ଖୋର୍ଦ୍ଧାରେ ଏସ୍ଟିଏଫ୍ର ଏନ୍କାଉଣ୍ଟର ଘଟଣା : ଦୁଇ ମୋଷ୍ଟଓ୍ବାଣ୍ଟେଡ୍ଙ୍କୁ ଧରିବାକୁ ଚଢ଼ାଉ ଜୋର୍ଦାର
ଭୁବନେଶ୍ୱର,୧।୭ (ବ୍ୟୁରୋ) : ଖୋର୍ଦ୍ଧା ଏଲ୍ଆଇସି ପଡ଼ିଆରେ ଶନିବାର ରାତିରେ ଚଢ଼ାଉ ସମୟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ସହ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳିବର୍ଷା ପରେ ପଛଘୁଞ୍ଚା ଦେଇଥିଲା ପୋଲିସ୍ର ମୋଷ୍ଟ ଓ୍ବାଣ୍ଟେଡ୍ ଥିବା ସଞ୍ଜୟ ଓ ଅନିଲ…
ରାଜଧାନୀରେ ଭିକାରିଙ୍କୁ ହତ୍ୟା, ୨ ବସ୍ ପୋଡ଼ି ଘଟଣା : ୨ବର୍ଷ ପରେ ବି ଅଭିଯୁକ୍ତଙ୍କୁ ପାଇନି ପୋଲିସ
କଟକ ରୋଡ,୧ା୭(ଡି.ଏନ୍.ଏ.) : ରାଜଧାନୀରେ ବଡଗଡ଼ ଥାନା ଅଞ୍ଚଳରେ ୨ବର୍ଷ ପୂର୍ବରୁ ଘଟିଥିବା ଅନେକ ଚର୍ଚ୍ଚିତ ୨ ପ୍ରମୁଖ ଅପରାଧ ଘଟଣାର ପୋଲିସ ଏଯାବତ ସୁରାକ ପାଇପାରି ନାହିଁ। ଘଟଣାର କିଛିଦିନ ପର୍ଯ୍ୟନ୍ତ ତଦନ୍ତ ଜୋରସୋର ହେବା ପରେ କୌଣସି ତଥ୍ୟ…
ଟ୍ରେନରୁ ଧରାପଡ଼ିଲେ ୨ ନାବାଳକ ଲୁଟେରା
ବାଲେଶ୍ୱର ଅଫିସ, ୧।୭-ଏକ ନାବାଳକ ଲୁଟେରା ଗ୍ୟାଙ୍ଗ ଦ୍ୱାରା ଚଳନ୍ତା ରେଳଗାଡ଼ିରୁ ମୋଇବାଲ ଫୋନ୍ ଚୋରି ଘଟଣା ପଦାକୁ ଆସିଛି। ଏହି ସୂଚନାକୁ ଆଧାର କରି ରେଲବାଇ ପୋଲିସ ତନାଘନା ଚଳାଇଛି। ଶନିବାର ରାତି ପ୍ରାୟ ଦେଢଟା ସମୟରେ ଅପ୍ ଲାଇନରେ…
ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଗଛରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ସ୍ବାମୀ
ଧର୍ମଗଡ଼,୩୦।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା କପୁରମାଳ ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଟାଙ୍ଗିଆରେ ହାଣି ସ୍ତ୍ରୀଙ୍କୁ ହତ୍ୟା କରିବାପରେ ସ୍ବାମୀ ନିକଟରେ ଥିବା ଏକ ଗଛରେ ଚଢିଯାଇ ଆତ୍ମହତ୍ୟା ଧମକ ଦେଇଛନ୍ତି। ମୃତ…
ରାସ୍ତାରୁ କଲେଜ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍ ଟିମ୍ର ଅନୁସନ୍ଧାନ
ଗଞ୍ଜାମ, ୩୦ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ପଣସପଡ଼ିଆ ସାହୁକାର ପୋଖରୀ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଛତ୍ରପୁର ଏସ୍ଡିପିଓ ଉତ୍କଳ କେଶରୀ ଦାସ, ଛତ୍ରପୁର…
ନେହରୁବଙ୍ଗଳା ଅଞ୍ଚଳରୁ ଦୁଇଟି ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
ପାରାଦୀପ, ୩୦ା୬(ସ୍ବ.ପ୍ର.) : ପାରାଦୀପସ୍ଥିତ ନେହରୁ ବଙ୍ଗଳା ଅଞ୍ଚଳରୁ ରବିବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଦ୍ୱୟ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ହେବ ବୁଲାବୁଲି କରୁଥିଲେ। ଉଭୟ ମାନସିକ ବିକୃତ…
ଖୋର୍ଦ୍ଧାରେ ଏସ୍ଟିଏଫ୍ର ଏନ୍କାଉଣ୍ଟର: ଆହତ ଅବସ୍ଥାରେ ଖସିଗଲେ ଅଭିଯୁକ୍ତ ସଞ୍ଜୟ; କାର୍, ରକ୍ତଭିଜା ଶାର୍ଟ ଜବତ, ଜଣେ ଗିରଫ
