ବାଣିଜ୍ୟ

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୬-୭: ବ୍ରିଟେନର ଓ୍ବେଷ୍ଟ ମିନଷ୍ଟର ଅଦାଲତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ଅଗଷ୍ଟ ୨୨ ଯାଏ ବୃଦ୍ଧି କରିଛନ୍ତି। ଏଥିପୂର୍ବରୁ ବ୍ରିଟିଶ ଉଚ୍ଚ ଅଦାଲତ ଜୁନ୍‌ ୧୨ରେ ତାଙ୍କର ଜାମିନ ଆବେଦନକୁ ଖାରଜ କରି ଜୁଲାଇ ୨୫…

୨ଟି କଦଳୀ ଦାମ୍‌ ୪୪୨ ଟଙ୍କା

ନୂଆଦିଲ୍ଲୀ,୨୬-୭: ବଲିଉଡ୍‌ ଷ୍ଟାର୍‌ ରାହୁଲ ବୋଷ ଚଣ୍ଡୀଗଡର ଏକ ସମୃଦ୍ଧ ହୋଟେଲରେ ଖାଇବା ବେଳେ ମାତ୍ର ୨ଟି କଦଳୀ ପାଇଁ ୪୪୨ ଟଙ୍କା ପ୍ରଦାନ କରିଛନ୍ତି। ସେ ଏ ସମ୍ପର୍କରେ ଟୁଇଟରରେ ସେ ଏକ ଭିଡିଓ ପୋଷ୍ଟ କରି ନିଜର ଅସନ୍ତୋଷ…

ଚାଇନାରୁ ଭାରତ ଆସିବ ଟପ୍‌ ଖେଳଣା କମ୍ପାନୀ

ନୂଆଦିଲ୍ଲୀ,୨୬-୭: ଆମେରିକା ସହିତ ଜାରି ଟ୍ରେଡ୍‌ ଓ୍ବାର୍‌ ଚାଇନା ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। କମ୍ପାନୀଗୁଡ଼ିକ ଚାଇନାରୁ ନିଜର କାରଖାନା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ଆରମ୍ଭ କଲେଣି। ମିଡିଆ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବବୃହତ ଖେଳଣା କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ…

ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬-୭: ପେମେଣ୍ଟ ସର୍ଭିସ ପ୍ରଦାନ କ୍ଷେତ୍ରରେ ବଜାରରେ ନିଜର ବ୍ୟବସାୟ କରୁଥିବା ପେଟିଏମ୍‌, ଗୁଗଲ ପେ, ଭୀମ ଆପ୍‌, ଫୋନ୍‌ପେ ଭଳି କମ୍ପାନୀଙ୍କୁ ଟକ୍କର ଦେବା ଲାଗି ଚଳିତ ବର୍ଷ ଭାରତରେ ହ୍ବାଟ୍ସଆପ୍‌ ନିଜର ପେମେଣ୍ଟ ସର୍ଭିସ ଆରମ୍ଭ କରିବାକୁ ଯାଉଛି।…

ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ତାଲିକା: ୫ ସ୍ଥାନ ଫାଇଦା ସହ ୫୨ରେ ଭାରତ

ନୂଆଦିଲ୍ଲୀ,୨୫-୭: ଏନ୍‌ଡିଏ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ(ଜିଆଇଆଇ) ତାଲିକାରେ ଭାରତର ସ୍ଥାନରେ କ୍ରମାଗତ ସୁଧାର ହେଉଛି। ୨୦୧୫ରେ ୮୧ତମ ସ୍ଥାନରେ ଥିବା ଭାରତ ବୁଧବାର ପ୍ରକାଶ ପାଇଥିବା ଜିଆଇଆଇ ତାଲିକାରେ ୫ ସ୍ଥାନ ଉପରକୁ ଉଠିଆସିଛି। ଗତବର୍ଷ…

କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ;ରାଜ୍ୟ ଯୋଜନାରେ ସାମିଲ ହୋଇପାରିବ ଆଧାର

ନୂଆଦିଲ୍ଲୀ,୨୫-୭: କେନ୍ଦ୍ର କ୍ୟାବିନେଟ ବୁଧବାର ଆଧାର ଏବଂ ଅନ୍ୟ ଆଇନ ସଂଶୋଧନ ବିଲ୍‌ ୨୦୧୯କୁ ଅନୁମୋଦନ କରିଛନ୍ତି। ଏହି ଆଇନରେ ଏକ ବ୍ୟବସ୍ଥା ଯୋଡାଯାଇଛି। ତଦନୁଯାୟୀ ଆଧାର ତଥ୍ୟକୁ ରାଜ୍ୟ ଯୋଜନା ଏବଂ ସବ୍‌ସିଡି ପ୍ରଦାନ ଲାଗି ବ୍ୟବହାର କରାଯାଇପାରିବ। କ୍ୟାବିନେଟର…

ଅଟୋ କମ୍ପୋନେଣ୍ଟ ସେକ୍ଟରରେ ମାନ୍ଦାବସ୍ଥା ମାଡ;ନିଯୁକ୍ତି ହରାଇବେ ୧୦ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ,୨୫-୭: ଅଟୋ ଉଦ୍ୟୋଗ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଟୋ କମ୍ପୋନେଣ୍ଟ କମ୍ପାନୀ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ପରିସ୍ଥିତି ଏପରି ହେଲାଣି ଯେ, ଆଗାମୀ ଦିନରେ ଏହି ଶିଳ୍ପରେ ନିଯୁକ୍ତ ପ୍ରାୟ ୧୦ ଲକ୍ଷ କର୍ମଚାରୀ…

ଦକ୍ଷତା ବିକାଶ ମନ୍ତ୍ରଣାଳୟର କୌଶଳ ପକ୍ଷ ଅଭିଯାନ

ନୂଆଦିଲ୍ଲୀ,୨୪।୭: ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକତା ମନ୍ତ୍ରଣାଳୟ ପକ୍ଷରୁ କୌଶଳ ପକ୍ଷ ପାଳନ କରାଯାଉଛି। ଏହା ଚଳିତ ମାସ ୧୬ରୁ ୩୧ ଯାଏ ଅନୁଷ୍ଠିତ ହେବ। ବିଶ୍ୱ କୌଶଳ ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଡ.ମହେନ୍ଦ୍ରନାଥ ପାଣ୍ଡେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ…

ୟୁବିଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୨୪।୭:ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଅର୍ଦ୍ଧବାର୍ଷିକୀ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଥିବା ବ୍ୟାଙ୍କର ଶାଖାଗୁଡିକରେ ଏହା ଆୟୋଜନ କରାଯାଇଥିଲା। ମୁଖ୍ୟ କାର୍ଯ୍ୟାଳୟ ତଥା ଆଞ୍ଚଳିକ କାର୍ଯ୍ୟାଳୟଗୁଡିକରୁ ଏଥିରେ ଶୀର୍ଷ ଏକଜେକ୍ୟୁଟିଭମାନେ ଯୋଗ ଦେଇଥିଲେ। କ୍ଷୁଦ୍ର…

୭୫୦୦ ଟଙ୍କାରୁ ଅଧିକ ଫ୍ଲାଟ୍‌ ମେଣ୍ଟେନାନ୍ସ ଲାଗି ଦେବାକୁ ହେବ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୪-୭-କେନ୍ଦ୍ର ସରକାର ଫ୍ଲାଟ୍‌ ମେଣ୍ଟେନାନ୍ସରୁ ମଧ୍ୟ ଜିଏସ୍‌ଟି ଆଦାୟ ଲାଗି ସ୍ଥିର କରିଛନ୍ତି। ଏଣିକି ଫ୍ଲାଟ୍‌ ମେଣ୍ଟେନାନ୍ସ ବାବଦରେ ରେସିଡେଣ୍ଟ ଓ୍ବେଲ୍‌ଫେୟାର ଆସୋସିଏଶନକୁ ପ୍ରତି ମାସରେ ୭୫୦୦ ଟଙ୍କାରୁ ଅଧିକ ପ୍ରଦାନ କରାଯାଉଥିଲେ ୧୮% ଜିଏସ୍‌ଟି ଦେବାକୁ ହେବ ବୋଲି ଅର୍ଥ…

ସାଇବର ଅପରାଧ ଯୋଗୁ ଭାରତୀୟ କମ୍ପାନୀଙ୍କୁ ୧୩ କୋଟି କ୍ଷତି

ନୂଆଦିଲ୍ଲୀ,୨୪-୭-ଆଇଟି କ୍ଷେତ୍ରରେ ଦେଶ ଯେତେ ଆଗେଇ ଚାଲିଛି ସେହି ଅନୁପାତରେ ସାଇବର ଅପରାଧ ମଧ୍ୟ ବଢ଼ି ଚାଲିଛି। ୨୦୧୮ ଜୁଲାଇରୁ ୨୦୧୯ ଏପ୍ରିଲ ମଧ୍ୟରେ ଦେଶରେ କମ୍ପାନୀଙ୍କୁ ହାରାହାରି ୧୨.୮୦ କୋଟି ଟଙ୍କା କ୍ଷତି ସହିବାକୁ ପଡିିଛି। ପ୍ରଯୁକ୍ତି କ୍ଷେତ୍ରର ପ୍ରମୁଖ…

ଫ୍ଲାଟ୍‌ ଦେଇ ନ ଥିବା ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନୂଆଦିଲ୍ଲୀ,୨୪-୭-ଘର କ୍ରେତାଙ୍କଠାରୁ ଅର୍ଥ ନେଇ ଠିକ୍‌ ସମୟରେ ଫ୍ଲାଟ୍‌ ପ୍ରଦାନ କରୁ ନ ଥିବା ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ରପାଲି ଗ୍ରୁପ୍‌ ଦ୍ୱାରା ଘର କ୍ରେତାମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri