ଦ୍ୱିତୀୟ ଲହର ଡାକିଆଣିଛି ଦାରିଦ୍ର୍ୟ
ନୂଆଦିଲ୍ଲୀ, ୧୧।୫: ଦେଶରେ ଦିନକୁ ପାଖାପାଖି ୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ କଲବଲ ହେଉଥିବାବେଳେ ପ୍ରାୟ ୪ ହଜାରଙ୍କ ଦୈନିକ ମୃତ୍ୟୁ ଘଟୁଛି। ଏଭଳି ସମୟରେ ବିନା କରୋନାରେ ବି ବଞ୍ଚିବାକୁ ସଂଘର୍ଷରତ ଲକ୍ଷ ଲକ୍ଷ ଲୋକ। ବେଶି…
କୋର୍ଟକୁ ଦୂରେଇ ଦେବାର ପ୍ରୟାସ
ନୂଆଦିଲ୍ଲୀ, ୧୧ା୫(ପି.ଟି.): କୋଭିଡ୍-୧୯ ଟିକାକରଣ ନୀତି ଯଥାର୍ଥ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ବୈଜ୍ଞାନିକ ମତାମତ ଓ ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଆଧାରରେ ଟିକା ନୀତି ପ୍ରସ୍ତୁତ ହୋଇଛି। ତେଣୁ ଏଥିରେ ହସ୍ତକ୍ଷେପ କରିବା ଏବଂ ଦେଶର ସବୁ ବୟସ…
ରେଡ୍ ଜୋନ୍ରେ ୨୫ ଜିଲା
ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ପ୍ରାୟ ୧୦ହଜାର ପାଖାପାଖି ରହୁଛି। ତେଣୁ ସଂକ୍ରମଣ ଏବେ ସ୍ଥିର ରହିଛି ବୋଲି କୁହାଯାଉଛି। ଯଦିଓ ସଂକ୍ରମଣ ବୃଦ୍ଧି ପାଉନି କିନ୍ତୁ ସେଭଳି ହ୍ରାସ ମଧ୍ୟ ପାଇନାହିଁ। ବିଭିନ୍ନ…
କରୋନା ସଙ୍କଟରେ ଚାଇନା ପୁଣି କରିପାରେ ଦୁଃସାହସ…
ନୂଆଦିଲ୍ଲୀ,୧୦।୫: ଭାରତରେ କରୋନା ମହାମାରୀ ଯୋଗୁ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାର ସୁଯୋଗ ନେଇ ଚାଇନା ପୁଣି ପୂର୍ବ ଲଦାଖରେ ଦୁଃସାହସ କରିବାର ଆଶଙ୍କା ରହିଛି। ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ବିପିନ ରାଓ୍ବତ ପ୍ରକାଶ କରିଛନ୍ତି। ଗତବର୍ଷ…
ଭାକ୍ସିନ୍ ଦ୍ୱାରା ହାରିବ କରୋନା: ୟୁନିସେଫ୍…
ଜେନେଭା/ନୂଆଦିଲ୍ଲୀ,୧୦।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁନିସେଫ୍ ପକ୍ଷରୁ ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ କୁହାଯାଇଛି ଯେ, କରୋନା ମହାମାରୀ ଭାକ୍ସିନ୍ ଦ୍ୱାରା ହିଁ ହାରିବ। ପୋଲିଓ ଭଳି ଭୟଙ୍କର ରୋଗକୁ ଯେପରି…
କୋହଲି ନେଲେ କରୋନା ଟିକା: ଇନଷ୍ଟାଗ୍ରାମ୍ରେ କଲେ ଫଟୋ ଅପଲୋଡ୍…
ନୂଆଦିଲ୍ଲୀ,୧୦।୫: ଟିମ୍ ଇଣ୍ଡିଆର ଅଧିନାୟକ କ୍ରିକେଟର ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଜୁନ୍ ୨ରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ସଦସ୍ୟଙ୍କୁ କରୋନା ପ୍ରତିଷେଧକ ଟିକାଦାନ କରାଯାଉଛି।…
ଦେଶବାସୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି ମୋଦି: ସୋନିଆ…
ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତିି। ପୂର୍ବରୁ ଜାରି ହୋଇଥିତ୍ବା ସତର୍କ ସୂଚନାକୁ ଅଣଦେଖା କରି ମୋଦି ଜାଣିଶୁଣି ଦେଶବାସୀଙ୍କୁ ମୃତ୍ୟୁମୁଖକୁୂ ଠେଲି ଦେଇଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ…
ଖୁସି ଖବର: ଲକ୍ଡାଉନ୍ ଯୋଗୁ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି ଏପରିସ୍ଥଳେ କେତେକ ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ତେବେ ଲକ୍ଡାଉନ୍ ଯୋଗୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡୁଛି। ଦିଲ୍ଲୀରେ…
କରୋନା ଭୂତାଣୁ ଦ୍ୱାରା ଚାଇନାର ତୃତୀୟ ବିଶ୍ୱଯୁଦ୍ଧ ଷଡ଼ଯନ୍ତ୍ର: ଆମେରିକାକୁ ମିଳିଲା ଗୁପ୍ତତଥ୍ୟ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ଭୂତାଣୁ ଦ୍ୱାରା ଚାଇନା ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି କରିଥିବା ଆମେରିକା କହିଛି। ଜାଣିଶୁଣି ଚାଇନା ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବି କରାଯାଇଛି। କରୋନା ସଂକ୍ରମଣ ପରେ ମାତ୍ର ୬ରୁ ୮ ମାସ ମଧ୍ୟରେ ଚାଇନାର ସ୍ଥିତି…
୪ ଦିନ ପରେ ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମିଲା…
ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ୪ ଦିନ ପରେ ନୂଆ ଆକ୍ରାନ୍ତଙ୍କ ସମେତ ମୃତକଙ୍କ…
ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା ପଜିଟିଭ୍ …
ନୂଆଦିଲ୍ଲୀ,୧୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ୮୦ ଜଣ ଡାକ୍ତରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଦିଲ୍ଲୀର ସରୋଜ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଏହି ଡାକ୍ତରଙ୍କ ମଧ୍ୟରୁ ୧୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୬୮ ଜଣଙ୍କୁ ଘରେ…
୬ ଫୁଟ୍ରୁ ଅଧିକ ଦୂରକୁ ବ୍ୟାପିପାରେ କରୋନା ଭୂତାଣୁ
ନୂଆଦିଲ୍ଲୀ, ୧୦।୫: କରୋନା ଭୂତାଣୁ ବାୟୁବାହିତ। ଏହା ବାୟୁରେ ୬ ଫୁଟ୍ରୁ ଅଧିକ ଦୂରକୁ ବ୍ୟାପିପାରେ ବୋଲି ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶନ ପକ୍ଷରୁ କୁହାଯାଇଛି। ସଂକ୍ରମଣରୁ ବର୍ତ୍ତିବା ପାଇଁ ଏହି ସଂସ୍ଥା ପକ୍ଷରୁ ନୂଆ ଗାଇଡ୍ଲାଇନ…
Archives