ଭୁବନେଶ୍ୱର, ୩୦ା୬(ବ୍ୟୁରୋ): ଖୋର୍ଦ୍ଧା ଏଲ୍ଆଇସି ପଡ଼ିଆରେ ଶନିବାର ରାତିରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ସହ ଅପରାଧୀ ମୁହାଁମୁହଁି ହୋଇଛନ୍ତି। ଉଭୟ ପକ୍ଷରୁ ବହୁ ରାଉଣ୍ଡ୍ ଗୁଳି ବିନିମୟ ହୋଇଥିବାବେଳେ ଏସ୍ଟିଏଫ୍ ଗୁଳିରେ ଏକାଧିକ ଆହତ ହୋଇଥିବା ଜଣାପଡିଛି। ପୋଲିସ ଜଣଙ୍କୁ କାବୁ…
ରଥଯାତ୍ରାକୁ ଆଉ ୪ଦିନ ବାକି: ଅଶାନ୍ତ ହେଲା ପୁରୀ ସହର; ତେଜରାତି ଦୋକାନୀଙ୍କୁ ଗୁଳିମାଡ଼
ପୁରୀ ଅଫିସ,୩୦ା୬: ରଥଯାତ୍ରାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ଅଶାନ୍ତ ହୋଇପଡ଼ିିଛି ପୁରୀ ସହର। ଗୋଟିଏ ପଟେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଉଥିବା କହୁଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ ଲାଗିଛି। ଧୀରେ…
ମା’କୁ କଟୁରୀରେ ହାଣି ହତ୍ୟା ଘଟଣା: ଅଭିଯୁକ୍ତ ପୁଅ, ବୋହୂ କୋର୍ଟ ଚାଲାଣ
ବରୀ/ଯାଜପୁର ଟାଉନ,୩୦ା୬(ସ୍ବ.ପ୍ର./ଡି.ଏନ୍.ଏ.)- ମା’କୁ କଟୁରୀରେ ହାଣି ହତ୍ୟା ଘଟଣାରେ ଶନିବାର ପୋଲିସ ପାରାଦୀପରୁ ଅଭିଯୁକ୍ତ ପୁଅ ଓ ବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବରୀ ବ୍ଲକ ଦରଘା ଗ୍ରାମର ରାଜେନ୍ଦ୍ର ଜେନା ଓ ତାଙ୍କ ସ୍ତ୍ରୀ…
ବାଇକ୍ ଡିକିରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍, ଜାଣିବା ପରେ ସଜ୍ଞାହୀନ ହେଲେ ବ୍ୟବସାୟୀଙ୍କ ସହଯୋଗୀ
ଢେଙ୍କିକୋଟ,୨୯।୬(ଡି.ଏନ୍.ଏ.): ଢେଙ୍କିକୋଠ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ ସାପ୍ତାହିକ ହାଟରୁ ଶନିବାର ପୂର୍ବାହ୍ନରେ ଜଣେ ବ୍ୟବସାୟୀଙ୍କ ବାଇକ୍ ଡିକିରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ ହୋଇଛି। ବ୍ୟବସାୟୀ ମକରନ୍ଦ ସାହୁ ତାଙ୍କ ସହଯୋଗୀ ଟଙ୍କଧର ମହାନ୍ତଙ୍କୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୩ଲକ୍ଷ…
ରୂପ୍ସାରେ ଲୁଟେରା ସକ୍ରିୟ: ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ
ରୂପ୍ସା, ୨୮।୬(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍ସାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି। ଶୁକ୍ରବାର ରୂପ୍ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ଲୁଟେରାମାନେ ରୂପ୍ସା ଅଞ୍ଚଳରେ…
କଲୁଙ୍ଗା ଲ୍ୟାମ୍ପରୁ ଲୁଟ, ବନ୍ଧୁକ ଦେଖାଇ ୩ ଲକ୍ଷ ୯୭ହଜାର ଲୁଟିନେଲେ ଦୁର୍ବୃତ୍ତ
ରାଉରକେଲା,୨୮।୬: ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲ୍ୟାମ୍ପରୁ ଶୁକ୍ରବାର ଲୁଟ୍ ହୋଇଛି। ସକାଳ ସାଢ଼େ ୧୦ଟା ବେଳେ ଲ୍ୟାମ୍ପ ଖୋଲିବା ସମୟରେ ଅଜଣା ଦୁର୍ବୃତ୍ତ ପଶି ବନ୍ଧୁକ ମୁନରେ ୩ଲକ୍ଷ ୯୭ହଜାର ଲୁଟି ନେଇଛନ୍ତି। ଏ ନେଇ ଅଭିଯୋଗ ହେବା…
Archives


