ଡବ୍ଲ୍ୟୁଏଚ୍ଓ ଟିମ୍କୁ ବାଧା ଦେଲା ଚାଇନା
ବେଜିଂ,୬।୧: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନରେ ପ୍ରବେଶ କରିବାକୁ ଚାହୁଁଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଟିମ୍କୁ ଚାଇନା ବାଧାଦେଇଛି। ଡବ୍ଲ୍ୟୁଏଚ୍ଓ ଟିମ୍କୁ ଚାଇନା ଯିବା ଲାଗି ଭିଜା ମିଳିନାହିଁ। ଉହାନରେ କରୋନା ମହାମାରୀ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍ କରିବାକୁ ଯାଉଥିବା…
କରୋନା ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବ ନବଜାତକର ନାଭି: ଜାଣନ୍ତୁ କିପରି…
ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବା ପରଠାରୁ ଅନେକ ଦେଶ ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ଅନେକ ଦେଶ ଟିକା ବାହାର କରି ଲୋକଙ୍କ ଉପରେ ପ୍ରୟୋଗ ମଧ୍ୟ କରିସାରିଲାଣି। ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନବଜାତକର ଗର୍ଭନାଳରେ…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୩୧ କରୋନା ପଜିଟିଭ: ମୃତ୍ୟୁ ସଂଖ୍ୟା ଶୂନ
ଭୁବନେଶ୍ୱର, ୬।୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୯୨୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
କରୋନା ଟିକା ନେଇ ୬୯ ପ୍ରତିଶତ ଭାରତୀୟଙ୍କ ମନରେ ସନ୍ଦେହ: ସର୍ଭେ
ନୂଆଦିଲ୍ଲୀ,୬।୧: ଦେଶରେ କରୋନା ଟିକା ସାର୍ବଜନୀକ ଭାବେ ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକାଦାନ ପାଇଁ ମଞ୍ଜୁରୀ ମିଳିଥିବାବେଳେ ଜାନୁୟାରୀ ୧୩ରୁ ଟିକାକରଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ୬୯…
ମୋଦିଙ୍କୁ ପ୍ରଶଂସା କଲେ ଗେଟସ୍
ନୂଆଦିଲ୍ଲୀ,୫ ।୧: କରୋନା ଭାଇରସର ୨ଟି ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିବା ପରେ ସବୁଠି ଭାରତର ଶୀର୍ଘ ନେତୃତ୍ୱକୁ ପ୍ରଶଂସା କରାଯାଉଛି । ଇତିମଧ୍ୟରେ ମାଇକ୍ରୋସପ୍ଟର କୋ ଫାଉଣ୍ଡର ବିଲ୍ ଗେଟସ୍ ବି ଟୁଇଟ୍ କରି ପ୍ରଧାନମନ୍ତ୍ରୀ…
୯ ମାସ ପରେ ଖୋଲିଲା ସ୍କୁଲ: ୬୨ ଶିକ୍ଷକ କରୋନା ପଜିଟିଭ୍
ମୁମ୍ବାଇ,୫।୧: ମହାରାଷ୍ଟ୍ରରେ ୯ ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସୋମବାରଠାରୁ ସ୍କୁଲ ଖୋଲିଥିବାବେଳେ ଏବେ ୬୨ ଶିକ୍ଷକଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହାକୁ ନେଇ ରାଜ୍ୟରେ ଆତଙ୍କ ଦେଖାଦେଇଛି। ଅଭିଭାବକମାନଙ୍କ ମଧ୍ୟରେ…
କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର, ୫।୧(ବ୍ୟୁରୋ): କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା । ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି, ଟିକା ଦେବାକୁ ଆମେ ପ୍ରସ୍ତୁତ । ଟିକାକରଣ ପାଇଁ ରାଜ୍ୟରେ ୨୯ ହଜାର କେନ୍ଦ୍ର…
କରୋନା ଭ୍ୟାକ୍ସିନ ନେବାର ଦୁଇ ଦିନ ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ
ଲିସବନ୍,୫ ।୧: କରୋନା ଭାଇରସକୁ ଦୂରେଇ ଦେବାକୁ ଏବେ ପ୍ରାୟ ସବୁଦେଶର ନଜର ଭ୍ୟାକ୍ସିନ ବା ଟିକା ଉପରେ । କେତେକ ବିକାଶଶୀଳ ଦେଶ କିଛି ଭ୍ୟାକ୍ସିନ ଦେବା ଆରମ୍ଭ କରିଥିବା ବେଳେ ଆଉ କିଛି ଦେଶ ଏବେବି ପରୀକ୍ଷା କରିବାରେ…
ଲଗାତାର ରାଜ୍ୟରେ ୨୦୦ରୁ କମ୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୨ ମୃତ
ଭୁବନେଶ୍ୱର,୫।୧(ବ୍ୟୁରୋ): ଲଗାତାର ୩ ଦିନହେଲା ରାଜ୍ୟରେ ୨୦୦ରୁ କମ୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟରେ ମଙ୍ଗଳବାର ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ…
କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର ବ୍ରିଟେନରୁ ଫେରିଥିବା ୨୦ ଜଣଙ୍କ ନିକଟରେ ନୂଆ ଷ୍ଟ୍ରେନ୍ ମିଳିବା ପରେ ଏବେ ମୋଟ…
କରୋନା ପ୍ରଭାବ: ଦେଶରେ ବର୍ଷକରେ ସୃଷ୍ଟି ହେବେ ୧୦ ଲକ୍ଷ ନୂଆ ଟିବି ରୋଗୀ
ନୂଆଦିଲ୍ଲୀ,୫।୧: କରୋନା ମହାମାରୀ ପ୍ରଭାବ ଯୋଗୁ ଦେଶରେ ନୂଆ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ବର୍ଷକରେ ଦେଶରେ ୧୦ ଲକ୍ଷ ନୂଆ ଟିବି ରୋଗୀ ସୃଷ୍ଟି ହେବେ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବରିଷ୍ଠ ବୈଜ୍ଞାନିକ ତଥା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ…
କରୋନା ଭ୍ୟାକ୍ସିନକୁ ନେଇ ବିବାଦ: କୋଭାକ୍ସିନକୁ ପାଣି କହିବାରୁ ରାଗିଲେ ବାୟୋଟେକ ଅଧ୍ୟକ୍ଷ
ନୂଆଦିଲ୍ଲୀ,୫ ।୧: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶ ଦୁଇଟି ଭ୍ୟାକ୍ସିନକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରି ସାରିଛି । ଇତିମଧ୍ୟରେ ଭାରତ ବାୟୋଟେକର ଅଧ୍ୟକ୍ଷ ଡା. କୃଷ୍ଣା ଇଲ୍ଲା ସୋମବାର କୋଭାକ୍ସିନକୁ ଜରୁରୀ ପରିସ୍ଥିତିରେ…
Archives


