ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଟାପଢ଼ୋଲ ଫାଣ୍ଡି ଅଧିକାରୀ
ଅନୁଗୋଳ ଅଫିସ, ୨୮।୬: ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଟାପଢ଼ୋଲ ଫାଣ୍ଡି ଅଧିକାରୀ(ଆଇଏଏସ୍) ଗଜେନ୍ଦ୍ର ବେହେରା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଗଜେନ୍ଦ୍ର ଏକ ଏକ ମାର୍ପିଟ ମାମଲାର ରଫାଦଫା ପାଇଁ ଜଗନ୍ନାଥ ବେହେରାଙ୍କଠାରୁ ୫ ହଜାର…
ରାଜଧାନୀରୁ କାର ଲୁଟ୍ ର଼୍ୟାକେଟର ପର୍ଦ୍ଦାଫାଶ : ୩ କାର, ବିପୁଳ ଅଳଙ୍କାର ଜବତ, ୪ ଗିରଫ
ଭୁବନେଶ୍ୱର/ପାତ୍ରପଡା, ୨୮।୬(ବ୍ୟୁରୋ/ଡି.ଏନ୍.ଏ.) : ଗତ କିଛି ମାସ ହେବ ରାଜଧାନୀରେ ଲୁଟେରା ଗ୍ୟାଙ୍ଗ୍ ସକ୍ରିୟ ହୋଇଉଠିଛି। ବିଶେଷକରି ବାରମ୍ବାର କାର୍ ଲୁଟ୍ ଘଟଣା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଲୁଟ୍ କାରକୁ ବ୍ୟବହାର କରି ଲୁଟ୍ ଓ ଅନ୍ୟ ଅପରାଧ କରାଯାଉଥିବା…
ଅମିତ ଧଳ ଗୁଳିକାଣ୍ଡର ପର୍ଦ୍ଦାଫାଶ : ୪ ଅଭିଯୁକ୍ତ କୋର୍ଟଚାଲାଣ
ଝାରସୁଗୁଡ଼ା ଅଫିସ/ଲଖନପୁର ୨୭ା୬(ଡି.ଏନ୍.ଏ.) : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଅମିତ ଧଳ ଗୁଳିକାଣ୍ଡର ୪ଦିନ ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୁକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ…
ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା ରାୟ ପ୍ରକାଶ : ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ଖଲିକୋଟ, ୨୭ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଖଲିକୋଟର ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଖଲିକୋଟ ଏଡିଜେ ଶ୍ରୀନିବାସ ପ୍ରତିହାରୀ ୩୦୨/୧୨୦ ବି ଦଫା ସହିତ ବିଭିନ୍ନ ଦଫାରେ ମୁଖ୍ୟ ଅଭିଯୁକ୍ତ ଶ୍ୟାମସୁନ୍ଦର ପୃଷ୍ଟି,…
ଛେଳି ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ: ୧ ଲକ୍ଷ ଟଙ୍କା ଲୁଟିନେଲେ ରାଜପଥ ଲୁଟେରା
ଛେଣ୍ଡିପଦା,୨୭।୬(ଡି.ଏନ୍.ଏ.)- ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମ ନିକଟରେ ଗୁରୁବାର ସକାଳେ ଜଣେ ଛେଳି ବ୍ୟବସାୟୀ ଲୁଟର ଶିକାର ହୋଇଛନ୍ତି। ସେ ହେଲେ ଅନୁଗୋଳ ଥାନା ଅନ୍ତର୍ଗତ ଶାବଳଭଙ୍ଗା କରଞ୍ଜ ସାହି ଗ୍ରାମର ଡମ୍ବରୁ…
ଚୋରି ବାଇକ ଉଦ୍ଧାର, ଦୁଇ କୋର୍ଟ ଚାଲାଣ
ବଡ଼ବିଲ,୨୬ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଷ୍ଟେଶନରୋଡ୍ରୁ ଗତ ସୋମବାର ଚୋରି ହୋଇଥିବା ବାଇକକୁ ପୋଲିସ ଉଦ୍ଧାର କରି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବିଲ ପୌରାଞ୍ଚଳ ୪…
ପିତା ହତ୍ୟାକାରୀ ପୁଅଙ୍କୁ ଆଜୀବନ ଜେଲ୍
ଆନନ୍ଦପୁର, ୨୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ ରାଜେଶ ଦାଶ ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ପିତା ହତ୍ୟାକାରୀ ପୁଅକୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଗ୍ରାମର…
ସ୍ତ୍ରୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ସ୍ବାମୀଙ୍କ ଆତ୍ମହତ୍ୟା
ଆନନ୍ଦପୁର,୨୬।୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ଥାନା ବାରିଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ବୃଦ୍ଧ ସ୍ବାମୀ ନିଜ ପତ୍ନୀଙ୍କୁ ଏକ ଭୁଜାଲିରେ ଆକ୍ରମଣ କରି ବିଷପିଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ସ୍ବାମୀ ହେଲେ ନବଘନ ସାହୁ(୬୫)। …
ଫ୍ଲାଟ୍ ଦେବା ନାଁରେ ନାଭି ଅଫିସରଙ୍କଠାରୁ ୭୧ଲକ୍ଷ ଠକେଇ
ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ଫ୍ଲାଟ ଦେବାକୁ କହି ଏକ ବିଲ୍ଡର ସଂସ୍ଥା ଜଣେ ମର୍ଚ୍ଚାଣ୍ଟ ନାଭି ଅଫିସରଙ୍କଠାରୁ ୭୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ‘ଓଡିଶା ହୋମ୍ ଆଣ୍ଡ କମର୍ସିଆଲ ନାମକ ଏକ ବିଲ୍ଡର ସଂସ୍ଥା ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ…
ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ
ପୁରୁଷୋତ୍ତମପୁର,୨୫।୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଧୋବାଡି ପାଟପୁର ଗ୍ରାମରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ (୬୦)। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଧୋବାଡି ପାଟପୁର ଗ୍ରାମର…
ବିଶ୍ୱକପ୍ କ୍ରିକେଟ୍ ନେଇ ସହରରେ ଚାଲିଛି ସଟ୍ଟା ଖେଳ: ୩୧ ଲକ୍ଷ ଟଙ୍କା ଜବତ, ୨ ଗିରଫ
ରାଉରକେଲା ଅଫିସ,୨୫।୬: ବିଶ୍ୱକପ୍ କ୍ରିକେଟ୍ ନେଇ ସହରରେ ଚାଲିଥିବା ସଟ୍ଟା ଖେଳ ଓ ଏଥିରେ ଲାଗୁଥିବା ଲକ୍ଷାଧିକ ବାଜିର ପର୍ଦ୍ଦାଫାଶ ହୋଇଛି। ସୋମବାର ବିଳମ୍ବିତ ରାତିରେ ରାଉରକେଲା ମୁଖ୍ୟ ବଜାର ଜନତା ନିବାସ ଗଳିରେ ପ୍ଲାଣ୍ଟସାଇଟ ପୋଲିସ ପକ୍ଷରୁ ଚଢ଼ାଉ ସମୟରେ…
ଉଦଳା ଜଳସେଚନ ବିଭାଗ ସହକାରୀ ନିର୍ବାହ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଉଦଳା, ୨୫।୬(ଡି.ଏନ୍.ଏ.): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା ଉଦଳା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଭିଜିଲାନ୍ସ ଚଢ଼ାଉ କରିଛି। ଉଦଳା ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରିରହିଛି।
Archives


