ବଜାରକୁ ଆସିଲା Jawa 350ର ଲିଗାସୀ ଏଡିସନ୍, ୧.୯୯ ଲକ୍ଷ ଟଙ୍କାରେ ମିଳିବ…
ନୂଆଦିଲ୍ଲୀ,୨୩।୨: ଭାରତ ବିଶ୍ୱର ସର୍ବବୃହତ ଦୁଇଚକିଆ ଯାନ ବଜାର। ବର୍ତ୍ତମାନ ଭାରତୀୟ ଦୁଇଚକିଆ ଯାନ ବଜାର ଦ୍ରୁତ ଗତିରେ କ୍ରୁଜର ଏବଂ ଆଡଭେଞ୍ଚର ବାଇକ୍ ଆଡକୁ ଗତି କରୁଛି। ଜାୱା ୩୫୦ ଭାରତର ସବୁଠାରୁ ଲୋକପ୍ରିୟ କ୍ରୁଜର ବାଇକ ମଧ୍ୟରୁ...
ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ଦେଇ ଇତିହାସ ରଚିଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୨୩।୨: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ...
IND vs PAK: ଭାରତ ଜିତୁ କି ପାକିସ୍ତାନ, ଫଳାଫଳ ପୂର୍ବରୁ ବଡ଼ ରେକର୍ଡ କଲେ Mukesh Ambani
ନୂଆଦିଲ୍ଲୀ,୨୩।୨: ଭାରତରେ କ୍ରିକେଟ ପ୍ରତି ଲୋକଙ୍କ କ୍ରେଜ୍ ବହୁତ ଅଧିକ। ହେଲେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କଥା ଆସେ, ଏହା ଦ୍ୱିଗୁଣିତ ହୋଇଯାଏ। ରବିବାର ଉଭୟ ଦଳ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମୁକାବିଲା ଖେଳାଯାଉଛି।...
Adani Group Tax Report: ଟିକସ ଦେବାରେ ଆଦାନୀ ଆଗରେ? ରିପୋର୍ଟରେ ବଡ଼ ଖୁଲାସା
ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୫୮,୧୦୪.୪ କୋଟି ଟଙ୍କା ଟିକସ ଦେଇଛନ୍ତି। ଯାହା ୨୦୨୩ ଆର୍ଥିକ ବର୍ଷରେ ୪୬,୬୧୦.୨ କୋଟି ଟଙ୍କା ତୁଳନାରେ ୨୪.୭ ପ୍ରତିଶତ ଅଧିକ। ନିsକଟରେ ଏକ ରିପୋର୍ଟରେ ଏନେଇ ଖୁଲାସା...
ଆସିଗଲା ଉଡ଼ନ୍ତା କାର…ଏବେ ଟ୍ରାଫିକ୍ ଜାମ ସମସ୍ୟାରୁ ମିଳିବ ମୁକ୍ତି, କିଣିବାକୁ ଚାହିଁଲେ ଗଣିବେ ଏତିକି…
ନୂଆଦିଲ୍ଲୀ,୨୩।୨: ଟ୍ରାଫିକ୍ ଜାମ ସମସ୍ୟା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱର ବଡ଼ ବଡ଼ ସହରରେ ରହିଛି। ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି। କଳ୍ପନା କରନ୍ତୁ ଯଦି ଆପଣ ଟ୍ରାଫିକ ଜାମ୍ରେ ଫସି ଯାଇଛନ୍ତି...
Poorest CM: ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ? ସମ୍ପତ୍ତି ଜାଣିଲେ ଉଡିବ ହୋସ୍, ଲିଷ୍ଟରେ ମୋହନ ମାଝୀଙ୍କର ସ୍ଥାନ…
ନୂଆଦିଲ୍ଲୀ,୨୩।୨:ଭାରତରେ ପ୍ରାୟତଃ ରାଜନେତାମାନଙ୍କ ବିଷୟରେ କୁହାଯାଏ ଯେ ସେମାନଙ୍କର ବହୁତ ଟଙ୍କା ଅଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଭାରତର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ କିଏ, ଯାହାଙ୍କର ସବୁଠାରୁ କମ ସମ୍ପତ୍ତି ଅଛି? ଆଜି ଆମେ ଆପଣଙ୍କୁ ଭାରତର...
