କରୋନା ଭାଇରସ୍‌

ମୟୂରଭଞ୍ଜରେ କୋଭିଡ଼ ହସ୍ପିିଟାଲ

ବାରିପଦା ଅଫିସ, ୧୫ା୪: କରୋନା ଆକ୍ରାନ୍ତଙ୍କ ପାଇଁ ମୟୂରଭଞ୍ଜ ଜିଲାରେ କୋଭିଡ଼ -୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ବାରିପଦାଠାରୁ ୭ କି.ମି ଦୂର ବାଙ୍କିଶୋଳଠାରେ ଥିବା ଆଦାନୀ…

6 years ago

୭ ରକ୍ତ ନମୁନା ନେଗେଟିଭ

ପାଟଣା, ୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରିଥିବା ୨ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଶେଷ ହୋଇଛି। ସମସ୍ତେ ସୁସ୍ଥ…

6 years ago

ଲକଡାଉନ୍‌ ବେଳେ ମଦ ଦୋକାନ ସିଲ୍‌ ଭଙ୍ଗାଗଲା

ଯୋଡ଼ା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍‌ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍‌ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ ଏକୁଟିଆ…

6 years ago

ସୋନପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୧୫।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ କରୋନା ପ୍ରତିରୋଧ ପାଇଁ ପ୍ରଥମ ପର୍ଯ୍ୟାୟରେ ସୋନପୁର ସରକାରୀ ଆଇଟିଆଇକୁ ଅସ୍ଥାୟୀଭାବେ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ବୁଧବାରଠାରୁ ବିଧିବଦ୍ଧ ଭାବେ…

6 years ago

ଆର୍ଥିକ ସହୟତା ଦାବି କଲା ଡ୍ରାଇଭର ସଂଘ

ଲୋଇସିଂହା,୧୫।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନେ ବୁଧବାର ସଭାପତି କାନ୍ତ ମହାକୁର, ସମ୍ପାଦକ କୈଳାସ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ତହସିଲଦାର ଓ ବିଡିଓଙ୍କୁ…

6 years ago

ଲକ୍‌ଡାଉନ ଉଲଂଘନ, ୫୧ ଗାଡି ଜବତ

ବୌଦ୍ଧ, ୧୫ା୪(ସ୍ବ.ପ୍ର): ଲକଡାଉନ ନିୟମ ଅମାନିଆ ବାଇକ ଚାଳକଙ୍କୁ ସାବାଡ କରିବାକୁ ବୌଦ୍ଧ ପୋଲିସ ପକ୍ଷରୁ ଉଦ୍ୟମ ହୋଇଛି। ବୁଧବାର ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଗାଡିମୋଟର…

6 years ago

ରକ୍ତଭଣ୍ଡାରରେ ରକ୍ତ ଅଭାବ: ସ୍ବେଚ୍ଛାସେବୀ କଲେ ରକ୍ତଦାନ

ଲୋଇସିଂହା,୧୫।୪(ଡି.ଏନ.ଏ.): ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ଲୋଇସିଂହା ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ଜିଲା ଲୋଇସିଂହାଠାରେ ସମାଜିକ ଦୂରତା ରକ୍ଷା କରି ଏକ ସ୍ବେଚ୍ଛାକୃତ…

6 years ago

ରିଜର୍ଭ ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ବଲାଙ୍ଗୀର ଅଫିସ, ୧୫ା୪: ବଲାଙ୍ଗୀର ରିଜର୍ଭ ପୋଲିସ କନ୍‌ଷ୍ଟେବଲମାନେ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଆଗେଇ ଆସିଛନ୍ତି ା ରିଜର୍ଭ ପୋଲିସ କର୍ମଚାରୀମାନେ…

6 years ago

ହାତ ବାନ୍ଧି ବସିଛନ୍ତି ଘରୋଇ ଗାଡି ଚାଳକ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ଲକ୍‌ଡାଉନ ବେଳେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘରୋଇ ଗାଡି ଚାଳକମାନେ ହାତ ବାନ୍ଧି ବସଛନ୍ତି। ଏଥିଯୋଗୁ ସେମାନଙ୍କ ପରିବାର ହାହୁତାଶ ମଧ୍ୟରେ ଜୀବନ…

6 years ago

ବିଦେଶୀ କନ୍ୟା ଓ ଦେଶୀ ବର ପାଇଁ ରାତିରେ ଖୋଲିଲା କୋର୍ଟ

ରୋହତକ,୧୫ା୪: ଦେଶରେ ଲକ୍‌ଡାଉନ୍‌ ଯୋଗୁ ଯେପରି ସବୁ କିଛି ଥମିଯାଇଛି। ଏଥିରୁ ବିବାହ ମଧ୍ୟ ବାଦ୍‌ ପଡ଼ିନାହିଁ। ପୂର୍ବରୁ ଠିକ୍‌ ହୋଇ ସାରିଥିବା ବିବାହ ତାରିଖକୁ ଲକ୍‌ଡାଉନ୍‌…

6 years ago