ରିଜର୍ଭ ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ବଲାଙ୍ଗୀର ଅଫିସ, ୧୫ା୪: ବଲାଙ୍ଗୀର ରିଜର୍ଭ ପୋଲିସ କନ୍‌ଷ୍ଟେବଲମାନେ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଆଗେଇ ଆସିଛନ୍ତି ା ରିଜର୍ଭ ପୋଲିସ କର୍ମଚାରୀମାନେ ବ୍ୟକ୍ତିଗତ ଅର୍ଥ ସଂଗ୍ରହ କରି ସମାଜର ନିହାତି ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଛନ୍ତି ା ବଲାଙ୍ଗୀର ସହରର ସାଲେପାଲି, ରେଲୱେ ଷ୍ଟେଶନ୍‌ ସହ ଅନ୍ୟ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଛି।