ଟ୍ରମ୍ପଙ୍କ ୧୦୦% ଟାରିଫ୍ ଇମ୍ପାକ୍ଟ, ଭୁସୁଡ଼ିଲା ଫାର୍ମା ଷ୍ଟକ୍
ମୁମ୍ବାଇ,୨୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ରାଣ୍ଡେଡ୍ ଔଷଧ ଆମଦାନୀ ଉପରେ ୧୦୦% ଟାରିଫ୍ ଲଗାଇବା ଘୋଷଣା ପରେ ଭାରତୀୟ ଶେୟାର ବଜାର ପଞ୍ଚମ ଦିନ ପାଇଁ ତଳମୁହଁ ହୋଇଛି। ଫାର୍ମା ଷ୍ଟକ୍ଗୁଡ଼ିକ ଏହି ପତନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।…
ଭାରତର ଔଷଧ ଉଦ୍ୟୋଗକୁ ବଡ଼ ଝଟକା, ୧୦୦% ଟାରିଫ୍ ଲଗାଇଲେ ଟ୍ରମ୍ପ
ନୂଆଦିଲ୍ଲୀ,୨୬।୯: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟେଡ୍ ଔଷଧର ଆମଦାନୀ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି। ଏହା ୨୦୨୫ ଅକ୍ଟୋବର ୧ ଠାରୁ କାର୍ଯ୍ୟକାରୀ ହେବ। ଅମେରିକା ସହ ବ୍ୟବସାୟରେ ଅତ୍ୟନ୍ତ ନିର୍ଭରଶୀଳ…
ଆପଣଙ୍କ ପାଖରେ ୨ଟି କ୍ରେଡିଟ୍ କାର୍ଡ ଅଛି କି? ମିଳିବ ଏହି ୫ ଲାଭ, ଜାଣନ୍ତୁ କିଭଳି…
ନୂଆଦିଲ୍ଲୀ,୨୫।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ନୂଆ ତଥ୍ୟ ଅନୁଯାୟୀ, ୨୦୨୫ ଜୁଲାଇରେ ଦେଶରେ ମୋଟ କ୍ରେଡିଟ କାର୍ଡ ଖର୍ଚ୍ଚ ୧.୯୩ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଜୁନ ୨୦୨୫ରେ ୧.୮୩ ଲକ୍ଷ କୋଟି ଟଙ୍କା ହୋଇଥିଲା।…
୪ ବର୍ଷ ମଧ୍ୟରେ ପ୍ରଥମଥର ଦେଶରେ ଘଟିଲା ଏମିତି…ଚାଇନା-ଆମେରିକା ଲାଗିବ ଝଟ୍କା
ନୂଆଦିଲ୍ଲୀ,୨୫।୯: ଭାରତୀୟ ଅର୍ଥନୀତି ପାଇଁ ଆଶ୍ୱସ୍ତିକର ଖବର ରହିଛି। କାରଣ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ (FDI) ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରେକର୍ଡ ସ୍ତରରେ ପହଞ୍ଚିଛି। କିଛି ଦିନ ପୂର୍ବରୁ, ଆମେରିକୀୟ ଏଜେନ୍ସି S&P ଗ୍ଲୋବାଲ ଭାରତର…
ବ୍ୟାଙ୍କ ଲକର୍ରେ ରଖିଛନ୍ତି କି ସୁନା? ଚୋରି କି ନଷ୍ଟ ହେଲେ କିଏ ଦାୟୀ, କ’ଣ କୁହେ RBI ନିୟମ…
ନୂଆଦିଲ୍ଲୀ,୨୫।୯: ସାଧାରଣତଃ ଲୋକମାନେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଲକରରେ ମୂଲ୍ୟବାନ ଜିନିଷ ରଖିଥାନ୍ତି। କିନ୍ତୁ ବ୍ୟାଙ୍କର ଅବହେଳା, ଚୋରି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଯଦି ଆପଣଙ୍କ ଜିନିଷ ଲକରରୁ ଗାୟବ ହୋଇଯାଏ, ତେବେ କିଏ ଦାୟୀ ହେବ ଏବଂ…
୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୯: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା ସହିତ ଏହି ସଞ୍ଚୟରୁ ଆପଣ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଏବଂ ବାର୍ଷିକ…
ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା
ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା): ଭାରତ ସାମୁଦ୍ରିକ ସପ୍ତାହ-୨୦୨୫(ଆଇଏମ୍ଡବ୍ଲ୍ୟୁ) ପାଳନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରଠାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ରୋଡ୍-ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଭୁବନେଶ୍ୱରରେ ଇଣ୍ଡିଆନ ମେରିଟାଇମ୍ ସେକ୍ଟରର ପରିବର୍ତ୍ତନକୁ ନାଭିଗେଟ୍ କରିବା: ଭଲ୍ୟୁମ୍ରୁ ଭିଜନକୁ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଶିଳ୍ପ…
ପୋଷ୍ଟ ଅଫିସର ଜବରଦସ୍ତ ପ୍ଲାନ୍: ଏହି ସେଭିଂ ସ୍କିମ୍ରେ ନିବେଶ କରି ମାସକୁ ପାଆନ୍ତୁ ୯୦୦୦ ଟଙ୍କା, ଦରମା ଭଳି…
ନୂଆଦିଲ୍ଲୀ,୨୪।୯: ଯଦି ଆପଣ ଏପରି ଏକ ବିନିଯୋଗ ମାଧ୍ୟମ ଖୋଜୁଛନ୍ତି ଯେଉଁଠାରୁ ଆପଣଙ୍କୁ ମାସିକ ଆୟ ମିଳିପାରିବ, ତେବେ ଆମେ ଆପଣଙ୍କୁ ଡାକଘରର ଏକ ଦମ୍ଦାର ଯୋଜନା ବିଷୟରେ କହୁଛୁ। ଏହି ଯୋଜନାର ନାମ ହେଉଛି ଡାକଘର ମାସିକ ଆୟ ଯୋଜନା…
Flipkartରେ ଜିନିଷ ବିକି କମାଇପାରିବେ ଟଙ୍କା, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…
ନୂଆଦିଲ୍ଲୀ,୨୪।୯: ଯଦି ଆପଣ ଚାକିରି କରନ୍ତି କିମ୍ବା ବ୍ୟବସାୟ ଚଳାଉଥାନ୍ତି, ତେବେ ଆପଣ ହୁଏତ କୌଣସି ସମୟରେ ଅନଲାଇନ ବ୍ୟବସାୟ ଆରମ୍ଭ କରିବା କିମ୍ବା ଅନଲାଇନ ସାମଗ୍ରୀ ବିକ୍ରି କରିବା ବିଷୟରେ ଚିନ୍ତା କରିଥିବେ। ତେବେ ଏହି ସମୟରେ Flipkart ଭଳି…
୨୫ ଲକ୍ଷ ମହିଳାଙ୍କୁ ଫ୍ରି’ LPG କନେକ୍ସନ: ଜାଣନ୍ତୁ କେମିତି କରିପାରିବେ ଆବେଦନ
ନୂଆଦିଲ୍ଲୀ,୨୪।୯: GST ପରେ, ଭାରତ ସରକାର ଏବେ ଗରିବ ମହିଳାଙ୍କୁ ଏକ ନୂତନ ଉପହାର ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୨.୫ ନିୟୁତ ଗରିବ ମହିଳାଙ୍କୁ ଅତିରିକ୍ତ ମାଗଣା LPG…
ନୂଆ ରେକର୍ଡ: ପୁଣି ଖସିଲା ଟଙ୍କା
ମୁମ୍ବାଇ,୨୪ା୯:ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୪୭ ପଇସା ହ୍ରାସ ପାଇ ୮୮ ଟଙ୍କା ୭୫ ପଇସାରେ ପହଞ୍ଚତ୍ଛି। ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଲାଗିରହିଥିବାବେଳେ ଆମେରିକାର ଏଚ୍-୧ବି…
ଘରେ କେତେ ନଗଦ ଟଙ୍କା ରଖିପାରିବେ? ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୨୩ା୯: ଡିଜିଟାଲ ପେମେଣ୍ଟର ଯୁଗ ସତ୍ତ୍ବେ ଅନେକ ଲୋକେ ଘରେ ନଗଦ ଟଙ୍କା ରଖି ଲେଣଦେଣ କରନ୍ତି। କିନ୍ତୁ ଆୟକର ବିଭାଗର ଚଢ଼ାଉ ସମୟରେ ଘରେ ନଗଦ ରଖିବାର ଆଇନଗତ ସୀମା ନେଇ ପ୍ରଶ୍ନ ଉଠେ। ଆୟକର ବିଭାଗ ଅନୁଯାୟୀ, ଘରେ…
Archives


