ଅପରାଧ

ନାବାଳିକା ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର

କୁଜଙ୍ଗ, ୧୭।୧୦ (ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳରେ ସମ୍ପର୍କୀୟା ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏନେଇ ପୀଡ଼ିତାଙ୍କ ମା’ ବୁଧବାର ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ପୋଲିସ ମାମଲା (ନଂ. ୩୭୮/୨୫ )…

୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଯୁବକଙ୍କ ସହ ମହିଳା ଗିରଫ

ଭୁବନେଶ୍ୱର,୧୭ା୧୦: ଦାମୀ କାର୍‌ରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ଖବର ପାଇ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଖୋର୍ଦ୍ଧାରୁ ୫୫୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ। ଉକ୍ତ ଘଟଣାରେ ଖୋର୍ଦ୍ଧାର ଜଣେ…

ଆଇନଜୀବୀ ପୀତବାସ ମର୍ଡର ମିଷ୍ଟ୍ରି: ପୋଲିସ କବ୍‌ଜାରେ କିଙ୍ଗ୍‌ପିନ୍‌ ସମେତ ୬ ଜଣ, ବିହାରୀ ବନ୍ଧୁକରେ…

ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ ୬ ତାରିଖରେ ଅତି ନିକଟରୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବିହାର ଲିଙ୍କ୍‌ ଥିବା ଜଣାପଡ଼ିଥିଲା। ଶତାଧିକ ସିସିଟିଭି ଓ ଡମ୍ପ ଡାଟା ଆନାଲିସିସ୍‌…

ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣିଦେଲେ, ଚାଲିଗଲା ଦିଲ୍ଲୀପଙ୍କ ଜୀବନ…

ଲାଞ୍ଜିଗଡ଼,୧୫ା୧୦(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଜଣେ ଯୁବକଙ୍କୁ ସାମାନ୍ୟ ବଚସାକୁ ନେଇ ମଙ୍ଗଳବାର ରାତିରେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଦିଲ୍ଲୀପ ଲୋହରା (୨୮)। ସୂଚନାନୁସାରେ ବଳଭଦ୍ରପୁର…

ମନ୍ଦିର ପରିସରରେ ଗୋଟିଏ ଶାଢ଼ିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ, ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ…

ଜୟପୁର,୧୫ା୧୦(ପବନ ପାଣିଗ୍ରାହୀ): ଜୟପୁର ଗୋପବନ୍ଧୁ ନଗରରେ ଝୁଲନ୍ତା ଅବସ୍ଥା ୨ ଜଣଙ୍କ ମୃତଦେହ ଜବତ କରିଛି ଟାଉନ ପୋଲିସ। ଗୋପବନ୍ଧୁ ନଗରରେ ଥିବା କନକଦୁର୍ଗା ମନ୍ଦିର ପରିସରରେ ୨ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା। ମୃତକ ଦ୍ୱୟ ହେଲେ ମନ୍ଦିରର ପୂଜକ…

ଗଜପତିରୁ ଉତ୍ତରପ୍ରଦେଶକୁ ଲମ୍ବିଛି ଗଞ୍ଜେଇ ଚେର, ପାଟ୍ରୋଲିଂ ବେଳେ ଜଣାପଡ଼ିଲା ସବୁ ସତ

ବ୍ରହ୍ମପୁର,୧୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ସଦର ରେଞ୍ଜ ଏସ୍‌ପି ପ୍ରବୀଣ କୁମାର ପ୍ରଧାନଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶରେ ଡିଏସ୍‌ପି ସ୍ନେହଲତା ନାୟକ ଓ କୁମୁଦ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ବୁଧବାର…

ଅଫିସରେ ଲାଞ୍ଚ ନେଉଥିଲେ ମହିଳା ଡାଟାଏଣ୍ଟ୍ରି ଅପରେଟର, ରେଡ୍‌ହ୍ୟାଣ୍ଡ୍‌ରେ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା,୧୫ା୧୦(ପ୍ରଭାତ ପାଣିଗ୍ରାହୀ): ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାହୋଇଛନ୍ତି ସ୍ମୃତି। ଖୋର୍ଦ୍ଧା ଓ ଭିଜିଲାନ୍ସ ଟିମ୍‌…

ଓଡ଼ିଆ ଛାତ୍ରୀ ଗଣବଳାତ୍କାର ଘଟଣା: ବୟଫ୍ରେଣ୍ଡଙ୍କୁ ଗିରଫ କଲା ପୋଲିସ, ସେହି ଦିନ ହିଁ…

କୋଲକାତା,୧୪ା୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ସେହିଦିନ ବୟଫ୍ରେଣ୍ଡ ଯୁବତୀଙ୍କୁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ଆସନ୍ତାକାଲି ଅର୍ଥାତ୍‌ ବୁଧବାର…

ଭଡ଼ା ଘରେ ବ୍ୟକ୍ତିଙ୍କ ମୃତଦେହ, ସନ୍ଦେହ କରି ଥାନାର ଦ୍ୱାରସ୍ଥ ହେଲେ ଭାଇ

ଖଡ଼ିଆଳ,୧୨।୧୦(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନଂ ୨ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସିନାପାଲି ଗ୍ରାମର ଅରୁଣ ଅଗ୍ରୱାଲ (୪୦)। ତାଙ୍କ ଭାଇ ରାଜେଶ ଅଗ୍ରଓ୍ବାଲଙ୍କ ଅଭିଯୋଗ କ୍ରମେ ଖଡ଼ିଆଳ…

ଷ୍ଟେଶନରୁ କରୁଥିଲେ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ 

କୋରାପୁଟ,୧୨।୧୦(ଅମିତାଭ ବେହେରା): କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ରବିବାର…

ବାରିପଦା ବଡ଼ ମେଡିକାଲରୁ ଚୋରି ଶିଶୁ ବୈଶିଙ୍ଗାରୁ ଉଦ୍ଧାର: ମହିଳା ଆଉ ସ୍ବାମୀଙ୍କୁ ବାନ୍ଧିଲା…

ବୈଶିଙ୍ଗା,୧୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ବଡ଼ ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁକୁ ଶନିବାର ଅପରାହ୍ନରେ ବୈଶିଙ୍ଗା ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏଥିସହ ଶିଶୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ବାରିପଦା ପୋଲିସ। ପ୍ରାପ୍ତ ସୂଚନା ମୁତାବକ,…

ନାଁକୁ ଅଟୋରେ ଥିଲେ ଯାତ୍ରୀ, କରୁଥିଲେ ଗଞ୍ଜେଇ ଚାଲାଣ: ମାଡ଼ି ବସିଲା ପୋଲିସ

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ପୋଡ଼ାମାରି ପୋଲିସ ଚେକ ଗେଟ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?