୭ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ: ବନ୍ଧା ହେଲେ ପୂର୍ବତନ ପିଇଓ
କଳିଙ୍ଗନଗର,୩୦ା୮(ଶୁଭାଶିଷ ରାଉତ): ୭ ଲକ୍ଷ ୩୫୦୦୦ ହଜାର ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ କରିଛି କଟକ ଭିଜିଲାନ୍ସ ବିଭାଗ। କେସ୍ ନମ୍ବର ୨୬/୨୫ରେ ଏକ…
ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ୭ ଛାତ୍ରୀ, କହିଲେ ସାର୍ ଆମକୁ…
ବଣାଇଁ,୨୯ା୮: ଜନୈକ ସଂସ୍କୃତ ଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ୭ ଛାତ୍ରୀ। ତେବେ ଶିକ୍ଷକ ଜଣକ କୁଆଡ଼େ ଏହି ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀମାନେ କହିଛନ୍ତି, ସାର ଆମକୁ ସବୁବେଳେ ଅସଦାଚରଣ କରନ୍ତି। ଏନେଇ ଛାତ୍ରୀମାନେ…
ବାଇକ୍-ମୋବାଇଲ ଲୁଟେରାଙ୍କୁ କାବୁ କଲା ବୈଶିଙ୍ଗା ପୋଲିସ, ଗଣେଶ ପୂଜା ସୁଯୋଗରେ…
ବୈଶିଙ୍ଗା,୨୮।୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନ ୧ଟା ସମୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ବେତନଟୀ ଓ ବୈଶିଙ୍ଗା ଥାନା ଅଞ୍ଚଳରେ ବାଇକ ଓ ମୋବାଇଲ ଲୁଟେରା ଗ୍ୟାଙ୍ଗ ସକ୍ରୀୟ…
ଘରେ ଚାଲିଥିଲା ନୂଆଖାଇ ପର୍ବ ପାଳନ, ଏପଟେ ଯୁବକଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ, ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ…
ବରଗଡ଼/ସୋହେଲା,୨୮ା୮(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଗୁରୁବାର ପଶ୍ଚିମ ଓଡ଼ିଶାରେ ଘରେଘରେ ନୂଆଖାଇ ପର୍ବ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ବରଗଡ଼ ଜିଲା ସୋହେଲା ହଳଦୀପାଲି ନିକଟ ପେଟ୍ରୋଲ ପମ୍ପରେ ଏକ ହତ୍ୟାକାଣ୍ଡ ଘଟିଛି। ପେଟ୍ରୋଲ ପମ୍ପ ପରିସରରେ ହଲଦୀପାଲିର ବଳିଷ୍ଠ…
ଚୋରି କିପରି ରୋକାଯିବ ୟୁଟ୍ୟୁବରେ ଦେଉଥିଲେ ପ୍ରବଚନ, ଶେଷରେ ନିଜେ ଚୋରି କରି ହେଲେ ବନ୍ଧା
ଭୁବନେଶ୍ୱର,୨୮ା୮: ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଇତିମଧ୍ୟରେ ଗିରଫ ହୋଇଛନ୍ତି। ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ଏହି ପ୍ରବଚକ ଜଣକ ଗିରଫ ହୋଇଛନ୍ତି। ତାଙ୍କଠାରୁ ୨ ଶହ ଗ୍ରାମ ସୁନା, ୧ ଲକ୍ଷ କ୍ୟାଶ,…
ଛୁଟି ନେଇ ଘରକୁ ଯାଇଥିଲେ, ଯୌତୁକ ପାଇଁ ନର୍ସ ସ୍ତ୍ରୀଙ୍କୁ ଜାଳିଦେଲେ କନ୍ଷ୍ଟେବଲ…
ନୂଆଦିଲ୍ଲୀ,୨୭ା୮: ଯୌତୁକ ବିବାଦକୁ ନେଇ ଉତ୍ତରପ୍ରଦେଶ ଆମ୍ରୋହା ଜିଲାର ଜଣେ ପୋଲିସ କନ୍ଷ୍ଟେବଲ୍ ମଙ୍ଗଳବାର ତାଙ୍କ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇଦେଇଥିଲେ। ମହିଳା ଜଣକ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ କନ୍ଷ୍ଟେବଲ ଗିରଫ ହୋଇଛନ୍ତି। ଇକାଉନା ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ…
