ଚୋରି ମୋବାଇଲ ଲାଗି ଆସନ୍ତା ମାସରୁ ଆସିବ ଟ୍ରାକର ବ୍ୟବସ୍ଥା
ନୂଆଦିଲ୍ଲୀ,୮-୭: ଦାମୀ ସ୍ମାର୍ଟଫୋନ୍ ହଜିଯିବା ଅଥବା ଚୋରି ହୋଇଯିବା କ୍ଷେତ୍ରରେ ଏହାର ମାଲିକଙ୍କୁ ଆଣିଦେଇଥାଏ ଅନେକ ଦୁଃଖ। ଏଥିପାଇଁ ସେ ପୋଲିସର ଦ୍ୱାରସ୍ଥ ହୋଇ ଅନେକ ସମୟରେ ନିରାଶ ହୋଇଥିବାର ଦେଖାଯାଇଛି। ତେବେ ଏଥିଲାଗି ଏବେ କେନ୍ଦ୍ର ସରକାର ସହାୟତାର...
ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ୟୁନିୟନର ବିରୋଧ
ନୂଆଦିଲ୍ଲୀ,୮ା୭: ଭାରତୀୟ ରେଲଓ୍ବେର ଘରୋଇକରଣ ଉଦ୍ୟମକୁ ରେଲଓ୍ବେ ୟୁନିୟନ ବିରୋଧ କରିଛି। ନ୍ୟାଶନାଲ ଫେଡେରେଶନ ଅଫ୍ ଇଣ୍ଡିଆନ ରେଲଓ୍ବେମେନ ପକ୍ଷରୁ ଏହାକୁ ବିରୋଧ କରି ସାରା ଦେଶରେ ରେଲଓ୍ବେ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆସନ୍ତା ୧୦ରୁ...
ସେନାରେ ଅପବ୍ୟବହାର ହେଉଛି ଦିବ୍ୟାଙ୍ଗ ପେନ୍ସନ୍ ସ୍କିମ୍; ଅନ୍ୟ କାରଣରୁ ଭିନ୍ନକ୍ଷମ ହେଲେ ଟିକସ ଲାଗିବ
ନୂଆଦିଲ୍ଲୀ,୮-୭: ସେନାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପେନ୍ସନ୍ ସ୍କିମ୍ ଅପବ୍ୟବହାର ଚାଲିଛି। ବହୁ ସଂଖ୍ୟାରେ ଅଧିକାରୀ ଓ ଯବାନ ଲଢ଼େଇ ନ କରି ଅନ୍ୟ କାରଣରୁ ଭିନ୍ନକ୍ଷମ ହେଉଥିଲେ ସୁଦ୍ଧା ଏହାର ଫାଇଦା ନେଉଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ଦିବ୍ୟାଙ୍ଗ ହେବା...
ନାଲ୍କୋ ପକ୍ଷରୁ ବନମହୋତ୍ସବ ପାଳନ
ଭୁବନେଶ୍ୱର,୮-୭: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍କୋ) ପକ୍ଷରୁ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀର ବିଭିନ୍ନ ୟୁନିଟ ଏବଂ କାର୍ଯ୍ୟାଳୟଗୁଡିକର ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନାଲ୍କୋ ରିସର୍ଚ୍ଚ ଏବଂ ଟେକ୍ନାଲୋଜି ସେଣ୍ଟର( ଏନ୍ଆର୍ଟିସି)...
ଓଡିଶାରେ ହୋଇପାରିବ ଦେଶର ପ୍ରମୁଖ ପ୍ଲାଷ୍ଟିକ କ୍ଲଷ୍ଟର
ଭୁବନେଶ୍ୱର,୮-୭(ବ୍ୟୁରୋ): ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ଲାଷ୍ଟିକ ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଅଟୋଶିଳ୍ପ, ନିର୍ମାଣ, ଇଲେକଟ୍ରୋନିକ୍ସ, ସ୍ବାସ୍ଥ୍ୟସେବା, ବିୟନ, ଏଫ୍ଏମ୍ସିଜି ଭଳି କ୍ଷେତ୍ର ସହ ପ୍ଲାଷ୍ଟିକ ଶିଳ୍ପ ଜଡିତ ରହିଛି। ୨୦୧୮-୧୯ରେ ଦେଶର ମୋଟ୍ ମର୍ଚ୍ଚାଣ୍ଡାଇଜ୍ ରପ୍ତାନି ୩୩୧ ବିଲିୟନ...
