ହାରୁଛି କରୋନା: ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା
ନୂଆଦିଲ୍ଲୀ, ୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଧିମା ପଡ଼ିଛି। ଗତ ୧୨ ଦିନରେ କୋଟିଏ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୩ ଅଗଷ୍ଟ ମଧ୍ୟରେ ଦେଶରେ ୨…
ଟେଷ୍ଟିଂ କିଟ୍ ଅଭାବ, ଫେରିଗଲେ ୪୦ ରୋଗୀ
କଟକ ଅଫିସ,୨୬ା୮: କରୋନାକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା କେବଳ କଥାରେ ସୀମିତ ବୋଲି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ମଙ୍ଗଳବାର ଘଟିଥିବା ଘଟଣାରୁ ଜଣାପଡୁଛି। ଟେଷ୍ଟିଂ କିଟ୍…
ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି
ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର ରପ୍ତାନି ହରାଇଥିବାବେଳେ ୧୨ କୋଟିରୁ ଅଧିକ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଥିବା ଜାତିସଂଘ…
ମହିଳାଙ୍କ କରୋନା ଟେଷ୍ଟର ଆସିଲା ୨ଟି ରିପୋର୍ଟ; ଗୋଟିଏରେ ପଜିଟିଭ, ଅନ୍ୟଟି ନେଗେଟିଭ
ଡେରାଡୁନ, ୨୫।୮: ଡେରାଡୁନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ଗୋଟିଏ ପ୍ରାଇଭେଟ୍ ଲ୍ୟାବରେ ତାଙ୍କ କରୋନା ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ମଙ୍ଗଳବାର ଆସିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ମହିଳାଙ୍କର ୨ଟି ରିପୋର୍ଟ ଆସିଛି। ଗୋଟିଏରେ…
କୋଭିଡ୍ କେୟାର ସେଣ୍ଟରରେ ମହିଳା କନ୍ଷ୍ଟେବଳଙ୍କୁ ବଳାତ୍କାର
ଜାମସେଦପୁର, ୨୫।୮: ଝାଡ଼ଖଣ୍ଡର ଜାମସେଦପୁରସ୍ଥିତ ସିଦ୍ଗୋଡା ପ୍ରଫେଶନାଲ କଲେଜ କୋଭିଡ୍ କେୟାର ସେଣ୍ଟରରେ ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସ କନ୍ଷ୍ଟେବଳ ବଳାତ୍କାର ଶିକାର ହୋଇଛନ୍ତି। ମହିଳାଙ୍କ ସାଥୀ କନ୍ଷ୍ଟେବଳ ତାଙ୍କୁ ବଳାତ୍କାର କରିଥିବା ଜଣାପଡ଼ିଛି। ମହିଳା କନ୍ଷ୍ଟେବଳ ଜଣଙ୍କ ଥାନାରେ…
ହସ୍ପିଟାଲ ଝରକା ଭାଙ୍ଗି ପଳାଇଲେ କରୋନା ଆକ୍ରାନ୍ତ ହତ୍ୟା ଅଭିଯୁକ୍ତ
ଅମ୍ବାଲ, ୨୫।୮: ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଚିକିତ୍ସିତ ଅବସ୍ଥାରେ ଆଇସୋଲେସନ ଓ୍ବାର୍ଡର ଝରକା ଭାଙ୍ଗି ଅଭିଯୁକ୍ତଜଣଙ୍କ ଫେରାର୍ ହୋଇଯାଇଛନ୍ତି।…
ବାପା ସାଇକେଲ କିଣି ନ ଦେବାରୁ ଅଦ୍ଭୁତ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀର ଛାତ୍ର
