୧୦ ଲକ୍ଷ କୋଟି ଛୁଇଁପାରେ ଏନ୍ପିଏ
ନୂଆଦିଲ୍ଲୀ,୨୫।୪: କୋଭିଡ୍-୧୯ ମହାମାରୀ ଯୋଗୁ ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଅନାଦାୟ ଋଣ(ଏନ୍ପିଏ) ବୃଦ୍ଧି ଘଟି ୧୦ ଲକ୍ଷ କୋଟି ଟଙ୍କା ଛୁଇଁବା ନେଇ ଆଶଙ୍କା କରାଯାଇଛି। ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ କମ୍ପାନୀଗୁଡିକ ଏବେ...
ଅର୍ଥ ବ୍ୟବସ୍ଥା ଲାଗି ବିନାଶକାରୀ ଲକ୍ଡାଉନ: କ୍ରିସ ଉଡ୍
ନୂଆଦିଲ୍ଲୀ,୨୫।୪:ଭାରତ ଏବଂ ଇଣ୍ଡୋନେସିଆ ଭଳି ଦେଶଗୁଡିକ ଲାଗି ଲକ୍ଡାଉନ ବିନାଶକାରୀ। ଏହା ଦ୍ୱାରା ଅର୍ଥ ବ୍ୟବସ୍ଥା ଏବଂ ଲୋକଙ୍କର ବିଶେଷ ମଙ୍ଗଳ ସାଧନ କରି ହେବ ନାହିଁ। ଲୋକଙ୍କ ଲାଗି ନିଯୁକ୍ତି କ୍ଷେତ୍ରରେ ବିଶେଷ ସୁବିଧା ସୁଯୋଗ ନ ଥିବାରୁ...
ବିମାନ ଚଳାଚଳ କ୍ଷେତ୍ରର ୨୯ ଲକ୍ଷ ଚାକିରି ବିପଦରେ
ନୂଆଦିଲ୍ଲୀ,୨୫।୪: ଭାରତୀୟ ବିମାନ ଚଳାଚଳ କ୍ଷେତ୍ର ଏବଂ ଏହାର ଆନୁଷଙ୍ଗିକ କ୍ଷେତ୍ର ଗୁଡିକ କରୋନା ମହାମାରୀ ଯୋଗୁ ଏବେ ଚାପରେ ରହିଛନ୍ତି। ଏହି କ୍ଷେତ୍ରଗୁଡିକରେ ପ୍ରାୟ ୨୯ ଲକ୍ଷ ଚାକିରି ବିପଦରେ ରହିଛି ବୋଲି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଆସୋସିଏଶନ(ଆଇଏଟିଏ) ପକ୍ଷରୁ...
କରୋନା ଲଢେଇରେ ଡବ୍ଲ୍ୟୁଏଫ୍ଏଫ୍ ଇଣ୍ଡିଆ
ଭୁବନେଶ୍ୱର,୨୫।୪:କରୋନା ଲଢ଼େଇରେ ଡବ୍ଲ୍ୟୁଏଫ୍ଏଫ୍ ଇଣ୍ଡିଆ ପକ୍ଷରୁ ଯୋଗଦାନ ରଖାଯାଇଛି। ସ୍ମାର୍ଟ ଚିପ୍ ପ୍ରାଇଭେଟ ଲିମିଟେଡ୍ର ମିଳିତ ସହଯୋଗରେ ଡବ୍ଲ୍ୟୁଏଫ୍ଏଫ୍ ଇଣ୍ଡିଆ ପକ୍ଷରୁ ଗଞ୍ଜାମର ପୋଡ଼ମପେଟା, ଗୋଖୁରକୁଦା ଏବଂ ପୁରୁଣାବନ୍ଧ ଗ୍ରାମବାସୀଙ୍କୁ ହ୍ୟାଣ୍ଡ ସାନିଟାଇଜର, ଶିଶୁ ଖାଦ୍ୟ, ଗ୍ରସେରି ସାମଗ୍ରୀ ପ୍ରଦାନ...
ମ୍ୟୁଚୁଆଲ ଫଣ୍ଡ ବଜାର ବେହାଲ
ମୁମ୍ବାଇ,୨୫।୪: କୋଭିଡ୍-୧୯ ଯୋଗୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହେଉଥିବା ନଜରକୁ ଆସିଛି। ଫଳରେ ଏହାର ପ୍ରଭାବ ନିବେଶକଙ୍କ ଉପରେ ସିଧାସଳଖ ପଡ଼ିଛି। ଏଭଳି ସମସ୍ୟା ଲାଗି ପ୍ରମୁଖ କମ୍ପାନୀ ଫ୍ରାଙ୍କ୍ଲିନ ଟେମ୍ପଲଟନ ମ୍ୟୁଚୁଆଲ ଫଣ୍ଡ...
ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୨୫।୪: ଦେଶର ମୋଟ୍ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ଗ୍ରାମାଞ୍ଚଳରେ ଦୁଇତୃତୀୟାଂଶ ଲୋକ ବସବାସ କରୁଛନ୍ତି। ୨୦୧୬ର ବିମୁଦ୍ରୀକରଣ, ମରୁଡ଼ି ସମେତ ଅନ୍ୟ ସମସ୍ୟା ଗତ କିଛି ବର୍ଷ ଧରି ଗ୍ରାମାଞ୍ଚଳର ସ୍ଥିତିକୁ ପ୍ରଭାବିତ କରିଛି। ବର୍ତ୍ତମାନର ୪୦...
କମୁଛି ଖାଉଟିଙ୍କ ଖର୍ଚ୍ଚ, ଆଶଙ୍କାରେ ଶିଳ୍ପ
ନୂଆଦିଲ୍ଲୀ,୨୪।୪: ବିଶ୍ୱ ସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କଞ୍ଜ୍ୟୁମର ସ୍ପେଣ୍ଡିଂ ବା ଖାଉଟିଙ୍କ ଖର୍ଚ୍ଚ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଖାଉଟିଙ୍କ ଆତ୍ମବିଶ୍ୱାସ, ବେକାରି ହାର ଏବଂ ଜୀବନ ଧାରଣର ମାନ ଉପରେ ଲୋକଙ୍କର କ୍ରୟ...
ମୋରାଟୋରିୟମ ସୁବିଧା ଦେଲା ବଜାଜ ଫାଇନାନ୍ସ
ଭୁବନେଶ୍ୱର,୨୪।୪: ବଜାଜ ଫାଇନାନ୍ସ ପକ୍ଷରୁ ଏହାର ଗ୍ରାହକଙ୍କ ଲାଗି କୋଭିଡ୍-୧୯ ମୋରାଟୋରିୟମ ସୁବିଧା ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଭଲ ଟ୍ରାକ୍ ରେକର୍ଡ ଥିବା ଗ୍ରାହକଙ୍କୁ ଋଣ ପରିଶୋଧ କରିବା ଲାଗି କମ୍ପାନୀ ମହଲତ ହେଉଥିବା ସୂଚନା ଦେଇଛି। ଯେଉଁ...
କରୋନା ଯୋଦ୍ଧାଙ୍କୁ ଓଜିବିକେଏସ୍ର ସମର୍ଥନ
ଭୁବନେଶ୍ୱର,୨୪।୪: କରୋନା ବିରୋଧରେ ଲଢୁଥିବା ବ୍ୟକ୍ତିବିଶେଷଙ୍କୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ପକ୍ଷରୁ ସମର୍ଥନ କରାଯାଇଛି। କରୋନା ଯୋଦ୍ଧାଙ୍କୁ ସମର୍ଥନ ଜଣାଇ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନେ ସଲିଡାରିଡି ଡେ ପାଳନ କରିଛନ୍ତି। ଏହି ଦିବସକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ...
ତନିସ୍କ ପକ୍ଷରୁ ଅକ୍ଷୟ ତୃତୀୟା ଅନ୍ଲାଇନ
ଭୁବନେଶ୍ୱର,୨୪।୪: ତନିସ୍କ ପକ୍ଷରୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ଅନ୍ଲାଇନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ଅଫର ୨୭ ଏପ୍ରିଲ ଯାଏ ଏହାର ଇ-କମର୍ସ ପ୍ଲାଟ୍ଫର୍ମରେ ଉପଲବ୍ଧ ହେବ। କରୋନା ସ୍ଥିତି ଠିକ୍ ହେବା ପରେ ଷ୍ଟୋରରେ...
ଏଫ୍ଡିଆଇ ଲାଗି ଉତ୍କୃଷ୍ଟ ସମୟ
ଓ୍ବାଶିଂଟନ,୨୪।୪: କୋଭିଡ୍-୧୯ ଲାଗି ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି ହୋଇଛି। ଭାରତ ସମେତ ସାରା ବିଶ୍ୱ ଏବେ ଲକ୍ଡାଉନ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇ ରହିଛି। ଗ୍ରାମାଞ୍ଚଳରେ କିଛି କ୍ଷେତ୍ରକୁ ଏବେ...
ଭାରତକୁ ରେମିଟାନ୍ସ କମିବ
ଓ୍ବାଶିଂଟନ,୨୪।୪: କୋଭିଡ୍-୧୯ ଯୋଗୁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଛି। ଫଳରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ରେମିଟାନ୍ସ (ପ୍ରେରିତ ଅର୍ଥ) ୨୩% କମିବ ବୋଲି ଆଶଙ୍କା କରାଯାଉଛି। ଗତ ବର୍ଷ ବିଦେଶରେ ରହୁଥିବା ଭାରତୀୟମାନେ ଦେଶକୁ ୮୪ ବିଲିୟନ...
Archives


