ବାଣିଜ୍ୟ

ଅଶୋକ କେଏମ୍‌ବିର ନୂଆ ଏମ୍‌ଡି

ନୂଆଦିଲ୍ଲୀ,୨।୧: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ (କେଏମ୍‌ବି)ର ନୂଆ ଏମ୍‌ଡି ତଥା ସିଇଓ ଭାବେ ବରିଷ୍ଠ ବ୍ୟାଙ୍କର ଅଶୋକ ଭାସ୍‌ଓ୍ବାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଶୋକଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା। ସେ ଆସନ୍ତା...

ଡିସେମ୍ବରରେ ଟାଟା ମୋଟର୍ସର ଘରୋଇ ବିକ୍ରି ୪% ବୃଦ୍ଧି

ନୂଆଦିଲ୍ଲୀ,୨।୧: ଟାଟା ମୋଟର୍ସର ମୋଟ ଘରୋଇ ବିକ୍ରି ବର୍ଷ ତୁଳନାରେ ୪% (ବାର୍ଷିକ ଭିତ୍ତିରେ)କୁ ବୃଦ୍ଧି ଘଟିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀ ମୋଟ ୭୬,୧୩୮ୟୁନିଟ୍‌ ଯାନ ବିକ୍ରି କରିଥିଲାବେଳେ ୨୦୨୨ ଡିସେମ୍ବରରେ ଏହି ସଂଖ୍ୟା ୭୨,୯୯୭ ୟୁନିଟ୍‌ ଥିଲା ବୋଲି...

ବଫର୍ ଷ୍ଟକ୍ ପାଇଁ ୨୫,୦୦୦ ଟନ୍ ପିଆଜ କିଣିଲେଣି ସରକାର

ନୂଆଦିଲ୍ଲୀ,୧ା୧: ଘରୋଇ ଉପଲବ୍ଧତା ବୃଦ୍ଧି ତଥା ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଫର ଷ୍ଟକ୍ ବଜାୟ ରଖିବା ଏବଂ ବଜାରରେ ହସ୍ତକ୍ଷେପ କରିବା ପାଇଁ ବିପୁଳ ପରିମାଣରେ ପିଆଜ କ୍ରୟ କରୁଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର...

ଫେରିଲାଣି ୯୭.୩୮ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ

ନୂଆଦିଲ୍ଲୀ,୧ା୧(ପି.ଟି): ୨୦୨୩ ମେ ମାସ ୨୦ ତାରିଖରେ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର ଲରିବାକୁ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଘୋସଣା ସମୟରେ ୨,୦୦୦ ବ୍ୟାଙ୍କ ନୋଟ୍ ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଥିଲା, ଯାହା...

୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ ନଥିବା ଜଣାପଡିଛି। ମହାରାଷ୍ଟ୍ର ରାଜ୍ୟ ପାଇଁ ଏହି ଜିଏସ୍‌ଟି ସହିତ ସୁଧ...

ଡିସେମ୍ବରରେ ୧.୬୫ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ କଲେ ଭାରତ ସରକାର, ଓଡ଼ିଶାର ନୂଆ ରେକର୍ଡ

ଭୁବନେଶ୍ୱର,୧।୧: ଡିସେମ୍ବର ୨୦୨୩ରେ ୧.୬୫ ଲକ୍ଷ କୋଟି ଟଙ୍କା ହୋଇଛି ଜିଏସ୍‌ଟି ସଂଗ୍ରହ। ସୋମବାର କେନ୍ଦ୍ର ଅର୍ଥ ମନ୍ତ୍ରାଳାୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ ଡିସେମ୍ବର ତୁଳନାରେ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ଚଳିତବର୍ଷ...

ଆଦୌ ଡାଉନଲୋଡ୍‌ କରନ୍ତୁ ନାହିଁ ଏହିସବୁ ଆପ୍‌: ନରେତ୍‌ ଠକାମିର ହେବେ ଶିକାର

ସମୟ ସହିତ ସାଇବର ଅପରାଧର ପଦ୍ଧତି ମଧ୍ୟ ହାଇ-ଟେକ ହୋଇଯାଉଛି। ପୂର୍ବରୁ ସାଇବର ଠକମାନେ ଫୋନ କଲ କରି ଲୋକଙ୍କୁ ଠକୁଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ବହୁ ପରିମାଣରେ ଟେକ୍ନୋଲୋଜି ବ୍ୟବହାର କରି ଠକିବା ଆରମ୍ଭ କରିଦେଇଛନ୍ତି। ଜାଲ୍‌...

ନୂଆବର୍ଷରୁ ବଦଳିଲା ସିମ କାର୍ଡ-ବ୍ୟାଙ୍କିଙ୍ଗ-ଆଧାର ନିୟମ…

ନୂଆଦିଲ୍ଲୀ,୧।୧ : ନୂଆବର୍ଷ ୨୦୨୪ ଆରମ୍ଭ ହୋଇଛି। ନୂଆବର୍ଷରେ, ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ଇନକମ ଟ୍ୟାକ୍ସ ରିଟର୍ନ (ଆଇଟିଆର), ସିମ କାର୍ଡ ସହିତ ଜଡିତ ଥିବା ନିୟମରେ ପରିବର୍ତ୍ତନ କରାଯାଇଛି।...

ନୂଆବର୍ଷରେ ଗ୍ରାହକଙ୍କୁ ଉପହାର: କମିଲା ସିଲିଣ୍ଡର ଦାମ…

ନୂଆବର୍ଷ,୧।୧ : ସରକାରୀ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କୁ ନୂଆବର୍ଷର ଉପହାର ଦେଇଛନ୍ତି। ଇଣ୍ଡିଆନ ଅଏଲ (ଆଇଓସି), ଭରତ ପେଟ୍ରୋଲିୟମ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (ଏଚପିସିଏଲ) ଭଳି ସରକାରୀ ତୈଳ କମ୍ପାନୀ ନୂଆବର୍ଷର ପ୍ରଥମ ଦିନରୁ ହାଲୱାଇ ସିଲିଣ୍ଡର ନାମରେ...

ଅଶୋଧିତ ତୈଳ ବ୍ୟବହାରରେ ଚାଇନାକୁ ପଛରେ ପକାଇବ ଭାରତ

ଭୁବନେଶ୍ୱର, ୧।୧(ଅନୁରାଧା ମହାରଣା): ଦେଶରେ ତୈଳ ବ୍ୟବହାରରେ ଦ୍ରୁତ ବୃଦ୍ଧି କାରଣରୁ ଅଶୋଧିତ ତୈଳ ବ୍ୟବହାର କ୍ଷେତ୍ରରେ ଭାରତ ଚାଇନାକୁ ପଛରେ ପକାଇବାକୁ ଯାଉଛି। ଦେଶରେ ୨୦୨୨-୨୩ ବର୍ଷରେ ପେଟ୍ରୋଲ ବ୍ୟବହାର ୧୩.୪ ପ୍ରତିଶତ ଏବଂ ଡିଜେଲ ବ୍ୟବହାର ୧୨.୧...

୨୦୨୩ରେ ଗାଡ଼ି ବିକ୍ରି ୧୧% ବୃଦ୍ଧି

ନୂଆଦିଲ୍ଲୀ,୧।୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଡ଼ି ବିକ୍ରି( ଅଟୋ ସେଲ୍‌ସ) ରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଏପରିକି ପ୍ରି-କୋଭିଡ୍‌ ଲେବଲକୁ ବାର୍ଷିକ ଯାନ ବିକ୍ରୟ ସଂଖ୍ୟା ଯାଉଥିବାବେଳେ ବାହାନ୍‌ ପୋର୍ଟାଲରେ ଉପଲବ୍ଧ ତଥ୍ୟ...

ବର୍ଷକରେ ପାଖାପାଖି ୧୦ ହଜାର କଣ୍ଡୋମ୍‌ ଅର୍ଡର କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲା କମ୍ପାନୀ

ନୂଆଦିଲ୍ଲୀ,୩୧।୧୨: ବ୍ୟବସାୟ ଦୁନିଆରେ ସବୁବେଳେ କିଛି ରୋଚକ ଘଟଣା ଘଟେ। ନିକଟରେ ଅନଲାଇନ୍‌ ଷ୍ଟୋର କମ୍ପାନୀ ବ୍ଲିଙ୍କିଟ ୨୦୨୩ରେ ବିଭିନ୍ନ ସହରରୁ ମିଳିଥିବା ଅର୍ଡର ତାଲିକାକୁ ଏକ ନିଆରା ଢଙ୍ଗରେ ପ୍ରକାଶ କରିଛି। ବିଭିନ୍ନ ସ୍ଥାନରେ ଏହି ଅର୍ଡରଗୁଡିକର ବିଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri