କରୋନା ଭାଇରସ୍‌

ଆଜି ରାଜ୍ୟରୁ ୨୫ ପଜିଟିଭ୍‌ ଚିହ୍ନଟ, ୧୨,୮୮,୭୬୨ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୭୬୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫ ଜଣ ଚିହ୍ନଟ ହୋଇଥିବା…

ଦୈନିକ ସଂକ୍ରମଣ ୧୨ ହଜାର ଟପିଲା…

ନୂଆଦିଲ୍ଲୀ, ୧୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆଣ୍ଟୋନି ଫୌସି କରୋନା ପିଜିଟିଭ

ୱାଶିଂଟନ,୧୬ ।୬: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶରୁ କମି ଆସିଥିବା ବେଳେ ଏବେ ପୁଣି ଥରେ କିଛି ଦେଶରେ ମୁଣ୍ଡ ଟେକିଲାଣି । ଆମେରିକାରେ ଦୀର୍ଘଦିନ ଧରି କାୟା ବିସ୍ତାର କରିଥିବା କରୋନା ମହାମାରୀ ଏବେ ପୁଣିଥରେ ଧିରେ ଧିରେ…

ପୁଣି ଦିଲ୍ଲୀ-ମୁମ୍ବାଇରେ ବଢ଼ୁଛି କରୋନା ମିଟର

ନୂଆଦିଲ୍ଲୀ/ମୁମ୍ବାଇ,୧୫।୬: ଦେଶରେ କରୋନା ଭାଇରସ୍‌ ଏବେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। କୋଭିଡର ପୂର୍ବ ଲହର ଭଳି ଦିଲ୍ଲୀ ଏବଂ ମୁମ୍ବାଇର ଅବସ୍ଥା ପୁଣି ଥରେ ଖରାପ ହେବାରେ ଲାଗିଛି। ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ…

ସକ୍ରିୟ ମାମଲା ୬୦ ହଜାର ମୁହାଁ …

ନୂଆଦିଲ୍ଲୀ, ୧୫।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ଜଣେ ଜଣ ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ୯ ରହିଛନ୍ତି।…

ସାତ ଦିନରେ ୧୫ ରାଜ୍ୟକୁ ବ୍ୟାପିଲାଣି କରୋନା

ନୂଆଦିଲ୍ଲୀ,୧୪ ।୬: ଗୋଟିଏ ପଟେ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଥିବା ବେଳେ ଅନ୍ୟପଟେ କରୋନାର ଦ୍ରୁତ ସଂକ୍ରମଣକୁ ନେଇ ପୁଣିଥରେ ଲୋକଙ୍କ ମନରେ ଛନକା ପସିଲାଣି । ପ୍ରାୟ ଏକ ସପ୍ତାହ ବା ୭ ଦିନ…

ରାଜ୍ୟରୁ ସୁସ୍ଥ ହେଲେ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨ ଲକ୍ଷ ୭୯ ହଜାର ୩୩୭ ସୁସ୍ଥ ହୋଇସାରିଲେଣି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ…

ସକ୍ରିୟ ମାମଲା ୪୮ ହଜାର ମୁହାଁ …

ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଖସିଲା କରୋନା ଗ୍ରାଫ୍‌, ଆଜି ୧୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟରୁ ସୋମବାର ୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୬୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭ ଜଣ ଚିହ୍ନଟ ହୋଇଥିବା…

ରୁଷିଆରେ ଓମିକ୍ରନ୍‌ର ନୂଆ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ, ୧୬୬ ଆକ୍ରାନ୍ତ ଚିହ୍ନଟ…

ମସ୍କୋ, ୧୩।୬ : ରୁଷିଆରେ ଓମିକ୍ରନର ଏକ ନୂତନ ବିପଜ୍ଜନକ ସବ-ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ଅନ୍ୟ ପ୍ରକାର ଅପେକ୍ଷା ଶୀଘ୍ର ବିସ୍ତାର ହୋଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଓମିକ୍ରନର ସବ-ଭାରିଆଣ୍ଟ ଅପେକ୍ଷା ଏହି ବିଏ.୪…

ବେଜିଂରେ ପୁଣି କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସତର୍କ ସୂଚନା ଜାରି…

ବେଜିଂ, ୧୨।୬ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷ କରି ଅଧିକାରୀମାନେ ରାଜଧାନୀ ବେଜିଂ ଏବଂ ସାଂଘାଇକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବେଜିଂରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଦେଇଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?