ନୂଆ ଉଚ୍ଚତା ଛୁଇଁଲା ସେନସେକ୍ସ-ନିଫ୍ଟି; ଗୋଟିଏ ଦିନରେ ନିବେଶକ କମେଇଲେ ଏତିକି ଟଙ୍କା
ମୁମ୍ବାଇ,୨୬।୬: ଶୁକ୍ରବାର ଭାରତୀୟ ଷ୍ଟକ ମାର୍କେଟ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ୨୦୨୫ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମେଟାଲ ସେକ୍ଟର ଷ୍ଟକ ଏହି ଉତ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଆର୍ଥିକ ଓ ବ୍ୟାଙ୍କିଙ୍ଗ ସେକ୍ଟର ହେଭିୱେଟ ଷ୍ଟକମାନେ ମଧ୍ୟ…
ହାତ ମିଶାଇଲେ ଅମ୍ବାନୀ-ଆଦାନି : ଭାରତରେ ଇନ୍ଧନ ଉପଲବ୍ଧତା ବିସ୍ତାର ପାଇଁ ଐତିହାସିକ ପଦକ୍ଷେପ
ମୁମ୍ବାଇ,୨୫ା୬: ଭାରତରେ ଇନ୍ଧନ ଖୁଚୁରା ବ୍ୟବସାୟକୁ ନୂତନ ଉଚ୍ଚତାକୁ ଲାଗି ଆଦାନୀ ଟୋଟାଲ ଗ୍ୟାସ ଲିମିଟେଡ (ATGL) ଏବଂ ଜିଓ-ବିପି (ରିଲାଏନ୍ସ ବିପି ମୋବିଲିଟି ଲିମିଟେଡର ବ୍ରାଣ୍ଡ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ଚୁକ୍ତି ସ୍ଥିର ହୋଇଛି। ଏହି ରଣନୈତିକ ସହଯୋଗ…
ନୂଆ କଲର୍-ଡିଜାଇନ୍ ସହ ଲଞ୍ଚ ହେବ iPhone ୧୭; କ’ଣ ବଢ଼ିଯିବ ଦାମ୍? ଜାଣନ୍ତୁ ସବୁକିଛି…
ନୂଆଦିଲ୍ଲୀ,୨୪।୬: ଆପଲ ଆଇଫୋନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। କାରଣ ନୂତନ ଆଇଫୋନ ସିରିଜ ଲଞ୍ଚ ହେବାକୁ ଆଉ ୨ ମାସରୁ କମ ସମୟ ବାକି ଅଛି। ଏହି ଟେକ ଜାଏଣ୍ଟ ଚଳିତ ବର୍ଷ ସେପ୍ଟେମ୍ବର ୨୦୨୫ରେ ଏହାର…
ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ଟ୍ରମ୍ପଙ୍କ ଡିଲ୍କୁ ମନା କରିଦେଲେ ମୋଦି!
ନୂଆଦିଲ୍ଲୀ,୨୪।୬: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି। ଆମେରିକା ଭାରତରେ ମକା ଏବଂ ସୋୟାବିନ ଭଳି କୃଷି ଉତ୍ପାଦ ଉପରେ କମ ଶୁଳ୍କ ଦାବି କରୁଛି, କିନ୍ତୁ ଭାରତ ସରକାର ଏଥିପାଇଁ…
EPFOର ବଡ଼ ଘୋଷଣା! ୫ ଲକ୍ଷ ପର୍ଯ୍ୟନ୍ତ ମିଳିବ ଆଡଭାନ୍ସ, ଏତିକି ଘଣ୍ଟାରେ ଖାତାକୁ ଯିବ ଟଙ୍କା
ନୂଆଦିଲ୍ଲୀ,୨୪।୬: EPFO ସଦସ୍ୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର। ଏବେ ଯଦି ଆପଣ ଆପଣଙ୍କର PF ପାଣ୍ଠିରୁ ଆଡଭାନ୍ସ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସରକାର ଅଟୋ ସେଟେଲମେଣ୍ଟ ଲିମିିଟକୁ ୧ ଲକ୍ଷ…
ଭାରତୀୟ ସେନାକୁ DRDO ଦ୍ୱାରା ବିକଶିତ ୪.୨୫ ଲକ୍ଷ CQB କାର୍ବାଇନ ଯୋଗାଇବ ଏହି କମ୍ପାନୀ, ଜିତିଲା ବିଡ୍
ନୂଆଦିଲ୍ଲୀ,୨୩।୬: ଭାରତୀୟ ସେନାର ଆଧୁନିକୀକରଣ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ମଜବୁତ କରି ରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ୫.୫୬x୪୫ ମିମି କ୍ଲୋଜ୍ କ୍ୱାର୍ଟର ବ୍ୟାଟଲ (CQB) କାର୍ବାଇନ ଯୋଗାଣ ପାଇଁ ଭାରତ ଫୋର୍ଜ…
ଯୁଦ୍ଧ ମଧ୍ୟରେ ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବଡ଼ ନିଷ୍ପତି ନେଲା ମଧ୍ୟପ୍ରାଚ୍ୟର ଏହି ଦେଶ…
ନୂଆଦିଲ୍ଲୀ,୨୩ା୬: ଓମାନ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ଦେଶ ଭାବେ ଆୟକର ଲାଗୁ କରିବାକୁ ଯାଉଛି, ଯାହା ତେଲ ଉପରେ ନିର୍ଭରଶୀଳତା ହ୍ରାସ କରି ସରକାରୀ ରାଜସ୍ୱର ନୂଆ ଉତ୍ସ ସୃଷ୍ଟି କରିବାରେ ଏକ ଐତିହାସିକ ପଦକ୍ଷେପ। ଏହି ନିଷ୍ପତ୍ତି ଓମାନର…
୩,୦୦୦ ଟଙ୍କାରେ ବାର୍ଷିକ FASTag ପାସ୍: କିପରି ଆକ୍ଟିଭ କରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂଆଦିଲ୍ଲୀ,୨୨ା୬: ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ (MoRTH) ରାଷ୍ଟ୍ରୀୟ ରାଜମାର୍ଗରେ ଯାତ୍ରାକୁ ସହଜ ଓ କମ୍ ଖର୍ଚ୍ଚଯୁକ୍ତ କରିବା ପାଇଁ ଏକ ନୂଆ FASTag-ଭିତ୍ତିକ ବାର୍ଷିକ ପାସ୍ ଯୋଜନା ଘୋଷଣା କରିଛି। ଏହି ଯୋଜନା ଅନୁଯାୟୀ, ମାତ୍ର…
ବଜାରରେ କେଟିଏମ୍ ୩୯୦ ଆଡ୍ଭେଞ୍ଚର ଏକ୍ସ, ଏହାର ଦାମ୍ ରହିଛି…
ଭୁବନେଶ୍ୱର,୨୨।୬(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍ ବ୍ରାଣ୍ଡ ତଥା କେଟିଏମ୍ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ‘କେଟିଏମ୍ ୩୯୦ ଆଡ୍ଭେଞ୍ଚର ଏକ୍ସ’ର ଅନାବରଣ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଆର୍ଏମ୍ ମୋଟର୍ସ ସମ୍ବଲପୁର ଶୋ’ରୁମ୍ ପକ୍ଷରୁ…
ଟଙ୍କାଟିଏ ନ ଦେଇ ଅପ୍ଗ୍ରେଡ୍ କରନ୍ତୁ ଟ୍ରେନ୍ ଟିକେଟ, ସ୍ଲିପର ଦାମ୍ରେ ମିଳିବ ACର ମଜା! ଜାଣନ୍ତୁ କିଭଳି…
ନୂଆଦିଲ୍ଲୀ,୨୧।୬: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏଥିପାଇଁ ପ୍ରତ୍ୟେହ ହଜାର ହଜାର ଟ୍ରେନ ଚାଲିଥାଏ, ଯାହା ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯାଏ। ବିଶେଷକରି ଗ୍ରୀଷ୍ମ ଋତୁରେ ଯଦି କେହି ଏକ ଲମ୍ବା ଯାତ୍ରାରେ, ପ୍ରତ୍ୟେକ ଯାତ୍ରୀ…
ବର୍ଷେଯାଏ ସବୁ ଫ୍ରି, ମାତ୍ର ଏତିକି ଟଙ୍କାରେ ମିଳିବ ମାଗଣା କଲିଂ ସହ 600 GB ଡାଟା
ଯେବେଠାରୁ ଘରୋଇ ଟେଲିକମ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ପ୍ଲାନଗୁଡ଼ିକୁ ମହଙ୍ଗା କରିଛନ୍ତି, ସେବେଠାରୁ ଉପଭୋକ୍ତାମାନେ BSNL ଆଡକୁ ମୁହାଁଇଛନ୍ତି। କାରଣ BSNL ହେଉଛି ଏକମାତ୍ର କମ୍ପାନୀ ଯାହା କମ ମୂଲ୍ୟରେ ଅଧିକ ଲାଭ ଦେଉଛି। ସମ୍ପ୍ରତି, କମ୍ପାନୀ ଏହାର ପରବର୍ତ୍ତୀ ଜେନେରେସନ…
କ୍ଷୀର ଦାମ୍ ବଢ଼ିଲା, ଜାଣନ୍ତୁ ଲିଟର ପିଛା କେତେ…
ଭୁବନେଶ୍ୱର,୨୧ା୬: ଓମଫେଡ୍ କ୍ଷୀର ଦାମ୍ ବଢ଼ିଛି। ବଜାରକୁ ଏବେ ଏହାର ନୂଆ ଦର ଆସିଛି। ପ୍ରିମିୟମ ଓ ଟୋନେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ଏନେଇ…
Archives


