ସାମୁଦାୟିକ ବିକାଶକୁ ଅଧିକ ସୁଦୃଢ଼ କରିବ ଜେଏସ୍ପି
ଭୁବନେଶ୍ୱର,୨୯।୧: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର(ଜେଏସ୍ପି) ଓଡ଼ିଶାରେ ପ୍ରାୟ ୭୦,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା କନ୍କ୍ଳେଭ୍-୨୦୨୫ର ଉଦ୍ଘାଟନୀ ଉତ୍ସବରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ବର୍ଷକ ମଧ୍ୟରେ କମ୍ପାନୀ ପ୍ରାୟ ୭୦,୦୦୦ କୋଟି ଟଙ୍କାର...
୧୦୩.୪ ବିଲିୟନ ଡଲାରକୁ ବଢ଼ିବ ଏସ୍ସି ବଜାର
ଭୁବନେଶ୍ୱର,୨୯।୧: ଇଣ୍ଡିଆନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସେମିକଣ୍ଡକ୍ଟର ଆସୋସିଏସନ (ଆଇଇଏସ୍ଏ)ର ବହୁ ପ୍ରତୀକ୍ଷିତ ପୁସ୍ତକ ‘ଇଣ୍ଡିଆ ସେମିକଣ୍ଡକ୍ଟର ମାର୍କେଟ ରିପୋର୍ଟ ୨୦୩୦’କୁ ଉକତ୍ର୍ଷ ଓଡ଼ିଶା କନ୍କ୍ଲେଭ-୨୦୨୫ର ଉଦ୍ଘାଟନୀ ଅବସରରେ ଉନ୍ମୋଚନ କରାଯାଇଛି। ଏପରିକି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର...
ରାଜ୍ୟରେ ପୁଞ୍ଜିନିବେଶ କରିବ ଫାଲ୍କନ୍
ଭୁବନେଶ୍ୱର,୨୯।୧: ଫାଲ୍କନ୍ ଗ୍ରୁପ୍ ଓଡ଼ିଶାରେ ମୋଟ ୧୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶକରିବ ବୋଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ର ଉଦ୍ଘାଟନୀ ଉତ୍ସବରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି,ଫାଲ୍କନ୍...
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ପ୍ରସ୍ତାବ
ଭୁବନେଶ୍ୱର,୨୯।୧ (ଅଭୟ ଦାଶ): ଓଡ଼ିଶାରେ ବେଦାନ୍ତ ଆଲୁମିନିୟମ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ର ଉଦ୍ଘାଟନୀ ଅବସରରେ ଘୋଷଣା କରିଛି। ଏପରିକ ସମଗ୍ର ରାଜ୍ୟରେ ବିଶ୍ୱସ୍ତରୀୟ ଆଲୁମିନିୟମ ଉତ୍ପାଦନ...
ଚାଇନାର Deepseek AI ଲଞ୍ଚ ହେବା ପରେ ବିଶ୍ୱରେ ହଇଚଇ, ସମ୍ପତ୍ତିରେ ବିପୁଳ କ୍ଷତି ସହିଲେ ୫୦୦ କୋଟିପତି
ନୂଆଦିଲ୍ଲୀ,୨୮।୧: ଚାଇନିଜ ଷ୍ଟାର୍ଟଅପ ‘ଡିପ୍ସିକ୍’ ଆପ୍ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍ଜିପିଟି, ଓପନ୍ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି। ବଜାରକୁ ଆସିବା ମାତ୍ରେ...
ଉତ୍କର୍ଷ ଓଡ଼ିଶା ସମ୍ମିଳନୀ: ପ୍ରଥମ ଦିନରେ ୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮।୧: ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର...
ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି UPS, ଜାଣନ୍ତୁ ଏହାର ଲାଭ, କିଏ ହେବେ ଉପକୃତ…
ନୂଆଦିଲ୍ଲୀ,୨୮।୧: ୨୦୨୫ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ, ସରକାର ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ(ଏକୀକୃତ) ପେନସନ ଯୋଜନା (UPS) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।...
ଜଣାପଡ଼ିଲା ତାରିଖ, ଏହି ଦିନ ଆକାଉଣ୍ଟକୁ ଆସିବ PM Kisanର ୧୯ତମ କିସ୍ତି ଟଙ୍କା…
ନୂଆଦିଲ୍ଲୀ,୨୮।୧: ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା(PM Kisan) ଅଧୀନରେ କୃଷକମାନଙ୍କୁ ୬୦୦୦ ଟଙ୍କା ଦିଆଯାଉଛି। ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ୩ଟି କିସ୍ତିରେ ଜମା କରାଯାଏ। ଆଗାମୀ ଦିନରେ ଏହି...
ଇସ୍ତଫା ଦେଲେ ପେଟିଏମ୍ ପେମେଣ୍ଟ ସର୍ଭିସର ସିଇଓ ନକୁଳ ଜୈନ
ନୂଆଦିଲ୍ଲୀ,୨୮।୧: ପେଟିଏମ୍ ପେମେଣ୍ଟ ସର୍ଭିସେସ ଲିମିଟେଡର ସିଇଓ ନକୁଳ ଜୈନ ଇସ୍ତଫା ଦେଇଛନ୍ତି। ସେ ନିଜର ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପାଇଁ ପଦ ଛାଡିଛନ୍ତି। ସୋମବାର ଏକ ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ ଏହି ସୂଚନା ଦେଇଛି। କମ୍ପାନୀ...
୫୦ ଟଙ୍କା ଜମା କଲେ ମିଳିବ ୩୫ ଲକ୍ଷ, ଭାରତ ସରକାରଙ୍କ ଏହି ଯୋଜନା କରିବ ମାଲାମାଲ, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ,୨୮।୧: ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ଯୋଜନା ଗ୍ରାମାଞ୍ଚଳର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଅନନ୍ୟ ଯୋଜନା। ଏହି ଯୋଜନା କେବଳ ଜୀବନ ବୀମା କଭରେଜ ପ୍ରଦାନ କରେ ନାହିଁ ବରଂ ନିବେଶ ଉପରେ ଭଲ...
ପ୍ରସାଦ ଜୁଏଲର୍ସର ନୂଆ ଶୋ’ରୁମ ଉଦ୍ଘାଟିତ
ସମ୍ବଲପୁର,୨୮ା୧(ବି.ଶଙ୍କର): ପ୍ରସାଦ ଜୁଏଲର୍ସର ନୂତନ ଶୋରୁମ ସମ୍ବଲପୁର ସହର ବୁଢ଼ାରଜା ଏସ୍ଆଇଟି କଲୋନି ସମ୍ମୁଖରେ ରବିବାର ଉଦ୍ଘାଟିତ ହୋଇଯାଇଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୋରୁମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଅନିଲ ପ୍ରସାଦଙ୍କ ପରିଚାଳନାରେ ଏହି...
ରୟାଲ ଏନଫିଲ୍ଡ ହଣ୍ଟର ୩୫୦ର ବିକ୍ରି ମାଇଲଖୁଣ୍ଟ
ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ରୟାଲ ଏନଫିଲ୍ଡର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍ ରୋଡଷ୍ଟର ହଣ୍ଟର ୩୫୦କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏହି ମଡେଲ ୫,୦୦,୦୦୦ ବିକ୍ରି ପଞ୍ଜିକରଣର ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୨ ଅଗଷ୍ଟରେ ଏହି...
Archives


