ବାଣିଜ୍ୟ

୧୮ ପରିବାର ପାଇଁ ରୁଫ୍‌ ଟପ୍‌ ସୋଲାର ବ୍ୟବସ୍ଥା

ଭୁବନେଶ୍ୱର,୨୪।୧୦: ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌), ପିଏମ୍‌ ସୂର୍ଯ୍ୟଘର: ମୁଫ୍‌ତ ବିଜ୍‌ଲି ଯୋଜନାର ୟୁଟିଲିଟି ଲେଡ୍‌ ଏଗ୍ରିଗେଶନ (ୟୁଏଲ୍‌ଏ) ମଡେଲ ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନକୁ ତ୍ୱରାନ୍ବିତ କରିଛି। ଗ୍ରାମୀଣ ପରିବାରମାନଙ୍କୁ…

ଓଲା-ଉବରକୁ ଟକ୍କର ଦେବାକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଭାରତ ଟ୍ୟାକ୍ସି ସେବା, ଏହିଦିନ ହେବ ଶୁଭାରମ୍ଭ

ନୂଆଦିଲ୍ଲୀ,୨୪।୧୦: ଦେଶର ପ୍ରଥମ ସରକାରୀ ଟ୍ୟାକ୍ସି ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେବାକୁ ଭାରତ ଟ୍ୟାକ୍ସି କୁହାଯାଉଛି। ଏହା ନଭେମ୍ବରରେ ଦିଲ୍ଲୀରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ଅଛନ୍ତି। ଏହା ଦିଲ୍ଲୀ…

8th pay commissionକୁ ନେଇ ମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌: ସରକାରୀ କର୍ମଚାରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୨୪।୧୦:କେନ୍ଦ୍ର ସରକାର ଖୁବ ଶୀଘ୍ର ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ନୂତନ ଘୋଷଣା କରିବାର ସମ୍ଭାବନା ରହିଛି। ଫଳରେ ଅଷ୍ଟମ ବେତନ କମିଶନ ପ୍ରକ୍ରିୟାରେ ଚାଲିଥିବା ବାଧା ସମାଧାନ ହେବ ବୋଲି ଆଶା କରାଯାଉଛି। ଏହି ଖବର ପ୍ରାୟ ୧୦…

ବିରଳ ମାଟିକୁ ନେଇ ସାରା ବିଶ୍ୱରେ ହଇଚଇ, କିନ୍ତୁ ପ୍ରକୃତରେ ଏହା କ’ଣ? ଓଡ଼ିଶାରେ ରହିଛି ଏହାର ଭଣ୍ଡାର

ନୂଆଦିଲ୍ଲୀ,୨୩।୧୦: ‘ରେୟାର ଅର୍ଥ’ ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ୧୭ଟି ବିଶେଷ ରାସାୟନିକ ଉପାଦାନର ଏକ ପରିବାର। ଯେପରିକି- ଲାନ୍ଥାନମ୍, ସେରିୟମ୍, ନିଓଡାଇମିୟମ୍ ଇତ୍ୟାଦି। ଏହା ମୋବାଇଲ୍, ଟେଲିଭିଜନ୍, ଲ୍ୟାପଟପ୍, ଇଲେକ୍ଟ୍ରିକ୍ ସ୍କୁଟର, ଏପରିକି ମିସାଇଲ୍ ତିଆରିରେ ଏହି ଧାତୁଗୁଡ଼ିକ…

ତେଲ ଦାମ୍ ୩% ବଢ଼ିଲା, ରୁଷିଆ ତେଲ କିଣିବାକୁ ପୁନଃବିଚାର କରୁଛି ଭାରତ

ନୂଆଦିଲ୍ଲୀ,୨୩।୧୦: ଆମେରିକା ଦ୍ୱାରା ରୁଷିଆର ମୁଖ୍ୟ ତୈଳ କମ୍ପାନୀଗୁଡ଼ିକ ଉପରେ ନୂଆ କଟକଣା ଲାଗୁ ହେବା ପରେ ଭାରତୀୟ ରିଫାଇନାରୀମାନେ ରୁଷୀୟ ଅଶୋଧିତ ତୈଳ କ୍ରୟ ଯୋଜନାକୁ ପୁନଃବିଚାର କରୁଥିବା ଖବର ମିଳିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର…

ମାତ୍ର ୬ ମିନିଟ୍‌ରେ ୭୭୦୦ ଟଙ୍କା ଶସ୍ତା ହେଲା ସୁନା, ବର୍ଷର ସବୁଠୁ ବଡ଼ ହ୍ରାସ ପରେ…

ନୂଆଦିଲ୍ଲୀ,୨୨।୧୦: ହଠାତ ହ୍ରାସ ପାଇଲା ସୁନା ଦର। ଜିଓ ପଲିଟିକାଲ୍‌ ଏବଂ ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀରେ ଚାହିଦା ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ଯୋଗୁ ସୁନା ମୂଲ୍ୟରେ ଆଖିଦୃଶିଆ ହ୍ରାସ ଘଟିଛି। ବୁଧବାର ସା ୫ଟାରେ ଖୋଲିଥିବା…