ଆଧାର ଜରିଆରେ ରିଟର୍ନ ଦାଖଲ;ଆୟକର ବିଭାଗ ଜାରି କରିବ ପାନ୍
ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର ବଜେଟ ଉପସ୍ଥାପନ କରି ପାନ୍ ନ ଥିଲେ ମଧ୍ୟ ଟିକସଦାତା ଆଧାର କାର୍ଡ ଜରିଆରେ ଆୟକର ରିଟର୍ନ ଦାଖଲ କରିପାରିବେ ବୋଲି ଘୋଷଣା କରିଥିଲେ। ଏଣିକି ଆଧାର ମାଧ୍ୟମରେ ଆୟକର ରିଟର୍ନ...
କେନ୍ଦ୍ରକୁ ମିଳିବ ଅତିରିକ୍ତ ୩୦ ହଜାର କୋଟି ଟିକସ
ନୂଆଦିଲ୍ଲୀ,୮-୭: ସାଧାରଣ ବଜେଟରେ ଅତି ଧନୀଙ୍କ ବ୍ୟକ୍ତିଗତ ଆୟକର ଏବଂ ପେଟ୍ରୋଲ-ଡିଜେଲ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୩୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ମିଳିବ ବୋଲି ଆଶାବ୍ୟକ୍ତ...
ଆଜି ଆର୍ବିଆଇ ବୋର୍ଡକୁ ଉଦ୍ବୋଧନ ଦେବେ ସୀତାରାମନ୍
ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର ଏଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବୋର୍ଡ ବୈଠକରେ ଉଦ୍ବୋଧନ ଦେବେ। ବଜେଟ ଉପସ୍ଥାପନ ପରେ ଆର୍ବିଆଇ ସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହା ଏକ ପରମ୍ପରାଗତ ବୈଠକ ହୋଇଥାଏ। ରାଜସ୍ବ ନିଅଣ୍ଟ କମ...
ଏୟାର ଇଣ୍ଡିଆ ସମ୍ପୂର୍ଣ୍ଣ ବିକ୍ରି ହେବ
ନୂଆଦିଲ୍ଲୀ,୮-୭: କେନ୍ଦ୍ର ସରକାର କ୍ଷତିରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ବିକ୍ରି କରିଦେବା ଲାଗି ନୂତନ ଭାବେ ବିଚାର କରୁଛନ୍ତି। ନୂଆ ଯୋଜନାନୁଯାୟୀ, ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବେ। ତେବେ...
ନୀରବଙ୍କଠୁ ୭୨୦୦ କୋଟି ଅସୁଲ କରିବ ବ୍ୟାଙ୍କ
ନୂଆଦିଲ୍ଲୀ,୬-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)କୁ ଶନିବାର ଭଲ ଖବର ମିଳିଛି। ଡେଟ୍ ରିକଭରୀ ଟ୍ରିବ୍ୟୁନାଲ(ଡିଆର୍ଟି) ତାଙ୍କର ଅନ୍ତିମ ରାୟ ଶୁଣାଇଛନ୍ତି। ପିଏନ୍ବି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ କମ୍ପାନୀଙ୍କ ଠାରୁ ସୁଧ ସମେତ...
ଆଧାର ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ନଗଦ କାରବାର
ନୂଆଦିଲ୍ଲୀ,୭-୭: ଏଣିକି ପାନ୍ ବଦଳରେ ଆଧାର କାର୍ଡ ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ କାରବାର କରିହେବ। ଏହାଛଡ଼ା ଯେଉଁଠି ପାନ୍ ବ୍ୟବହାର ଅନିବାର୍ଯ୍ୟ ଥିଲା ସେଠାରେ ଆଧାର କାର୍ଡ ବ୍ୟବହାର କରିହେବ ବୋଲି ରାଜସ୍ବ ସଚିବ ଅଜୟ...
ଦୂର ହେଲା ଚିନ୍ତା,ଷ୍ଟାର୍ଟଅପ୍ଗୁଡ଼ିକ ଏବେ କାମରେ ଲାଗିପଡନ୍ତୁ: ସିବିଡିଟି
ନୂଆଦିଲ୍ଲୀ,୭-୭: ବଜେଟରେ ଆଞ୍ଜେଲ ଟିକସ ସହ ଜଡ଼ିତ ଚିନ୍ତାକୁ ଦୂର କରାଯାଇଛି। ଏଣୁ ଷ୍ଟାର୍ଟଅପ୍ଗୁଡ଼ିକ ଏବେ ସମସ୍ତ ନିଜ କାମରେ ଲାଗିପଡନ୍ତୁ ବୋଲି କନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଶନିବାର କହିଛି। ସିବିଡିଟି ଅଧ୍ୟକ୍ଷ ପି.ସି.ମୋଦି ଗଣମାଧ୍ୟମ ସହ ଆଲୋଚନାକାଳରେ...
Archives