ପଡ଼ିଆରେ ଠିଆ ହୋଇଥିଲେ ଯୁବକ: ହଠାତ୍ ୩ ଜଣ ପହଞ୍ଚି କଲେ ଆକ୍ରମଣ, ଆଉ ତା’ ପରେ…
ରାୟଗଡ଼ା,୨୭ା୮(ଆଶିଷ ରଞ୍ଜନ ପଣ୍ଡା): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ରାୟଗଡ଼ା ସହରରେ ଅଗ୍ନିଶମ କାର୍ଯ୍ୟାଳୟ ପଛପଟ ପଡ଼ିଆରେ ଘଟିଛି ହତ୍ୟାକାଣ୍ଡ। ଏକ ଧାରୁଆ ଅସ୍ତ୍ରରେ ତିନି ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ…
ଜଙ୍ଗଲକୁ ଟେକି ନେଇ ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଡକାୟତି, ୪ ଅଭିଯୁକ୍ତ…
ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ଛକ ନିକଟରେ ଜଣେ ପାନମସଲା ବ୍ୟବସାୟୀଙ୍କୁ ମାଡମାରି ଟଙ୍କା ଲୁଟି ନେବା ଅଭିଯୋଗରେ କେ. ନୂଆଗାଁ ପୋଲିସ ୪ ଅଭିଯୁକ୍ତଙ୍କୁ…
ଭିଜିଲାନ୍ସ ଜାଲରେ ପୋଲିସ ଏସ୍ଆଇ, ସ୍କ୍ରାପ୍ ବ୍ୟବସାୟୀଙ୍କଠାରୁ ନେଉଥିଲେ…
ବରଗଡ଼,୨୫ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡି ବସିଥିଲା। ତାଙ୍କ ପାଖରୁ…
ସ୍ତ୍ରୀଙ୍କୁ ବାପଘରୁ ଆଣିବାକୁ ଯାଇଥିଲେ ଜ୍ୱାଇଁ, ଶ୍ୱଶୁର ଆକ୍ରମଣ କରିବାରୁ…
ବଲାଙ୍ଗୀର,୨୪ା୮(ସୁନୀଲ କୁମାର ମହାନ୍ତି): ଶ୍ୱଶୁରଙ୍କ ଆକ୍ରମଣରେ ଜ୍ୱାଇଁ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲା ଦେଓଁ ଗାଁ ବ୍ଲକ ଶିବତଲା ଗାଁରେ। ଆଠଗାଁର ସମୀର କୁଅଁରଙ୍କ ସ୍ତ୍ରୀ ବାପଘର ଶିିବତଲା ଗାଁରେ ରହୁଥିବାବେଳେ ସ୍ତ୍ରୀକୁ ଆଣିବାକୁ ଗାଁକୁ ଯାଇଥିଲେ।…
ବୋମା ଫୁଟାଇ ସୁନା ଦୋକାନରୁ ଅଳଙ୍କାର ଲୁଟ୍, ଗୁଳି ବାଜି…
ନିରାକାରପୁର,୨୪ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିଠାରେ ଥିବା ସାଇ ସୋନୁ ଅଳଙ୍କାର ଦୋକାନରୁ ରବିବାର ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ ଲୁଟି ଥିବା ଜଣାପଡ଼ିଛି। ୪ଟି ପଲସର ବାଇକ୍ରେ ୮ ଜଣ ଦୁର୍ବୃତ୍ତ ପିସ୍ତଲ…
ଅସହାୟ ମହିଳାଙ୍କୁ ପ୍ରେମ ନିବେଦନ କରି ଫସିଲେ ହାବିଲଦାର, ଅଶ୍ଳୀଳ ଇଙ୍ଗିତ ସହ…
ମାର୍ଶାଘାଇ,୨୪ା୮: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ଅସହାୟ ମହିଳାଙ୍କୁ ହାବିଲଦାର ପ୍ରେମ ନିବେଦନ କରି ଫସିଥିବା ଜଣାପଡ଼ିଛି। ମହିଳା ଜଣକ ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିବାବେଳେ ସଂପୃକ୍ତ ହାବିଲଦାରଙ୍କ ନାମରେ ମାମଲା ରୁଜୁ ହୋଇଛି। କୁଦାନଗରୀ ଥାନାରେ…
Archives


