ସ୍କୁଲ୍ରେ ଅଡ୍-ଇଭିନ ବ୍ୟବସ୍ଥା ପାଇଁ ଯୋଜନା
ଭୁବନେଶ୍ୱର, ୯।୫(ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ଲକ୍ଡାଉନ୍। ଦିନକୁ ଦିନ ସ୍ଥିତି ଜଟିଳ ହୋଇଚାଲିଥିବାବେଳେ ଇତିମଧ୍ୟରେ ଲକ୍ଡାଉନ୍ ଅବଧିକୁ ୩ଥର ବଢ଼ାଯାଇଛି। ଏପରି ସ୍ଥଳେ ପିଲାଙ୍କ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହୋଇଛି। ନୂଆ ଶିକ୍ଷାବର୍ଷ କେବେ ଆରମ୍ଭ ହେବ…
ସୁନ୍ଦରଗଡ଼ରେ ଆଉ ଜଣେ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୩କୁ ବୃଦ୍ଧି
ସୁନ୍ଦରଗଡ଼, ୯।୫(ଡି.ଏନ୍.ଏ.): ରାଜ୍ୟରେ ଶନିବାର ସକାଳେ ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ରାଉରକେଲା…
CORONAVIRUS UPDATE: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମୟୁରଭଞ୍ଜ ଜିଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଶନିବାର ସକାଳ ସୁଦ୍ଧା ୧୭ଜଣ କରୋନା ପଜିଟିଭ୍…
ଚିନ୍ତା ବଢ଼ାଉଛି ସୁରଟ ଲିଙ୍କ୍: ଭଦ୍ରକରେ ଆଉ ଜଣେ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି
ଭଦ୍ରକ ଅଫିସ,୯।୫: ଭଦ୍ରକ ଜିଲାରେ ଶନିବାର ସକାଳୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ତିହିଡି ବ୍ଲକ କୁବେରା ପଞ୍ଚାୟତ ଅଞ୍ଚଳର ବୋଲି…
ଗଞ୍ଜାମରେ ବେକାବୁ କରୋନା: ଜିଲାରେ ଆକ୍ରାନ୍ତ ସଂଖ୍ୟା ୮୩
ଭୁବନେଶ୍ୱର,୯।୫(ବ୍ୟୁରୋ): ପୁଣି ଚିନ୍ତା ବଢ଼ାଇଲା ଗଞ୍ଜାମ। ଜିଲାରେ ଶୁକ୍ରବାର ୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଶନିବାର ୧୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ସର୍ବାଧିକ ଆକ୍ରାନ୍ତ ଜିଲା ଭାବେ ଗଞ୍ଜାମ…
ବଢି ବଢି ଚାଲିଛି କରୋନା ପଜିଟିଭ: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪
ଭୁବନେଶ୍ୱର,୯।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୧୪ ଜଣକରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪ରେ ପହଁଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ୧୨, ସୁନ୍ଦରଗଡ ୧ ଓ ଭଦ୍ରକ ଜିଲାର ଜଣେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ନୂଆ ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରର ବୋଲି ତଥ୍ୟ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର,୮।୫(ବ୍ୟୁରୋ)-ରାଜ୍ୟରେ ଆଉ ୨୫ କରୋନା ପଜିଟିଭ ଶୁକ୍ରବାର ସନ୍ଧ୍ୟାରେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୪ଜଣ ଥିବାବେଳେ ଖୋର୍ଦ୍ଧା ଜିଲାର ଜଣେ ଥିବା ସୂଚନା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଥିଲା। କିନ୍ତୁ ଖୋର୍ଦ୍ଧା…
ଦେଶରେ ପ୍ରତିବର୍ଷ ୧୫ ଦିନ କରାଯାଉ ଲକ୍ଡାଉନ !
ନୂଆଦିଲ୍ଲୀ,୮।୫: କେବଳ ଭାରତ ନୁହେଁ ସାରା ବିଶ୍ୱରେ କରୋନା ସଂକ୍ରମଣରେ ପାଖାପଖି ଅଢେଇ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏହା ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତରେ ମଧ୍ୟ କରୋନା ଭାଇରସ ସଂକ୍ରମଣକୁ ଦେଖି ମେ’ ୧୭ ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା…
ଦିନକରେ ରାଜ୍ୟରେ ୫୨ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୮।୫(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଥିବାବେଳେ ଶୁକ୍ରବାର ଗୋଟିଏ ଦିନରେ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି। ସକାଳେ ୨୬ଜଣ…
କୋଭିଡ-୧୯ରେ ପୀଡ଼ିତ ୫ଶହରୁ ଊର୍ଦ୍ଧ୍ୱ କରୋନା ଯୋଦ୍ଧା
ନୂଆଦିଲ୍ଲୀ,୮।୫: କରୋନା କବଳରେ ସାରା ଭାରତ। ଏଥିରୁ ବର୍ତ୍ତି ନାହିଁ ଭାରତ। ତେବେ ଭାରତରେ କରୋନା ଯୋଦ୍ଧା ସାଜିଥିବା ପାରା ମିଲିଟାରି ଫୋର୍ସର ୫ଶହରୁ ଊର୍ଦ୍ଧ୍ୱ ଯବାନ ଏବେ କରୋନା କବଳରେ। ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍),…
ଯାଜପୁରକୁ ଟପି ଶୀର୍ଷରେ ଗଞ୍ଜାମ: ଦିନକରେ ୪୩ ଆକ୍ରାନ୍ତ ଚିହ୍ନଟ; ସଂଖ୍ୟା ୭୧ରେ ପହଞ୍ଚିଲା
ଭୁବନେଶ୍ୱର,୮।୫(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଗଞ୍ଜାମ। ଗୋଟିଏ ଦିନରେ ଗଞ୍ଜାମରେ ୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ନେଇ ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ଫଳରେ ସର୍ବାଧିକ ଆକ୍ରାନ୍ତ ଜିଲା ଭାବେ ଗଞ୍ଜାମ ଶୀର୍ଷରେ ପହଞ୍ଚିଛି। ପୂର୍ବରୁ…
ଓ୍ବାର୍କିଂ ଆଓ୍ବାର ୪ ଘଣ୍ଟା ବଢ଼ିଲା: ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବେ କର୍ମଚାରୀ, ମିଳିବ ଅଧିକ ପାରିଶ୍ରମିକ
ଭୁବନେଶ୍ୱର,୮।୫(ବ୍ୟୁରୋ): ବିଭିନ୍ନ ସଂସ୍ଥା ପାଇଁ ରାଜ୍ୟ ସରକାର ଓ୍ବାର୍କିଂ ଆଓ୍ବାର ବଢ଼ାଇଛନ୍ତି। ଦୈନିକ ୮ ଘଣ୍ଟା ବଦଳରେ ଓ୍ବାର୍କିଂ ଆଓ୍ବାରକୁ ୧୨ ଘଣ୍ଟା କରିଛନ୍ତି। ଦୁଇଟି ସିଫ୍ଟରେ ଏହାକୁ କରାଯିବ। ଏଥିପାଇଁ ପାରିଶ୍ରମିକ ମଧ୍ୟ ଅଧିକ ମିଳିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ…
Archives