ଏହି ସରକାରୀ ବ୍ୟାଙ୍କ ଶସ୍ତା କଲା Home Car Loan, ଏଣିକି ଦେବାକୁ ପଡିବ ଏତିକି EMI
ନୂଆଦିଲ୍ଲୀ,୨୩।୨: ବ୍ୟାଙ୍କିଙ୍ଗ ନିୟାମକ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ହାର ହ୍ରାସ କରିବା ପରେ, ଦେଶର ସରକାରୀ ବ୍ୟାଙ୍କଗୁଡ଼ିକ ସୁଧ ହାର ହ୍ରାସ କରିବା ଆରମ୍ଭ କରିଛନ୍ତି। ତେବେ ଏକ ସରକାରୀ ବ୍ୟାଙ୍କ ନିଜ ଋଣ ଉପରେ ସୁଧ...
PM Kisan Yojana: ହୋଇଗଲା ସ୍ପଷ୍ଟ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା
ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ହୋଲି ପୂର୍ବରୁ ଆପଣଙ୍କ ଖାତାରେ ୨୦୦୦ ଟଙ୍କା ଜମା ହୋଇଯିବ। ଫେବୃଆରୀ ୨୪ରେ ଏହି ଟଙ୍କା ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ପିକେ ମିଶ୍ରଙ୍କଠାରୁ ଅଜିତ ଡୋଭାଲଙ୍କ ପର୍ଯ୍ୟନ୍ତ…; ଜାଣନ୍ତୁ PMOରେ ଅଛନ୍ତି କେଉଁ କେଉଁ ବଡ଼ ଅଫିସର? କାହା ପରାମର୍ଶରେ…
ନୂଆଦିଲ୍ଲୀ,୨୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବରେ ନିଯୁକ୍ତ କରାଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବରେ ଆଇଏଏସ୍ (ଅବସରପ୍ରାପ୍ତ) ଶକ୍ତିକାନ୍ତ...
Birth Certificateରେ ପରିବର୍ତ୍ତନ କିମ୍ବା ନୂଆ କରିବାକୁ ଚାହୁଁଛନ୍ତି କି? ଡେଡ୍ଲାଇନ୍ ଜାରି କଲେ ସରକାର, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୨।୨: ଜନ୍ମ ପ୍ରମାଣପତ୍ର ଭାରତରେ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକ ଭାବନ୍ତି ଯେ ଜନ୍ମ ପ୍ରମାଣପତ୍ର କେବଳ ସ୍କୁଲରେ ଦାଖଲ ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହା ସତ୍ୟ ନୁହେଁ। ଯେକୌଣସି...
PF balance: UAN ନ ଥାଇ ବି ଏଭଳି ଯାଞ୍ଚ କରିପାରିବେ ନିଜର PF ଆକାଉଣ୍ଟ ବାଲାନ୍ସ, ଜାଣନ୍ତୁ ସହଜ ଉପାୟ!
ନୂଆଦିଲ୍ଲୀ,୨୨।୨: ଯଦି ଆପଣଙ୍କର UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ନାହିଁ ଏବଂ ଆପଣ ଆପଣଙ୍କର EPF ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। EPFO ଏହାର ସଦସ୍ୟମାନଙ୍କୁ SMS ଏବଂ ମିସ୍ଡ କଲ ମାଧ୍ୟମରେ...
BMW ଭଳି ବାଇକ୍ ନିର୍ମାଣ କରିଥିବା TVSର ଫୁଲ୍ ଫର୍ମ ଜାଣନ୍ତି କି?
ନୂଆଦିଲ୍ଲୀ,୨୨।୨: ଟିଭିଏସ୍ର ଫୁଲ୍ ଫର୍ମ ହେଉଛି ଥିରୁକ୍କୁରୁଗୁଡ଼ି ଭେଙ୍ଗାରାମ ସୁନ୍ଦରମ୍। ଏହା ଟିିଭିଏସ୍ ସମୂହର ସଂସ୍ଥାପକଙ୍କ ନାମ। ୧୯୧୧ରେ ଏହି କମ୍ପାନୀର ଶୁଭାରମ୍ଭ କରାଯାଇଥିଲା। ପ୍ରଥମେ ଏହା ବସ୍ ସେବା ପ୍ରଦାନ କରୁଥିଲା। ଆରମ୍ଭରୁ TVS ସୁଜୁକି ସହ ଚୁକ୍ତି...
Archives


