କରୋନା ଭାଇରସ୍‌

ଡରାଇଲାଣି ଓମିକ୍ରନର ସବ ଭାରିଏଣ୍ଟ: ଇନ୍ଦୋରରେ ୬ ଶିଶୁ ସମେତ ୧୨ ସଂକ୍ରମିତ

ଇନ୍ଦୋର,୨୫ ।୧: ଇନ୍ଦୋରରେ ଓମିକ୍ରନ୍ ସହ ଏହାର ସବ ଭାରିଏଣ୍ଟ ବିଏ.୧ ଓ ବିଏ.୨ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସହରରେ ଓମିକ୍ରନର ସବ ଭାରିଏଣ୍ଟ ବିଏ.୨ରେ…

4 years ago

ଆମେରିକା-ଫ୍ରାନ୍ସରେ କମୁଛି ଦୈନିକ ସଂକ୍ରମଣ

ୱାଶିଂଟନ/ବ୍ରୁସେଲ୍ସ,୨୫ ।୧: ସାରାବିଶ୍ୱରେ କରୋନାର ତାଣ୍ଡବ ଲାଗି ରହିଥିବା ବେଳେ ଏହାକୁ ହରାଇବା ଲାଗି ବିଭିନ୍ନ କଟକଣାମାନ ଲଗାଯାଉଛି । ବ୍ରୁସେଲ୍ସରେ କରୋନା ଓ ଏହାର ନୂଆ…

4 years ago

ରେକର୍ଡ କଲେ ଦିଲ୍ଲୀର କିଶୋର: ୨୦ ଦିନରେ ଦିଆଗଲାଣି ୭୫ ପ୍ରତିଶତ ଟିକା

ନୂଆଦିଲ୍ଲୀ,୨୫ ।୧: କରୋନା ଟିକାକରଣକୁ ନେଇ ଦିଲ୍ଲୀର କିଶୋରମାନେ ରେକର୍ଡ କରିଛନ୍ତି । ପ୍ରାୟ ୨୦ ଦିନ ମଧ୍ୟରେ ୭୫ ପ୍ରତିଶତ କିଶୋର କରୋନା ଭ୍ୟାକ୍ସିନର ପ୍ରଥମ…

4 years ago

୩୧ ଜାନୁୟାରୀ ପର୍ଯ୍ୟନ୍ତ ସବୁ ସ୍କୁଲ୍‌ ବନ୍ଦ, ସରକାରଙ୍କ ଘୋଷଣା…

ଡେରାଡୁନ୍‌, ୨୪।୧ : ଉତ୍ତରାଖଣ୍ଡରେ ସମସ୍ତ ସ୍କୁଲ୍‌ କଲେଜକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବନ୍ଦ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସ୍କୁଲ ସହିତ ସମସ୍ତ…

4 years ago

ଆଜି ରାଜ୍ୟରୁ ୭,୨୯୧ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୭,୨୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୧,୯୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ…

4 years ago

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ …

ନୂଆଦିଲ୍ଲୀ, ୨୪।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଗତ ୨୪ ଘଣ୍ଟାରେ ୩ ଲକ୍ଷ…

4 years ago

ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୫୨୫କୁ ବୃଦ୍ଧି

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହି କିଛିଦିନ ହେବ ୧୦ ହଜାର ତଳେ ରହୁଥିବା ବେଳେ ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ସୋମବାର ଆଉ ୫…

4 years ago

୬୨ ପ୍ରତିଶତ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ…

ମୁମ୍ବାଇ, ୨୪।୧ : ସୋମବାରଠାରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏବେ ବିଦ୍ୟାଳୟରେ ଅଫଲାଇନ…

4 years ago

ଓମିକ୍ରନ୍ ପରେ ୟୁରୋପରେ ଶେଷ ହେବ କୋଭିଡ ମହାମାରୀ!

ଜେନେଭା,୨୪ ।୧: କରୋନା ମହମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ପ୍ରଥମଥର ଲାଗି ଏକ ଆଶାର କିରଣ ସଂଚାର କରିଛି । ଡବ୍ଲୁଏଚଓ କହିଛି ଓମିକ୍ରନ୍ ପରେ…

4 years ago

ଟିକା ନେଇ ନ ଥିବା ଲୋକଙ୍କ ପାଇଁ ଘାତକ ହେବ ଓମିକ୍ରନ୍‌: ଡବ୍ଲୁଏଚଓ

ଜେନେଭା,୨୪ ।୧: କରୋନା ସଂକମ୍ରଣ ମାମଲା କିଛିଦିନ ହେବ ୩୩ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଏହାଯୋଗୁ ମୃତ୍ୟୁ ସଂଖ୍ୟାରେ ବି ୪୪ ପ୍ରତିଶତ ବୃଦ୍ଧି…

4 years ago