ଚାଇନାକୁ ଘେରିବା ପାଇଁ ଉଦ୍ୟମ ଆରମ୍ଭ: ବିଭିନ୍ନ ଦେଶଙ୍କୁ ଏକଜୁଟ ଲକ୍ଷ୍ୟରେ ଆମେରିକା
ଓ୍ବାଶିଂଟନ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥି ପାଇଁ ଚାଇନା ଦାୟୀ ଥିବା କୁହାଯାଉଛି। ଚାଇନା ଏଭଳି ଜାଣିଶୁଣି କରିଥିବା ଅଭିଯୋଗ ମଧ୍ୟ ହେଉଛି। ଅନ୍ୟ ଦେଶରେ କରୋନାର ତାଣ୍ଡବ ଜାରି ରହିଥିବାବେଳେ ଚାଇନା ନିଜର ଅର୍ଥନୀତିକୁ…
କରୋନା ଭାଇରସ ପାଇଁ ଟିକା ନୁହେଁ ଯଥେଷ୍ଟ: ସାର୍ସ-ମର୍ସଠାରୁ ଅଧିକ ବେଗରେ ହେଉଛି ସଂକ୍ରମଣ!
ନୂଆଦିଲ୍ଲୀ,୨୫।୪: କରୋନା ଭାଇରସର ଚିକିତ୍ସା ପାଇଁ ଏବେ ସାରା ବିଶ୍ୱର ବିକାଶଶୀଳ ଦେଶ ଗବେଷଣାରେ ଲାଗି ପଡିଛନ୍ତି। ଏହାର ଭ୍ୟାକସିନ୍ ଓ ଔଷଧ ପ୍ରସ୍ତୁତି ଯେତେଶୀଘ୍ର ସମ୍ଭବ ହେବ ସେତେ ଶୀଘ୍ର କରୋନା କବଳରୁ ମୁକ୍ତି ମିଳିବ ବୋଲି କୁହାଯାଉଛି। ଏହିକ୍ରମରେ…
ଠିକାଦାର ଛୁ: ଫସିରହିଛନ୍ତି ବାହାର ରାଜ୍ୟର ଶ୍ରମିକ
ବ୍ରହ୍ମଗିରି, ୨୫ା୪(ଡି.ଏନ.ଏ): ଚିଲିକା ପାଇଁ ବିପଦ ସାଜୁଛି ମାଲେସିଆର ଏକ ପଣ୍ୟବାହୀ ଜାହାଜର କଣ୍ଟେନର। ଏହା ଦୀର୍ଘଦିନ ଧରି ସମୁଦ୍ର ବେଳାଭୂମିରେ ପଡ଼ିରହିିଥିବାରୁ ସମୁଦ୍ରର ଗତିପଥ ବଦଳାଇ ବାଲିବନ୍ଧ ଖାଇବାରେ ଲାଗିଛି । ଏହି କଣ୍ଟେନରକୁ କାଟିବା ପାଇଁ ଲାଗିଥିବା ଠିକା…
ଲକ୍ଡାଉନ କଟକଣା କୋହଳ: ମାର୍କେଟ କମ୍ପ୍ଲେକ୍ସ, ସପିଂ ମଲ୍କୁ ଛାଡି ଅନ୍ୟ ସବୁ ଦୋକାନ ଖୋଲିବ
ଭୁବନେଶ୍ୱର, ୨୫।୪(ବ୍ୟୁରୋ): କରୋନା(କୋଭିଡ-୧୯) ମୂକାବିଲା ପାଇଁ ସମଗ୍ର ଜିଲାରେ ଲକ୍ଡାଉନ ଜାରି ରହିଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର, ସପିଂ ମଲ ବନ୍ଦ ରହିଥିଲା। ତେବେ ଶନିବାରଠାରୁ ଏଥିରେ କିଛିଟା କୋହଳ ହୋଇଛି। ଗ୍ରାମାଞ୍ଚଳର…
କରୋନା ସଂକ୍ରମଣ ପାଇଁ କିଏ ଦାୟୀ: ଚାଇନା ଉପରେ ବଢ଼ିଲା ଆମେରିକା ଚାପ
ଓ୍ବାଶିଂଟନ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଚାଇନାର ଉହାନ ସ୍ଥିତ ଲ୍ୟାବ୍ରୁ ଏକ ପରୀକ୍ଷା ସମୟରେ କରୋନା ଭୂତାଣୁ ଭୁଲ୍ ବଶତଃ ଲିକ୍ ହୋଇଥିବା କୁହାଯାଉଛି। ଏହାକୁ ନେଇ ଆମେରିକା ଚାଇନା ଉପରେ ଚାପ ବଢ଼ାଇବାରେ…
କରୋନା ରୋଗୀଙ୍କ ସହ ବିବାହ ବାର୍ଷିକୀ
ରାଞ୍ଚି: ଏବେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ନିଜର ସବୁ ସ୍ବପ୍ନ ଓ ସୁଖସୁବିଧାଥିବା ଜୀବନ ଉପଭୋଗ କରିବାରୁ ବଞ୍ଚିତ ହେଉଛନ୍ତି। ଏମିତି କି ଜୀବନର କେଉଁ ମୁହୂର୍ତ୍ତରେ ସେମାନଙ୍କୁ ବିପଦ ଗ୍ରାସ କରିବ ସେନେଇ ବି ଚିନ୍ତାରେ ଅଛନ୍ତି।…
ବାଲ୍ୟବିବାହ ରୋକିଛି କରୋନା
ଯୋଧପୁର: ଏବେ କରୋନା ଭାଇରସ୍ ସଂକ୍ରମଣ ହିଁ ମଣିଷକୁ ବଞ୍ଚିବାର ନୂଆ ଷ୍ଟାଇଲ୍ ଶିଖାଇ ଦେଇଛି। ଏମିତି ଅନେକ ସମସ୍ୟା ଥିଲା, ଯାହାକୁ କୋଟିକୋଟି ଟଙ୍କା ଖର୍ଚ୍ଚକରି ସରକାର କରିପାରୁ ନ ଥିଲେ, ତାକୁ ସମାଧାନ କରିପାରିଛି କରୋନା। ଏଇ ଯେମିତି…
କଟକଣା କୋହଳ ପରେ ଟ୍ରାଫିକ ଜାମ୍
ବାଙ୍ଗାଲୋର,୨୫ା୪: କର୍ନାଟକ ସରକାର ରାଜ୍ୟରୁ କୋଭିଡ-୧୯ ମୁକାବିଲା ପାଇଁ ଜାରି କରିଥିବା କଟକଣାକୁ କେତେକ ସ୍ଥାନରେ ଗୁରୁବାରଠାରୁ ଆଂଶିକ ଭାବେ କୋହଳ କରିବା ପରେ ଶୁକ୍ରବାର ସକାଳେ ବହୁ ସଂଖ୍ୟାରେ ଗାଡ଼ି ରାସ୍ତାରେ ଦେଖିବାକୁ ମିଳିଥିଲା। ଏଥିଯୋଗୁ କିଛି ସ୍ଥାନରେ ଟ୍ରାଫିକ…
ଅନୁଷ୍କାଙ୍କୁ ପ୍ରଶଂସା କଲେ ବିରାଟ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମ୍ଦାର ଅଭିନୟ ବଳରେ ଆଜି ବଲିଉଡ୍ରେ ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଛନ୍ତି। ସେ ଜଣେ ଭଲ ଅଭିନତ୍ରୀ ଓ ଜଣେ କେୟାରିଂ ଲାଇଫ୍ ପାର୍ଟନର ବୋଲି କହିକ କ୍ରିକେଟର ବିରାଟ…
ପ୍ରାଣାୟାମ କରନ୍ତୁ ସଂକ୍ରମିତ’
ନୂଆଦିଲ୍ଲୀ,୨୫ା୪: କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଦିଲ୍ଲୀର ପ୍ରଥମ ବ୍ୟକ୍ତି ଅନ୍ୟ ଆକ୍ରାନ୍ତଙ୍କ ପାଇଁ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି। କରୋନାରୁ ସୁସ୍ଥ ହେବାରେ ଏହା ବେଶ ଉପଯୋଗୀ ବୋଲି ଦିଲ୍ଲୀର ସମ୍ପୃକ୍ତ ବ୍ୟବସାୟୀ ରୋହିତ ଦତ୍ତ ଦାବି କରିଛନ୍ତି।…
ସୂର୍ଯ୍ୟକିରଣରେ ଶୀଘ୍ର ମରେ କରୋନା ଭୂତାଣୁ
ଓ୍ବାଶିଂଟନ, ୨୫ା୪: କରୋନା ଭାଇରସ୍କୁ ନେଇ ବିଭିନ୍ନ ଦେଶରେ ଗବେଷଣା ଜାରି ରହିଛି। ମାତ୍ର ଏହାର ଉପଯୁକ୍ତ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ଇତିମଧ୍ୟରେ ଏକ ନୂଆ ଗବେଷଣାରୁ ଜଣାପଡ଼ିଛି, ସୂର୍ଯ୍ୟକିରଣ ଦ୍ୱାରା କରୋନା ଭାଇରସ୍ ଶୀଘ୍ର ମରିଯାଏ। ଆମେରିକାର…
କରୋନା ସଂକ୍ରମଣ ରୋକିପାରେ ନିକୋଟିନ
ପ୍ୟାରିସ,୨୫ା୪: ଫ୍ରାନ୍ସରେ ହୋଇଥିବା ଏକ ସଦତ୍ୟମ ଅନୁସନ୍ଧାନ ଅନୁଯାୟୀ, ନିକୋଟିନ ଲୋକଙ୍କୁ କରୋନା ଭାଇରସ୍ରୁ ରକ୍ଷା କରିପାରିବ। ହେଲେ ମହାମାରୀ କରୋନାକୁ ରୋକିବା କିମ୍ବା ଚିକିତ୍ସା ପାଇଁ ନିକୋଟିନ ବ୍ୟବହାର କରାଯାଇପାରିବ କି ନାହିଁ ସେନେଇ ପରବର୍ତ୍ତୀ ପରୀକ୍ଷଣ ନିମନ୍ତେ ଯୋଜନା…
Archives


