଞ୍ଚାୟତ ଦୁମାଙ୍ଗଦିରି ଗ୍ରାମର ଜନୈକା ୨୪ ବର୍ଷୀୟା ଯୁବତୀଙ୍କୁ ଜଟିଆ ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ରାତିରେ ପ୍ରାୟ ଦେଢ଼ ଘଣ୍ଟା ଧରି ରଖି ବଳାତ୍କାର କରାଯାଇଛି। ଏହା…
ମେଧା ପାଟକର ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ,୨୪ା୫: କୋର୍ଟ ମେଧା ପାଟକରଙ୍କୁ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତତ୍କାଳୀନ କେଭିଆଇସି ଅଧ୍ୟକ୍ଷ ତଥା ଦିଲ୍ଲୀର ବର୍ତ୍ତମାନର ଲେଫ୍ଟନାଣ୍ଟ ଗଭର୍ନର ଭି.କେ ସାକ୍ସେନାଙ୍କ ତରଫରୁ ନର୍ମଦା ବଚାଓ ଆନ୍ଦୋଳନର କାର୍ଯ୍ୟକର୍ତ୍ତା ମେଧାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର…
ସରସରା ହତ୍ୟାକାଣ୍ଡ: ଛତିଶଗଡ଼ରୁ ଧରା ହେଲେ ଜଣେ ଅଭିଯୁକ୍ତ, ଆଉ ଜଣେ ଏବେ ବି ଫେରାର
ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ଚାଲିଥିବାଳେ ବରଗଡ଼ ସଦର ଥାନା ଅର୍ନ୍ତଗତ ସରସରା ଗ୍ରାମରେ ସଂଘଟିତ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସରସରା ଗ୍ରାମର…
ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା
ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର ବିଶ୍ବନାଥ ମିର୍ଦ୍ଧା ବୋଲି ସୂଚନା ମିଳିଛି। କେଉଁ…
Archives


