Odisha Elections 2024

କରୋନା ଭାଇରସ୍‌

କରୋନା ଉପରେ ଲଗାମ ନାହିଁ

ଓ୍ବାଶିଂଟନ/ରୋମ୍‌/ପ୍ୟାରିସ୍‌, ୭ା୪ : କରୋନା ଭାଇରସ୍‌ ବେଲଗାମ୍‌ ସ୍ଥିତିରେ ପହଞ୍ଚିଛି। ବିଶ୍ୱର ୨୦୯ ଦେଶରେ ଏହି ଭୂତାଣୁ ନିଜର ଅଧିକାର ଜାହିର କରିବା ପରେ ପ୍ରାୟ ୧୩ ଲକ୍ଷ ଲୋକଙ୍କୁ କବଳିତ କରିବାରେ ସକ୍ଷମ ହୋଇଛି। ଅଦ୍ୟାବଧି କରୋନା ଭାଇରସ୍‌...

ଲଢ଼ିବାକୁ ହେବ ଲମ୍ବା ଯୁଦ୍ଧ

ନୂଆଦିଲ୍ଲୀ, ୭ା୪(ପି.ଟି.): କରୋନା ଭୂତାଣୁ ମହାମାରୀ ବିରୋଧରେ ଆମକୁ ଏକ ଦୀର୍ଘ ଯୁଦ୍ଧ ଲଢ଼ିବାକୁ ପଡିବ। ଏଥିପାଇଁ କ୍ଳାନ୍ତ ଅନୁଭବ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଭାରତ ଏହି ଲଢ଼େଇରେ ନିଶ୍ଚୟ ଜିତିବ ବୋଲି...

୩୦% କଟିବ ଏମ୍‌ପିଙ୍କ ବେତନ

ନୂଆଦିଲ୍ଲୀ,୭ା୪(ପି.ଟି.): ମହାମାରୀ କରୋନାର ତାଣ୍ଡବରୁ ବର୍ତ୍ତିପାରି ନାହିଁ ବିଶ୍ୱ। ଆମେରିକା, ଇଟାଲୀ ଓ ଫ୍ରାନ୍ସ ସମେତ ଅନେକ ବିକଶିତ ଓ ବିକାଶୀଳ ରାଷ୍ଟ୍ରରେ ଏହି ଭାଇରସ୍‌ ଅଚଳାବସ୍ଥା ସୃଷ୍ଟି କରିଛି। ଫଳରେ ଉକ୍ତ ଦେଶଗୁଡ଼ିକର ଅର୍ଥନୀତି ଉଜୁଡ଼ିବା ଅବସ୍ଥାକୁ ଚାଲିଆସିଛି।...

ମାନୁନାହାନ୍ତି ସାମାଜିକ ଦୂରତା

ଆଠମଲ୍ଲିକ ୬।୪(ଡି.ଏନ.ଏ.)- ଆଠମଲ୍ଲିକ ସହରର ବିଭିନ୍ନ କଣ୍ଟ୍ରୋଲ ଦୋକାନରେ ଚାଉଳ, ଗହମ ଓ ସରକାରଙ୍କ ଆର୍ଥିକ ସହାୟତା ନେବାକୁ ସୋମବାର ଭିଡ ଲାଗିଥିବା ଦେଖାଯାଇଥିଲା। ଏପରି କି ସାମାଜିକ ଦୂରତା ରଖିବା ନିୟର ଖୋଲା ଉଲ୍ଲଂଘନ କରାଯାଇଥିଲା। ଘରେ ଘରେ...

ଲାଇସେନ୍ସ ନ ଥିଲେ ମେଡିସିନ୍‌ ଦୋକାନ ବନ୍ଦ

ଅନୁଗୋଳ ଅଫିସ, ୬।୪- ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମେଡିସିନ୍‌ ଦୋକାନ ଗୁଡ଼ିକରେ ଭିଡ଼ ବଢ଼ୁଛି। ଲୋକମାନେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଯେଉଁ ମେଡିସିନ ଦୋକାନର ଟ୍ରେଡ ଲାଇସେନ୍ସ ନ ଥିବ ସେମାନଙ୍କୁ ପୌରପାଳିକା ପକ୍ଷରୁ ବନ୍ଦ କରିବାକୁ...