ଲଧିଆନା,୨୫।୮: ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କରୋନା ଭାଇରସ୍ ଲକ୍ଡାଉନ ଓ ଆର୍ଥିକ ଅନାଟନ ଯୋଗୁ ଜଣେ ପିତା ନିଜ ପୁଅ ପାଇଁ ନୂଆ ସାଇକେଲ କିଣି ପାରି ନ ଥିଲେ। କିନ୍ତୁ କିଛି ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି,…
କୋଭିଡ୍-୧୯ ସହାୟତା: ଗ୍ରାମାଞ୍ଚଳର ଗରିବ, ଅତିଗରିବଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍
ଭୁବନେଶ୍ୱର, ୨୫।୮(ବ୍ୟୁରୋ): କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କୋଭିଡ୍-୧୯ ସହାୟତା ପ୍ୟାକେଜ୍କୁ ଅନୁମୋଦନ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା…
ପଞ୍ଜିକୃତ ହୋଇଥିବା କରୋନା ଟିକାକୁ ରୁଷ ସର୍ବପ୍ରଥମେ ଏହି ଦେଶକୁ ଦେବ
ମସ୍କୋ,୨୫।୮: କରୋନା ଭାଇରସ୍ ଟିକା ପଞ୍ଜିକରଣ କରିବାରେ ରୁଷ ହେଉଛି ବିଶ୍ୱର ପ୍ରଥମ ଦେଶ। ରୁଷ ବର୍ତ୍ତମାନ ସର୍ବପ୍ରଥମେ ବେଲାରୁଷକୁ ନିଜର ଟିକା ସ୍ପୁଟନିକ୍-ଭି ଯୋଗାଇଦେବ ବୋଲି ସୂଚନା ମିଳିଛି। ତେବେ ରୁଷର ଟିକା ଗ୍ରହଣ କରିବାରେ ବେଲାରୁଷ ପ୍ରଥମ ଦେଶ…
ୟେ ରିସ୍ତା କ୍ୟା କେହେଲାତା ହୈ ଫେମ୍ ଅଭିନେତା କରୋନା ପଜିଟିଭ୍: ଶୁଟିଂ ଉପରେ ଲାଗିଲା ବ୍ରେକ୍
ମୁମ୍ବାଇ: ସମଗ୍ର ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଜାରି ରହିଥିବା ଲକ୍ଡାଉନ ପରେ ବି ମନୋରଞ୍ଜନ ଜଗତର କେତେକ ସେଲିବ୍ରିଟି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇସାରିଛନ୍ତି। ଇତିମଧ୍ୟରେ ଲୋକପ୍ରିୟ ଟିଭି ସିରିୟଲ୍ ‘ୟେ ରିସ୍ତା…
ସୁସ୍ଥ ହେବାର ୪ ମାସ ପରେ ପୁଣି ହେଲେ କରୋନାରେ ଆକ୍ରାନ୍ତ
ହଂକଂ, ୨୫।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଜାରି ରହିଛି। କରୋନା ସଂକ୍ରମଣର ଶେଷ କେବେ ହେବ ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ହଂକଂରେ ଜଣେ ୩୩ ବର୍ଷ ବୟସ୍କ ଚାଇନା ନାଗରିକଙ୍କଠାରେ…
ବିମାନ ଯାତ୍ରା ସମୟରେ କରୋନା ସଂକ୍ରମଣ ହେଲେ ଏୟାରଲାଇନ୍ ଖର୍ଚ୍ଚ କରିବ ୪.୮ କୋଟି ଟଙ୍କା
ଲଣ୍ଡନ,୨୫।୮: ଭର୍ଜିନ ଆଟଲାଣ୍ଟିକ ଏୟାର ଲାଇନ୍ସ ଏବେ ତା’ର ଯାତ୍ରୀଙ୍କ ପାଇଁ ଏକ ଭଲ ଅଫର ନେଇ ଆସିଛି। ଏବେ ଏୟାରଲାଇନ୍ସ ତା’ର ସମସ୍ତ ଯାତ୍ରୀଙ୍କର ଗ୍ଲୋବାଲ ଇନସ୍ୟୁରାନ୍ସ କରାଇବ। ଏଥିରେ ପ୍ରତ୍ୟେକ ଯାତ୍ରୀଙ୍କୁ ୫ ଲକ୍ଷ ପାଉଣ୍ଡ(ପାଖାପାଖି୪.୮କୋଟି ଟଙ୍କା) ଇନସ୍ୟୁରାନ୍ସ…
Archives


