କରୋନା ଭାଇରସ୍‌

୩ ଜୋନ୍‌ର ୫୯୧ ଦୋକାନରେ ଉପଲବ୍ଧ ଅତ୍ୟବଶ୍ୟକ ସାମଗ୍ରୀ: ବିଏମ୍‌ସି

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ଭୁବନେଶ୍ୱରର ୩ ଜୋନ ଦକ୍ଷିଣ ପୂର୍ବ, ଦକ୍ଷିଣ ପଶ୍ଚିମ ଓ ଉତ୍ତର ଜୋନ୍‌ରେ ୫୯୧ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଛି। ସମ୍ପୃକ୍ତ ଦୋକାନରୁ ରାସନ, କ୍ଷୀର ଓ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯାଇଛି। ସମ୍ପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍‌ଲାଇସେନ୍ସ ଯାଞ୍ଚ…

କରୋନା ସହାୟତାରୁ ବଞ୍ଚିତ ୧୧ ହଜାର ଉଠାଦୋକାନୀ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ପାଇଁ ପ୍ରତ୍ୟେକ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ କରୋନା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ଏବେ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ୧୧ ହଜାରରୁ ଉର୍ଦ୍ଧ୍ୱ ଉଠାଦୋକାନୀଙ୍କୁ ସହାୟତା ବଣ୍ଟନ ହୋଇଥିବା ବେଳେ…

ରାଜ୍ୟର ୪୯, ୫୦ ନଂ ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ସ୍ବାସ୍ଥ୍ୟ ବିଭାଗ, ଅଛନ୍ତି ଜଣେ ମହିଳା

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ୪୯ ଓ ୫୦ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଶନିବାର ସ୍ବାସ୍ଥ୍ୟ ବିଭାଗ ଜାରି କରିଛି। ଏହି ଦୁଇଜଣ ୟୁନିଟ୍‌-୪ ମଧୁସୂଦନ ନଗର ଅଞ୍ଚଳରେ ଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏମାନଙ୍କ ମଧ୍ୟରୁ…

ଭଦ୍ରକରେ କାର୍ଯ୍ୟକ୍ଷମ ହେଲା ପ୍ରଥମ କୋଭିଡ୍‌ ହସ୍ପିଟାଲ

ଭଦ୍ରକ ଅଫିସ,୧୧।୪: ଶନିବାର ଅପରାହ୍ନରେ ଭଦ୍ରକ ଜିଲାରେ ପ୍ରଥମ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମୋଟେଲ ଛକସ୍ଥିତ ସାଳନ୍ଦୀ ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ୧୨୦ ଶଯ୍ୟା, ୪ ଆଇସିୟୁ, ୪ ଭେଣ୍ଟିଲେଟର ବ୍ୟବସ୍ଥା ରହିଥିବା ଜିଲାପାଳ ଡା.…

ଏମ୍‌କେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର ଅଫିସ,୧୧।୪: କରୋନା ଭାଇରସ୍‌ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ ଏଯାବତ୍‌ କୌଣସି ଟିକା ବାହାରିନାହିଁ। ଏବେ କେବଳ ସାମାଜିକ ଦୂରତା ରକ୍ଷା କରିବା ହିଁ ସବୁଠାରୁ ବଡ଼ ଉପାୟ। ଅନ୍ୟପକ୍ଷରେ ଏମ୍‌କେସିଜି…

କୋଭିଡ୍‌-୧୯ ସଙ୍ଗରୋଧ ସ୍ଥଳ ବୁଲି ରନ୍ଧାଖାଦ୍ୟର ମାନ ପରଖିଲେ ଜିଲାପାଳ

ଭଟ୍‌ଲି,୧୧।୪(ଡି.ଏନ୍‌.ଏ.): ବର୍ତ୍ତମାନ ଅଧିକାଂଶ ସ୍ଥାନରେ କୋଭିଡ୍‌-୧୯ ପାଇଁ ଅସହାୟମାନଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଉଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ତେବେ ଶନିବାର ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପଧାନ…

୨ ସପ୍ତାହ ବଢିପାରେ ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆଉ ୩ ଦିନ ପରେ ଶେଷ ହେବାକୁ ଯାଉଛି। ହେଲେ ଏହି ଅବଧିକୁ ଆଉ ୨ ସପ୍ତାହ ବା ୧୫ ଦିନ ବୃଦ୍ଧି କରିବାକୁ ବିଭିନ୍ନ ରାଜ୍ୟର…

ରାଶନକାର୍ଡଧାରୀଙ୍କୁ ସହାୟତା ରାଶି ବଣ୍ଟନ, ରହୁନି ସାମାଜିକ ଦୂରତା

ଚୌଦ୍ୱାର,୧୧।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଶନକାର୍ଡଧାରୀଙ୍କୁ ୧ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏନେଇ ଚୌଦ୍ୱାର ପୌରପାଳିକାର ୧୯ଟି ଓ୍ବାର୍ଡରେ ସହାୟତା ରାଶି ବଣ୍ଟନ କରାଯାଇଛି। ମାତ୍ର ସହାୟତା ରାଶି…

କୋଭିଡ-୧୯କୁ ହରାଇବାକୁ ଜରୁରୀ ଥିଲା ଲକ୍‌ଡାଉନ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ-୧୯କୁ ହରାଇବାକୁ ଲକ୍‌ଡାଉନ ଓ…

ଚାଲି ଚାଲି ଯାଉଥିଲେ ୨ ଯୁବକ: ଉଠାଇନେଇ କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତିକଲା ଗଞ୍ଜାମ ପୋଲିସ

ଗଞ୍ଜାମ,୧୧।୪(ଡି.ଏନ୍‌.ଏ.): ବ୍ୟାଗ ଧରି ବ୍ରହ୍ମପୁରରୁ ଭୁବନେଶ୍ୱର ଚାଲି ଚାଲି ଯାଉଥିବା ଦୁଇ ଯୁବକଙ୍କୁ ଶନିବାର ଗଞ୍ଜାମ ପୋଲିସ କାବୁକରି କ୍ୱାରାଣ୍ଟାଇନ୍‌ରେ ଭର୍ତ୍ତି କରିଛି। ଉଭୟ ଯୁବକ ଚାଲି ଚାଲି ଯାଉଥିବା ବେଳେ ଗଞ୍ଜାମ ଥାନା ପୋଲିସ ସେମାନଙ୍କୁ ଅଟକାଇ ତହସିଲଦାରଙ୍କୁ ଅବଗତ…

କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର ଏ ନେଇ ସୂଚନା ଦିଆଯାଇଛି। ୬୯ ବର୍ଷୀୟ ଏହି ପୂର୍ବତନ ଫୁଟବଲର ତଥା ଅନ୍ତର୍ଜାଜୀତୟ…

୧୫ ଦିନ ଲକ୍‌ଡାଉନ ଅବଧି ବୃଦ୍ଧିକୁ ନେଇ ଦିନେ ଦୁଇଦିନ ମଧ୍ୟରେ ଗାଇଡଲାଇନ୍‌ ଆଣିବେ ମୋଦି: ୟେଦୁରପ୍ପା

ବେଙ୍ଗାଲୁରୁ,୧୧।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ସମୟ ପୂରଣ ହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି। ହେଲେ ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଏପଟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?