କରୋନା ଭାଇରସ୍‌

ରାଜ୍ୟରେ ୧୮ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୧୮ ଜିଲାରୁ ୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଶନିବାର ଚିହ୍ନଟ ହୋଇଥିବା ୯୬ କରୋନା ସଂକ୍ରମିତ ୧୮ ଜିଲାର। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୦ ଜଣ ଲେଖାଏ କେନ୍ଦ୍ରାପଡ଼ା ଓ ଗଜପତି ଜିଲାର ରହି ରହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲାର ୯ ଜଣ ରହିଥିବା ବେଳେ…

ଅଧିକ ସମୟ ମାସ୍କ ପିନ୍ଧିଲେ ହାଇପରକେପନିଆ ହେବାର ରହିଥାଏ ଆଶଙ୍କା

ଡେରାଡୁନ୍‌,୩୦।୫: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ଅଧିକ ସମୟ ଧରି ମାସ୍କ୍‌ ପିନ୍ଧିବା ଦ୍ୱାରା ହାଇପରକେପନିଆ ହେବାର ଆଶଙ୍କା ରହିଥିବା ଉତ୍ତରଖଣ୍ଡ ଡୁନ୍‌ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ…

CORONAVIRUS UPDATE: ରାଜ୍ୟରେ ପୁଣି ୯୬ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଲା

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୯୬ କରୋନା ପଜିଟିଭ ଚିହ୍ନଟ ହୋିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ତେବେ ସମସ୍ତ ନୂଆ ଆକ୍ରାନ୍ତ କ୍ୱାରାଣ୍ଟାଇନ କେନ୍ଦ୍ରର। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

କରୋନା ସଂକ୍ରମିତଙ୍କର ଅପରେଶନ ହେଲେ ବଢ଼ିଥାଏ ମୃତ୍ୟୁ ଆଶଙ୍କା

ବର୍ମିଂହାମ୍‌,୩୦।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମିତଙ୍କର ଯଦି କୌଣସି ଅପରେଶନ କରାଯାଏ ତେବେ ମୃତ୍ୟୁ ଆଶଙ୍କା ବଢ଼ିଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଇଂଲଣ୍ଡର ବର୍ମିଂହାମ୍‌ ବିଶ୍ୱ ବିଦ୍ୟାଳୟର ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌…

ଲ୍ୟାବ୍‌ରେ କରୋନା ଭୂତାଣୁ କଲ୍‌ଚର କଲେ ଭାରତୀୟ ବୈଜ୍ଞାନିକ

ହାଇଦ୍ରାବାଦ୍‌,୩୦।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକ ଲ୍ୟାବ୍‌ରେ କରୋନା ଭୂତାଣୁ କଲ୍‌ଚର କରି ସଫଳତା ହାସଲ କରିଛନ୍ତି। ସିଏସ୍‌ଆଇଆର୍‌ ଏବଂ ହାଇଦ୍ରାବାଦ୍‌ର ସିସିଏମ୍‌ବି ପକ୍ଷରୁ…

ମାଙ୍କଡ଼ ନେଇଗଲେ କରୋନା ରକ୍ତ ନମୁନା

ନୂଆଦିଲ୍ଲୀ,୩୦ା୫: ଉତ୍ତରପ୍ରଦେଶର ମିରଟ ମେଡିକାଲ କଲେଜ ପରିସରରେ ଦଳେ ମାଙ୍କଡ ଲାବରେଟୋରି ଟେକ୍‌ନିସିଆନ୍‌ଙ୍କୁ ଆକ୍ରମଣ କରି ତାଙ୍କଠାରୁ ସନ୍ଦିଗ୍ଧ କୋଭିଡ୍‌-୧୯ ସଂକ୍ରମିତଙ୍କ ରକ୍ତ ନମୁନା ଛଡ଼ାଇନେଇ ପଳାଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସଂକ୍ରମଣ ବଢ଼ିବା ଆଶଙ୍କା ପ୍ରକାଶ ପାଇଛି। ଏହି…

