ଇଞ୍ଜେକଶନ ଲାଗି ସିଏମ୍ଓଙ୍କ ଗୋଡ଼ ଧରିଲେ ମହିଳା: ସୋସିଆଲ୍ ମିଡ଼ିଆରେ ଭାଇରାଲ…
ଲକ୍ଷ୍ନୌ,୨୯।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଏବଂ ଇଞ୍ଜେକଶନ ସହିତ ଅନ୍ୟ ଔଷଧ ଠିକ ସମୟରେ ନ ମିଳିବାରୁ କେତେକ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ଏକ…
କରୋନାରେ ପିଆଇବି ଉପନିର୍ଦ୍ଦେଶକଙ୍କ ପରଲୋକ
ନୂଆଦିଲ୍ଲୀ, ୨୯ା୪: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପ୍ରେସ୍ ଇନ୍ଫରମେଶନ ବ୍ୟୁରୋ(ପିଆଇବି) ଉପନିର୍ଦ୍ଦେଶକ ସଞ୍ଜୟ କୁମାର ଶ୍ରୀବାସ୍ତବ( ୫୬)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସୂଚନା…
ଅକ୍ସିଜେନ ପାଇଁ ୧,୩୦୦ କି.ମି.
ରାଞ୍ଚତ୍, ୨୯।୪: ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ତାଙ୍କର କରୋନା ସଂକ୍ରମିତ ବନ୍ଧୁଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ଼ କରିବାକୁ ୨୪ ଘଣ୍ଟା ମଧ୍ୟରେ ୧,୩୦୦ କିଲୋମିଟର ଯାତ୍ରା କରିଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ରାଞ୍ଚତ୍ରୁ ଉତ୍ତରପ୍ରଦେଶର ଗାଜିଆବାଦ ଯିବାକୁ ପଡ଼ିଥିଲା। ଖବର ଅନୁଯାୟୀ…
ଟିକା ଦେବାକୁ କହି ଗଣବଳାତ୍କାର
ପାଟନା, ୨୯।୪: କୋଭିଡ୍ ଟିକା ଦେବାକୁ କହି ପାଟନାର ଦୁଇଜଣ ଲୋକ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ରକି ଓ ମଣ୍ଟୁଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ମାଲସଲାମି ଥାନାରେ ୩୭୬ଡିରେ ମାମଲା ରୁଜୁ ହୋଇଛି।…
୧୭ ଦେଶରେ ଭାରତର ମ୍ୟୁଟାଣ୍ଟ
ଓ୍ବାଶିଂଟନ, ୨୯।୪(ଆଇଏଏନ୍ଏସ୍): ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡବଲ ମ୍ୟୁଟାଣ୍ଟ କୋଭିଡ୍ ଭୂତାଣୁ ବି୧୬୧୭ ଅନୂ୍ୟନ ୧୭ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କହିଛି। ଏପ୍ରିଲ ୨୭ ସୁଦ୍ଧା ବି୧୬୧୭ ଭାରିଆଣ୍ଟ ୧,୨୦୦ରୁ ଊର୍ଦ୍ଧ୍ୱ ସିକ୍ୱେନ୍ସରେ ଚିହ୍ନଟ ହୋଇଛି।…
ପୋର୍ଟାଲ ଭୁଶୁଡ଼ିଲା
ନୂଆଦିଲ୍ଲୀ, ୨୯।୪: ଆସନ୍ତା ୧ ତାରିଖରୁ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜୀକରଣରେ ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟ ପ୍ରାୟ ୬୧ କୋଟି ନାଗରିକ କୋଭିଡ୍ ଟିକା ନେବା ପାଇଁ ଯୋଗ୍ୟ…
ସବୁ ରେକର୍ଡ ଭାଙ୍ଗିଲା କରୋନା: ଏବେ ୪ ଲକ୍ଷ ମୁହାଁ…
ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଲଗାତାର ୮ ଦିନ ଧରି ଦେଶରେ…
ଆଜି ବି ୬ ହଜାର ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଗୁରୁବାର ରାଜ୍ୟରେ ୬୯୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୧୯…
ଏପ୍ରିଲ୍ ୨୯ ସନ୍ଧ୍ୟାରୁ ଲକ୍ଡାଉନ୍…
ପଣଜୀ,୨୮।୪: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ କେତେକ ରାଜ୍ୟରେ ଲକ୍ଡାଉନ୍ ଏବଂ କର୍ଫ୍ୟୁ ଘୋଷଣା କରାଯାଇଛି। ଏପରିସ୍ଥଳେ ଗୋଆରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ୬ ଦିନିଆ ଲକ୍ଡାଉନ୍ ଜାରି ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ଏପ୍ରିଲ୍ ୨୯…
ସ୍ତ୍ରୀଙ୍କ ମୃତଦେହକୁ ସାଇକେଲରେ ବୋହି ନେଇ କଲେ ଅନ୍ତିମ ସଂସ୍କାର: ଗାଁ ଲୋକେ ଘରେ ଲୁଚିଲେ…
ଲକ୍ଷ୍ନୌ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ ଭୟରେ କେତେକ ଲୋକଙ୍କ ମଧ୍ୟରେ ମାନବିକତା ନ ଥିବା ଭଳି ମନେ ହେଉଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଜୋନ୍ପୁରରେ ଘଟିଛି। ସ୍ଥାନୀୟ ମଣ୍ଡିୟାହୁଂ…
ଏଭଳି ଲୋକଙ୍କ ସହିତ ୧ ମିନିଟ୍ ରହିଲେ ବି ହୋଇଯିବ କରୋନା…
ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍ର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି ଯେ, ଆକ୍ରାନ୍ତଙ୍କ ସହିତ ୧…
ସତର୍କ ରୁହନ୍ତୁ, ଆର୍ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ହେଲେ ବି ହେବ କରୋନା ସଂକ୍ରମଣ…
ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବା କଷ୍ଟକର ହୋଇପଡ଼ିଛି। ଏପରିସ୍ଥଳେ ଦିଲ୍ଲୀ ଏମ୍ସ୍ର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି ଯେ, କରୋନାର ନୂଆ ଷ୍ଟ୍ରେନ୍ ଆର୍ଟି-ପିସିଆର୍…
Archives