କ୍ୱିକ୍ କମର୍ସ ବଢ଼ାଇବାକୁ ୬୦୦ ‘ଡାର୍କ ଷ୍ଟୋର୍’ ଖୋଲିଲା ରିଲାଏନ୍ସ; ବ୍ଲିଙ୍କିଟ୍, ସ୍ୱିଗି, ବିଗବାସ୍କେଟ୍ ପାଇଁ କଠିନ ପ୍ରତିଯୋଗିତା

ନୂଆଦିଲ୍ଲୀ,୨୧।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ଉଦ୍ୟୋଗ ରିଲାଏନ୍ସ ରିଟେଲ୍ ଦେଶରେ ‘କ୍ୱିକ୍ କମର୍ସ’ (Quick Commerce) ବ୍ୟବସାୟକୁ ବଢ଼ାଇବା ପାଇଁ ବ୍ଲିଙ୍କିଟ୍ (Blinkit), ସ୍ୱିଗି (Swiggy) ଓ ବିଗ୍ ବାସ୍କେଟ୍ (BigBasket) ଭଳି କମ୍ପାନୀକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି।…

ଜାଗା ଥିଲେ ଆପଣ ବି ନେଇପାରିବେ Hero MotorCorpର ଡିଲର୍‌ଶିପ୍‌, ଜାଣନ୍ତୁ ଆବେଦନ କରିବାର ପ୍ରକ୍ରିୟା ସହ ସର୍ତ୍ତ…

ନୂଆଦିଲ୍ଲୀ,୨୧।୧୦: ଭାରତର ବୃହତ ଦୁଇଚକିଆ ଯାନ ନିର୍ମାତା ମଧ୍ୟରୁ ହିରୋ ମୋଟୋକର୍ପ ଗୋଟିଏ। ଯଦି ଆପଣ ଅଟୋମୋବାଇଲ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ହିରୋ ମୋଟୋକର୍ପ ଡିଲରସିପ ହାସଲ କରିବା ଏକ ବଡ଼ ସୁଯୋଗ ହୋଇପାରେ। କମ୍ପାନୀର…

ଦୀପାବଳିରେ ରେକର୍ଡ ୬ ଲକ୍ଷ କୋଟିର ରେକର୍ଡ ବ୍ୟବସାୟ, ଗ୍ରାହକ ବାଛିଲେ ସ୍ୱଦେଶୀ ସାମଗ୍ରୀ

ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ଦୀପାବଳିରେ ସାରା ଦେଶର ବଜାରରେ ରେକର୍ଡ ବ୍ୟବସାୟ ହୋଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ରିପୋର୍ଟ ଅନୁଯାୟୀ, ଦୀପାବଳିରେ ମୋଟ ୬.୦୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ…

ବର୍ଷକରେ ୧.୬୦ ଲକ୍ଷ ଛୁଇଁବ ସୁନା, ୨.୨୪ ଲକ୍ଷ ହୋଇପାରେ ରୂପା

ନୂଆଦିଲ୍ଲୀ,୨୦।୧୦: ସୁନାର ଦାମ୍ ନୂଆ ରେକର୍ଡ ଛୁଇଁଛି। ବର୍ତ୍ତମାନ ୧୦ ଗ୍ରାମ୍ ସୁନା ୧,୩୦,୦୦୦ ଟଙ୍କା। ଧନତେରସ୍‌ରେ ୬୦,୦୦୦ କୋଟିରୁ ଅଧିକ ସୁନା-ରୂପା ବିକ୍ରି ହୋଇଛି। ନିବେଶରେ ଲାଭ ମିଳୁଛି। କାରଣ ୨୦୨୦ ଅକ୍ଟୋବରରେ ସୁନା ମୂଲ୍ୟ ୪୭,୦୦୦ ଟଙ୍କା ଥିଲା,…

ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଅଭିଯୋଗ କଲା ଚାଇନା

ନୂଆଦିଲ୍ଲୀ,୨୦।୧୦: ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି। ଏହା…

ଦୀପାବଳି ପରେ ଖସିଲା ରୂପା ଦାମ୍, କ’ଣ ଏବେ ବି ଏଥିରେ ନିବେଶ ଲାଭଦାୟକ ?

ନୂଆଦିଲ୍ଲୀ,୨୦।୧୦: ଦୀପାବଳି ବ୍ୟବସାୟ ପରେ ରୂପାର ଦାମ୍ କମିଛି। ଧନତେରସ୍ ପରେ ଗୋଟିଏ ଦିନରେ ପ୍ରତି କିଲୋରେ ୭,୦୦୦ ଟଙ୍କା ହ୍ରାସ ହୋଇଛି। ଗତ ବର୍ଷ ରୂପା ପ୍ରତି କିଲୋ ୧,୧୦,୦୦୦ ଟଙ୍କା ଥିଲା, ଏବେ ୧,୭୦,୦୦୦ରୁ ଅଧିକ। ଦକ୍ଷିଣ ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?