ସିଭିଲ ହସ୍ପିଟାଲକୁ କାଳକୋଠରି କହିଥିବା ବିଚାରପତିଙ୍କୁ ବେଞ୍ଚ୍‌ରୁ ହଟାଗଲା

ନୂଆଦିଲ୍ଲୀ,୩୦ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଅହମଦାବାଦର ସିଭିଲ ହସ୍ପିଟାଲ କାଳକୋଠରିଠାରୁ ନିକୃଷ୍ଟ ବୋଲି କହିଥିବା ବିଚାରପତି ଇଲେଶ ଭୋରାଙ୍କୁ କୋଭିଡ୍‌ ମାମଲା ବିଚାର କରୁଥିବା ଗୁଜରାଟ ହାଇକୋର୍ଟ ବେଞ୍ଚ୍‌ରୁ ଗୁରୁବାର ହଟାଇଦିଆଯାଇଛି। ଗତ ୨୨ ତାରିଖରେ ଉକ୍ତ ଖଣ୍ଡପୀଠ ଦେଇଥିବା…

CORONAVIRUS UPDATE: ନୂଆପଡ଼ାରେ ଆଉ ୧୨ କରୋନା ପଜିଟିଭ ଚିହ୍ନଟ

ନୂଆପଡା ଅଫିସ,୨୯ା୫- ଶୁକ୍ରବାର ନୂଆପଡା ଜିଲାରେ ଆଉ ୧୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ା ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚତ୍ଛି ା ଚିହ୍ନଟ ୧୨ ନୂଆ ରୋଗୀଙ୍କ ମଧ୍ୟରୁ ନୂଆପଡ଼ା ଏନଏସି ଅଞ୍ଚଳରେ ଥିବା ବସଷ୍ଟାଣ୍ଡ…

୬ ଫୁଟ ନୁହେଁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ କରୋନା

ଲସ୍‌ ଆଞ୍ଜେଲସ୍‌,୨୯।୫: କରୋନା ଭାଇରସ ସଂକ୍ରମଣ ପାଇଁ ଯେଉଁ ସାମାଜିକ ଦୂରତ୍ୱ ୬ ଫୁଟ ରଖାଯାଇଥିଲା ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଛିଙ୍କିଲେ ବା କାଶିଲେ ଏହି ଭୂତାଣୁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି ଏକ ଗବେଷଣା ତଥ୍ୟରୁ ଜାଣିବାକୁ…

କରୋନାକୁ ପତ୍ନୀ ସହ ତୁଳନା କଲେ ଇଣ୍ଡୋନେସିଆ ମନ୍ତ୍ରୀ !

ଜାକର୍ତ୍ତା,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବାକୁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି। ନିକଟରେ କରୋନା ଭାଇରସକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଇଣ୍ଡୋସେନିଆର ସିକ୍ୟୁରିଟି ମନ୍ତ୍ରୀ ମହମ୍ମଦ ମହଫୁଦ…

ଏମ୍ସର ୨୦୬ କରୋନା ଯୋଦ୍ଧାଙ୍କ ରିପୋର୍ଟ ଆସିଛି ପଜିଟିଭ

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଥିବା ବେଳେ ଦେଶରେ ମଧ୍ୟ ଏହାର ସ୍ଥିତି ବେଳକୁ ବେଳ ଅଣାୟତ ହେବାକୁ ଯାଉଛି। ବିଶେଷକରି ଆଗଧାଡିର କରୋନା ଯୋଦ୍ଧାମାନେ ଏଥିରେ ସଂକ୍ରମିତ ହେବା ଫଳରେ ଚିନ୍ତା ବଢିବାରେ ଲାଗିଛି। ଦିଲ୍ଲୀସ୍ଥିତି…

CORONAVIRUS UPDATE: ରାଜ୍ୟରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ରାଜ୍ୟରେ ଦୃତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ୁଛି। ଶୁକ୍ରବାର ସକାଳେ ୬୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ୯୦ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?