କରୋନା ଭାଇରସ୍‌

ଜାତିସଂଘ ସହାୟତାକୁ ଭାରତର ନା

ଜାତିସଂଘ/ନୂଆଦିଲ୍ଲୀ, ୧।୫: କରୋନା ଭାଇରସ୍‌ର କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଭାରତ ସମ୍ଭାଳିପାରୁ ନାହିଁ। ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡ଼ିପଡ଼ିଲାଣି। କୋଭିଡ୍‌ ରୋଗୀ ଅକ୍ସିଜେନ୍‌, ଭାକ୍ସିନ ଓ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ନ ପାଇ ମରୁଥିବାରୁ ଏସବୁ ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର…

ସୋସିଆଲ ମିଡିଆରେ ଲାଗିପାରିବନି କଟକଣା

ନୂଆଦିଲ୍ଲୀ, ୧।୫: ଯଦି ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗକୁ ସୋସିଆଲ ମିଡିଆ ଜରିଆରେ ପରସ୍ପର ମଧ୍ୟରେ ଶେୟାର କରନ୍ତି, ତେବେ ଉକ୍ତ ସୂଚନା ଉପରେ କୌଣସି ରାଷ୍ଟ୍ର କଟକଣା ଲଗାଇବା ଉଚିତ ନୁହେଁ। ସୋସିଆଲ ମିଡିଆରେ ସୂଚନାର ଅବାଧ ପ୍ରବାହ ଉପରେ…

ଟିକାକରଣକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩୦।୪: ସରକାର ମେ’ ୧ରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଘୋଷଣା କରିଥିଲେ। ମାତ୍ର ଟିକାକରଣ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଦ୍ୱନ୍ଦ୍ୱ ପ୍ରକାଶ କରିଛିନ୍ତି।…

ରାଜ୍ୟରେ ଆଜି ରେକର୍ଡ: ୮୬୮୧ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୮,୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୪୦୮…

ରୁହନ୍ତୁ ସାବଧାନ ! ଫୁସ୍‌ଫୁସ୍‌ ସହିତ ଏସବୁ ଅଙ୍ଗକୁ ବି ପ୍ରଭାବିତ କରେ କରୋନା…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଭାରତରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଭୂତାଣୁ ମୁଖ୍ୟତଃ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ। ତେବେ ଏହା ସହିତକ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ଅକାମୀ…

କରୋନା ଟିକାକରଣରେ ୩୨ ହଜାର କୋଟିିର ଦୁର୍ନୀତି: ସୁପ୍ରିମ୍‌କୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଟିକାକରଣ ଅଭିଯାନରେ ୩୨ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ସୁପ୍ରିମ୍‌କୋର୍ଟରେ ଏକ ପିଟିଶନ…

ଭାକ୍ସିନ୍‌ କାମ କରୁଛି ବୋଲି ଜାଣିବେ କିପରି…

ନୂଆଦିଲ୍ଲୀ, ୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସାର୍ବଜନୀକ ଭାକ୍ସିନ୍‌ କରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍‌ ନେବା ପରେ ଏହା କାମ କରୁଛି କି ନାହିଁ ସେ ନେଇ କେତେକଙ୍କ ମନରେ ସ୍ବତଃ…

କରୋନା ନେଇ ପିଲାଙ୍କଠାରେ ଦେଖାଯାଉଛି ଏଭଳି ଲକ୍ଷଣ…

ବେଙ୍ଗାଲୁରୁ,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଯୋଗୁ ପିଲାଙ୍କ ମଧ୍ୟରେ ବହୁ ଅସ୍ବାଭାବିକ ଲକ୍ଷଣ ପ୍ରକାଶ ପାଇବାରେ ଲାଗିଛି। ଛୋଟ ପିଲାଙ୍କ ମଧ୍ୟରେ ଘରେ ବନ୍ଦ ରହିବା ଯୋଗୁ…

ଏସବୁ ଅଞ୍ଚଳରେ ଆଇସ୍‌ କ୍ରିମ୍‌-କୋଲ୍ଡ୍‌ ଡ୍ରିଙ୍କ୍ସ୍‌ ବ୍ୟାନ୍‌…

ନୂଆଦିଲ୍ଲୀ, ୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଦେଶର କେତେକ ଗ୍ରାମ ପଞ୍ଚାୟତରେ ଆଇସ୍‌ କ୍ରିମ୍‌ ଏବଂ କୋଲ୍ଡ୍‌ ଡ୍ରିଙ୍କ୍ସ୍‌କୁ ବ୍ୟାନ୍‌ କରାଯାଇଛି। ଏହା ସହିତ ବାହାର ଲୋକଙ୍କ ପ୍ରବେଶ ଉପରେ ମଧ୍ୟ…

‘ହାସ୍‌ ରିଜାଇନ୍‌ ମୋଦି’କୁ ବ୍ଲକ୍‌ କଲା ଫେସବୁକ୍‌…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲରେ ଅକ୍ସିଜେନ ଅଭାବ, ବେଡ୍‌ ନ ମିଳିବା ଭଳି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସୋସିଆଲ୍‌ ମିଡ଼ିଆରେ ସମାଲୋଚନା କରାଯାଉଛି।…

ହୃଦୟ ବିଦାରକ ଦୃଶ୍ୟ: ରାତିସାରା ବାପାଙ୍କ ମୃତଦେହକୁ କୁଣ୍ଢାଇ ଧରି ଶୋଇ ରହିଲେ କୁନିଝିଅ…

ପାଟନା,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ ହେବାରେ ଲାଗିଛି। ବିହାର ପାଟନାରେ ଜଣେ ୬ ବର୍ଷ ବୟସ୍କ କୁନିଝିଅ କରୋନାରେ ଆକ୍ରାନ୍ତ ବାପାଙ୍କ ମୃତଦେହକୁ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌…

ଜୟପୁର,୨୯।୪: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏସମ୍ପର୍କରେ ସେ ନିଜ ଟୁଇଟର୍‌ ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜ ନିଜର ନମୁନା ପରୀକ୍ଷା କରାଇ ନେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri