କରୋନା ଭାଇରସ୍‌

ଆଣ୍ଡାମାନରେ ୧୦ କରୋନା ପଜିଟିଭ୍‌

ପୋର୍ଟବ୍ଲେୟାର,୩୧।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ତୀବ୍ରଗତିରେ ବଢ଼ିଚାଲିଛି। ଦିନକୁ ଦିନ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଆଣ୍ଡାମାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୁ ଛୁଇଁଛି। ଏହି ସଂକ୍ରମିତଙ୍କ ମଧ୍ୟରୁ ୯ଜଣ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା…

କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସହାୟତାର ହାତ ବଢ଼ାଇଲେ ବିକି

ମୁମ୍ବାଇ: ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ଭାଇରସ୍‌ ବା କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢ଼େଇରେ ଶିଳ୍ପପତିଙ୍କଠାରୁ…

ଘଣ୍ଟାରେ ୨୩ଥର ମୁହଁରେ ହାତ ମାରନ୍ତି ଲୋକେ !

ଓ୍ବାଶିଂଟନ,୩୧।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏପରିସ୍ଥଳେ ହାତରେ ମୁହଁ, ଆଖି ନାକ, ପାଟି, କାନ ଆଦିକୁ…

ଏଠି ଡାକ୍ତରଙ୍କ ଅବସାଦ ଦୂର କରୁଛି କୁକୁର

ଓ୍ବାଶିଂଟନ,୩୧।୩: କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତା’ର କାୟା ବିସ୍ତାର କରିବାରେ ଲାଗିିଛି। ଦିନକୁ ଏଠାରେ ଶହ ଶହ ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଇଟାଲୀ ଓ ଆମେରିକାରେ…

କରୋନା ଭୂତାଣୁଠାରୁ କିପରି ଦୂରେଇ ରଖେ ସାନିଟାଇଜର

ଓ୍ବାଶିଂଟନ,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଭୟଙ୍କର ସ୍ଥିତି ଦେଖାଦେଇଛି। ଏପରିସ୍ଥଳେ ସାମାଜିକ ଦୂରତା, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ବହୁ ଲୋକ ସାନିଟାଇଜର ବ୍ୟବହାର କରିବାକୁ…

ଫିଫା ମହିଳା ବିଶ୍ୱକପ୍‌: କୋଭିଡ-୧୯ ସତ୍ତ୍ୱେ ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ଆଶାବାଦୀ

ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ-୧୯ର ଆତଙ୍କ ସତ୍ତ୍ୱେ ଆସନ୍ତା ନଭେମ୍ବରରରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଆୟୋଜନ କରିବାକୁ ଅଲ୍‌ ଇଣ୍ଡିଆ ଫୁଟବଲ ଆସୋସିଏଶନ (ଏଆଇଏଫ୍‌ଏଫ୍‌) ବେଶ୍‌ ଆଶାବାଦୀ ଅଛି। ସାରା ଦେଶ ତଥା ବିଶ୍ୱକପ୍‌ରେ ସବୁ ବଡ଼ବଡ଼ କ୍ରୀଡ଼ା ଇଭେଣ୍ଟ ବାତିଲ…

କୋଭିଡ- ୧୯: ୩ ଲକ୍ଷ ଟଙ୍କା ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୩୧।୩(ପି.ଟି.): କୋଭିଡ- ୧୯ ମୁକାବିଲା ପାଇଁ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଜଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ମଙ୍ଗଳବାର ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ କେନ୍ଦ୍ର ଓ ହରିୟାଣା ରାଜ୍ୟ ରିଲିଫ୍‌ ପଣ୍ଡକୁ ଏହି ଅର୍ଥ ପ୍ରଦାନ…

ଏପ୍ରିଲ ଫୁଲ୍‌କୁ ନେଇ ଗୁଜବ କଲେ ହେବ କଠୋର କର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୩୧।୩: ରାତି ପାହିଲେ ଏପ୍ରିଲ ପହିଲା ବା ଏପ୍ରିଲ୍‌ ଫୁଲ୍‌। ଏହାକୁ ନେଇ କିଏ କେତେ ଥଟ୍ଟାମଜା କରିଥାଆନ୍ତି। ହେଲେ ଏବେ ଦେଶରେ ଲକ୍‌ଡାଉନ୍‌ ସାଙ୍ଗକୁ କରୋନା ଭାଇରସକୁ ନେଇ ପରିସ୍ଥିତି ଗମ୍ଭୀର ଥିବାରୁ ଏସବୁଥିରୁ ଦୂରେଇ ରହିବାକୁ କହିଛନ୍ତି ମହାରାଷ୍ଟ୍ର…

୮୦ ବର୍ଷ ବୟସ୍କା ୫୫ ଦିନରେ ଲେଖିଲେ ୪୫ଟି ପ୍ରେମପତ୍ର

କଥାରେ ଅଛି ପ୍ରେମ କି ଜାଣେ ଜାତି ଅଜାତି ପ୍ରେମ କି ଜାଣେ ବାଧାବିଘ୍ନ। ଯେତେ ବଡ଼ ବିପଦ ଆସୁନା କାହିଁକି ସଚ୍ଚୋଟ ପ୍ରେମ ଆଗରେ ସବୁ ହାର ମାନିଥାଏ। ଏହାରି ଭିତରେ କରୋନା ଭାଇରସ୍‌କୁ ମଧ୍ୟ ହରାଇଦେଇଛି ପ୍ରେମ। ଏହି…

ଏସ୍‌ସିବିରେ ହେବ କରୋନା ପରୀକ୍ଷା

କଟକ ଅଫିସ, ୩୧।୩: କଟକ ଏସ୍‌ସିବି ମେଡିକାଲରେ କରୋନା ଭୂତାଣୁ ପରୀକ୍ଷା କେନ୍ଦ୍ର ଖୋଲାଯିବ। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥିବା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ବେସରକାରୀ…

ହରିୟାଣାରେ ୨୨ କରୋନା ସଂକ୍ରମିତଙ୍କ ମଧ୍ୟରେ ଜଣେ ନର୍ସ

ପଞ୍ଚକୁଲା,୩୧।୩: ଭାରତରେ ବି କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଅଧିକାଂଶ ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ହରିୟାଣାରେ ଏବେ ଏମାନଙ୍କ ସଂଖ୍ୟା ପହଞ୍ଚିଛି ୨୨ରେ। ସେକ୍ଟର-୬ରେ ଥିବା ହସ୍ପିଟାଲର ଜଣେ ନର୍ସ…

ସାନିଟାଇଜର ସ୍ପ୍ରେ କରିବ ରୋବୋ

ନୂଆଦିଲ୍ଲୀ ,୩୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏଥିଲାଗି ସାମାଜିକ ଦୂରତା ସହିତ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ କରାଯାଉଛି। ଏଥିରେ ପୋଲିସ, ଦମକଳବାହିନୀ ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଉଛି। ତେବେ ଏଣିକି ସାନିଟାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?