ପୋଲିସଙ୍କୁ ଛତା ପ୍ରଦାନ

ଛେଣ୍ଡିପଦା, ୬।୪(ସ୍ବ.ପ୍ର.)-କରୋନା ମୁକାବିଲା ଲାଗି ପରିବାରକୁ ଭୁଲି ଦିନରାତି ଖଟୁଛନ୍ତି ପୋଲିସ କର୍ମଚାରୀ। କେତେକ ସ୍ଥାନରେ ଅମାନିକ ଯୁବକମାନେ ପୋଲିସ ଉପରକୁ ଆକ୍ରମଣ କରିବା ଭଳି ଘଟଣା ମଧ୍ୟ ନଜରକୁ ଆସୁଛି। କରୋନା ବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ଏପରି...

ବିଶ୍ୱ ଯୁବକେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବଇଣ୍ଡା, ୬।୪(ଡି.ଏନ.ଏ.)- ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବଣିନାଳୀ ବିଶ୍ୱ ଯୁବକେନ୍ଦ୍ର ସହାୟତାରେ କିଶୋରନଗର ବ୍ଲକର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଯୁବକେନ୍ଦ୍ରର ସଦସ୍ୟମାନେ ହଣ୍ଡପା, କଟରଙ୍ଗା, ବିଲେଇନାଳୀ, ଗାଁବଇଣ୍ଡା, ଜାମ୍ବୁନାଳୀ, ନୁନୁକାପଶି,...

ବ୍ରହ୍ମବରଦା ‘କଣ୍ଟେନମେଣ୍ଟ ଜୋନ’ ଘୋଷିତ

ଯାଜପୁର ଅଫିସ/ଯାଜପୁର ଟାଉନ,୬ା୪(ଡି.ଏନ.ଏ.) ଯାଜପୁର ଜିଲାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମ ଏବଂ ଏହାର ୩ କି.ମି. ପରିଧି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଶନିବାର ସିଲ୍‌ କରାଯାଇ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା।...

ସହର ଫେରନ୍ତାଙ୍କୁ ନେଇ ଚିନ୍ତା

ଭୁବନ, ୬ା୪(ସ୍ବ.ପ୍ର.):କରୋନା ସଂକ୍ରମଣର ହଟ୍‌ଜୋନ୍‌ ପାଲଟିଛି ଭୁବନେଶ୍ୱର। ସ୍ମାର୍ଟସିଟିରେ କଟକଣା ଜୋର୍‌ଦାର କରାଯିବା ପରେ ଏବେ ଗ୍ରାମାଞ୍ଚଳ ମୁହଁ। ହୋଇଛନ୍ତି ଅନେକେ। ଲକ୍‌ଡାଉନ୍‌ ସତ୍ତ୍ୱେ ସେମାନେ ବିଭିନ୍ନ ଉପାୟରେ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଫଳରେ ଗ୍ରାମାଞ୍ଚଳରେ ଏବେ ସଂକ୍ରମଣକୁ...

ଆଗନ୍ତୁକଙ୍କ ଉପରେ କଡ଼ା ନଜର

କୋମାକ୍ଷାନଗର, ୬।୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବାକୁ ସତର୍କ ହୋଇଉଠିଛି କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ। ସହରାଞ୍ଚଳକୁ ଆସୁଥିବା ଆଗନ୍ତୁକଙ୍କ ଉପରେ କଡ଼ା ନଜର ରଖାଯିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏ ନେଇ କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର...

୨୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କାମାକ୍ଷାନଗର, ୬।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ୨୦୦ରୁ ଊର୍ଦ୍ଧ୍ୱ ଛତିଶଗଡ଼ ଶ୍ରମିକଙ୍କ ସୋମବାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ଏଥିସହ ସେମାନଙ୍କୁ ସାବୁନ ବଣ୍ଟନ...

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ପଜିଟିଭ ସଂଖ୍ୟା ହେଲା ୪୦

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨ବର୍ଷୀୟ ଏହି ଆକ୍ରାନ୍ତ ଯୁବକ କେନ୍ଦ୍ରାପଡ଼ାର ବୋଲି ସୂଚନା ମିଳିଛି। ସେ ଗତ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ସୋମବାର ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri