ବାଣିଜ୍ୟ

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୩୦-୧୦: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ୩ ଭାରତ ଜନ୍ମିତ ବ୍ୟକ୍ତି ସାମିଲ ହୋଇଛନ୍ତି। ହାଭାର୍ଡ ବିଜନେସ ରିଭ୍ୟୁ(ଏଚ୍‌ବିଆର୍‌) ପକ୍ଷରୁ ପ୍ରକାଶିତ ‘ଦି ବେଷ୍ଟ ପରଫରମିଂ ସିଇଓ ଇନ୍‌ ଦି ଓ୍ବାର୍ଲଡ-୨୦୧୯’ ସୂଚୀରେ ୧୦୦ ସିଇଓଙ୍କୁ ରହିଥିବା ବେଳେ…

ଡିଏଚ୍‌ଏଫ୍‌ଏଲ୍‌ର ତଦନ୍ତ କରିବ ଏସ୍‌ଏଫ୍‌ଆଇଓ

ନୂଆଦିଲ୍ଲୀ,୩୦-୧୦: ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡର ଆର୍ଥତ୍କ ହେରଫେର ମାମଲାର ତଦନ୍ତ ଭାର ସିରିୟସ ଫ୍ରଡ ଇନଭେଷ୍ଟିଗେଶନ ଅଫିସ(ଏସ୍‌ ଏଫ୍‌ଆଇଓ)କୁ ପ୍ରଦାନ କରାଯିବ। ଏହାର ତଦନ୍ତ ନେଇ ଏସ୍‌ଏଫ୍‌ଆଇଓକୁ ଶୀଘ୍ର ସରକାର ନିର୍ଦ୍ଦେଶ ଦେବେ ବୋଲି ଜଣାପଡିଛି। ଏହି ମାମଲାରେ ଅର୍ଥ…

ଟେଲିକମ୍‌ କମ୍ପାନୀଙ୍କ ସମସ୍ୟା ସମାଧାନ ଲାଗି ସିଓଏସ୍‌ ଦେବ ପ୍ରସ୍ତାବ

ନୂଆଦିଲ୍ଲୀ,୩୦-୧୦: ଦେଶର ଟେଲିକମ୍‌ ଶିଳ୍ପ ବର୍ତ୍ତମାନ ଆର୍ଥତ୍କ ସମସ୍ୟା ସାମ୍ନା କରୁଥିବା ବେଳେ ଏହାର ସମାଧାନ ଲାଗି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସେକ୍ରେଟେରୀ କମିଟି( ସିଓଏସ୍‌) ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ହେବ। ସରକାରଙ୍କୁ ବକେୟା ବାବଦ ବିଭିନ୍ନ ବୈଧାନିକ ଦେୟ…

ଓଟିପି ଭିତ୍ତିକ ରିଫଣ୍ଡ ସିଷ୍ଟମ ଆଣିଲା ରେଲଓ୍ବେ

ନୂଆଦିଲ୍ଲୀ,୩୦-୧୦: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେଶନ ଲିମିଟେଡ (ଆଇଆର୍‌ସିଟିସି) ପକ୍ଷରୁ ଓଟିପି ଆଧାରିତ ରିଫଣ୍ଡ ସିଷ୍ଟମ ଲାଗୁ ହୋଇଛି। ଏହା ଦ୍ୱାରା ଯାତ୍ରୀ ଟିକେଟ ବାତିଲ କରିବା ସହ ଦିଆଯାଇଥିବା ପାସ୍‌ଓ୍ବାର୍ଡ ବ୍ୟବହାର କରି ରିଫଣ୍ଡ ପାଇବାରେ ସୁବିଧା…

ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ନିବେଶ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ,୩୦-୧୦: ଭାରତରେ ଏକ ଶକ୍ତିଶାଳୀ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ରହିଥିବା ବେଳେ ଏହାର ସୁବିଧା ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରର ନିବେଶକଙ୍କୁ ମଙ୍ଗଳବାର ଆହ୍ବାନ ଜଣାଇଛନ୍ତି। ଭାରତର ଷ୍ଟାର୍ଟଅପ ବ୍ୟବସ୍ଥା ସାରା ବିଶ୍ୱରେ ତୃତୀୟ ସର୍ବବୃହତ୍ତ। ଏଭଳି ସ୍ଥିତିରେ ଦେଶର ଉଦ୍ଭାବନ…

ଏଲ୍‌ଭିବିି ମୁଖ୍ୟ ପଦବୀ ଦୌଡରେ ୭୦ ବରିଷ୍ଠ ଅଧିକାରୀ

ମୁମ୍ବାଇ,୨୯-୧୦: ତାମିଲନାଡୁ ଭିତ୍ତିକ ଲକ୍ଷ୍ମୀ ବିଳାସ ବ୍ୟାଙ୍କ(ଏଲ୍‌ଭିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀ ଲାଗି ୭୦ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଦୌଡରେ ଅଛନ୍ତି। ଏହା ଏକ ମଧ୍ୟମ ବର୍ଗ ଘରୋଇ ବ୍ୟାଙ୍କ ହୋଇଥିବା ବେଳେ ଚଳିତ ବର୍ଷ…

କଶ୍ମୀରରେ ୧୦ ହଜାର କୋଟିର କାରବାର କ୍ଷତି

ନୂଆଦିଲ୍ଲୀ,୨୯-୧୦: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ହଟାଯିବା ପରେ ନିରାପତ୍ତା ପାଇଁ ଲାଗୁ ହୋଇଥିବା ବିଭିନ୍ନ କଟକଣାର ପ୍ରଭାବ ସେଠାକାର ବାଣିଜ୍ୟ କାରବାର ଉପରେ ପଡିଛି। ଗତ ୩ ମାସରେ କଶ୍ମୀର ଘାଟିରେ ବାଣିଜ୍ୟ କାରବାର…

ଏୟାର ଇଣ୍ଡିଆ ଲାଗି ବିଦେଶୀ ବିଡର ଆକୃଷ୍ଟ କରିବାକୁ ଯୋଜନା

ନୂଆଦିଲ୍ଲୀ,୨୯-୧୦: ଏୟାର ଇଣ୍ଡିଆର ଘରୋଇକରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିଲାଗି ବିଦେଶୀ ବିଡର ଆକୃଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ଶିଳ୍ପ ଓ ଆନ୍ତଃବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି) ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏ ନେଇ ବିଭିନ୍ନ…

ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୨ ବର୍ଷର ପରମ୍ପରା; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ

ମୁମ୍ବାଇ,୨୭।୧୦: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୨ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ରବିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ ହୋଇଛି। ଏହି ପରମ୍ପରା ୧୯୫୭ରୁ ଆରମ୍ଭ ହୋଇଥିଲା। ସେହିପରି ଏନ୍‌ଏସ୍‌ଇରେ…

ମାନ୍ଦାବସ୍ଥା ଯୋଗୁ କମିଲା ରେଲଓ୍ବେର ରାଜସ୍ବ

ନୂଆଦିଲ୍ଲୀ,୨୭-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ରେଲଓ୍ବେ ଉପରେ ପଡିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ପାସେଞ୍ଜର ଏବଂ ମାଲ ପରିବହନ ବର୍ଗରେ ରେଲଓ୍ବେ ରାଜସ୍ବ ଯଥାକ୍ରମେ ୧୫୫ ଏବଂ ୩୯୦୧ କୋଟି ଟଙ୍କା ହ୍ରାସ…

ଧନତେରସରେ ବିକ୍ରି ୪୦% କମିଲା

ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ ବୋଲି ବିଚାର କରାଯାଇଥାଏ। ମାତ୍ର ଚଳିତ ବର୍ଷ ବିକ୍ରି ପ୍ରାୟ ୪୦% କମିଥିବା ବଜାର…

ଅଭିବୃଦ୍ଧି ପୂର୍ବାନୁମାନ ୫.୫%କୁ ଖସାଇଲା ଫିଚ୍‌

ନୂଆଦିଲ୍ଲୀ,୨୫-୧୦: ଚଳିତ ଆର୍ଥିକ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍‌ ରେଟିଂ ଏଜେନ୍ସି ୫.୫%କୁ ଖସାଇଛି। ଋଣ ଅଭିବୃଦ୍ଧିରେ ହ୍ରାସ ଏବଂ ଏନ୍‌ବିଏଫ୍‌ସି ଭଳି ସମସ୍ୟା ଯୋଗୁ ଭାରତର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?