ବାଣିଜ୍ୟ

ଦଶ ହଜାର ନିଯୁକ୍ତି ଦେବ ଟେସ୍‌ଲା

ନୂଆଦିଲ୍ଲୀ,୫।୪: ବିଶ୍ୱର ପ୍ରମୁଖ କମ୍ପାନୀ ଟେସ୍‌ଲା ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ। କମ୍ପାନୀର ସିଇଓ ଏଲନ ମସ୍କ ରବିବାର ଟୁଇଟର ଯୋଗେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆଗାମୀ ୨୦୨୨ ମଧ୍ୟରେ ଏଭଳି ନିଯୁକ୍ତି ଦିଆଯିବ। ସବୁଠାରୁ...

ବିମାନବନ୍ଦରରୁ ୧.୨ କୋଟିର ସୁନା ଜବତ

ମାଙ୍ଗାଲୁରୁ,୪।୪:  କର୍ନାଟକର ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶନିବାର ପ୍ରାୟ ୧.୨ କୋଟି ଟଙ୍କାର ସୁନା ଜବତ ହୋଇଛି। ବିମାନରେ ଆସିଥିବା ୩ଜଣ ଯାତ୍ରୀଙ୍କ ପାଖରୁ କଷ୍ଟମ ବିଭାଗ ଏହା ଜବତ କରିଛି। ଜବତ ସୁନାର ମୂଲ୍ୟ ପ୍ରାୟ ଏକକୋଟି ହେବ...

ସୁକିନ୍ଦା ଆଇଟିଆଇରୁ ୫୩ ପିଲା ମନୋନୀତ

ଭୁବନେଶ୍ୱର,୪।୪: ବିଆଇପିଏଫ୍‌ ସୁକିନ୍ଦା ଆଇଟିଆଇରୁ ୫୩ ଜଣ ପିଲା କ୍ୟାମ୍ପସ ଚୟନ ହୋଇଛନ୍ତି। ୨୦୧୮-୨୦ ବ୍ୟାଚ୍‌ର ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବହୁରାଷ୍ଟ୍ରୀୟ କମ୍ପାନୀ ଏଲ ଆଣ୍ଡ ଟି ପକ୍ଷରୁ ଆୟୋଜିତ କ୍ୟାମ୍ପସ ଚୟନରେ ଫିଟରରୁ ୩୨ ଜଣ ଏବଂ ଇଲେକ୍ଟ୍ରିକାଲରୁ ୨୧ ଜଣଙ୍କୁ...

ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ

ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍‌ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ରୁ ଊର୍ଦ୍ଧ୍ୱ ପଣ୍ୟ କାରବାର କରିବାର ରେକର୍ଡ ହାସଲ କରିଛି ବୋଲି ଗୁରୁବାର ଏକ...

ସେପ୍ଟେମ୍ବର ୩୦ଯାଏ ବଢ଼ିଲା ଅଟୋ ଡେବିଟ ପେମେଣ୍ଟ

ନୂଆଦିଲ୍ଲୀ:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୁଧବାର ଅଟୋ ଡେବିଟ୍‌ ପେମେଣ୍ଟ ସୁବିଧାକୁ ପୂର୍ବ ପରି ବଳବତ୍ତର ରଖିଛନ୍ତି। ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁହେବାକୁ ନୂଆ ନିୟମକୁ କେନ୍ଦ୍ରୀୟ ବ୍ୟାଙ୍କ୍‌ ବର୍ତ୍ତମାନ କିଛି ମାସ ଲାଗି ରୋକ୍‌ ଲଗାଇଛନ୍ତି।...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୦.୫୩ %

ଭୁବନେଶ୍ୱର:  ଦେଶର ବିଭିନ୍ନ ବର୍ଗର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ସୂଚୀ ଅନୁସାରେ ୨୦୨୧ ଜାନୁୟାରୀରେ ଏହା ୧୧୮.୨ ପଏଣ୍ଟ ରହିଥିଲା। ଫେବୃୟାରୀରେ ଏହା ୦.୮% ବୃଦ୍ଧି ପାଇ ୧୧୯.୦ ପଏଣ୍ଟରେ ରହିଛି।...

୬୨୭ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ:  ବୁଧବାର ଭାରତୀୟ ପୁଞ୍ଜିବଜାର ପୁଣି ଥରେ ପ୍ରଭାବିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୬୨୭ ପଏଣ୍ଟ (୧.୨୫%) ହ୍ରାସ ହେବା ଫଳରେ ଏହା ୪୯,୫୦୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୧୫୪...

ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ବନ୍ଦ ! ଜରୁରୀ କାମ ଥିଲେ ଶୀଘ୍ର ସାରିଦିଅନ୍ତୁ

ନୂଆଦିଲ୍ଲୀ,୩୧।୩: ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ। ଏହାପରଠାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ହେଲେ ଆସନ୍ତା ମାସର ୩୦ ଦିନରୁ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏଥିଯୋଗୁ ଯଦି ଏପ୍ରିଲରେ ବ୍ୟାଙ୍କିଂ...

ପେଟ୍ରୋଲ ୨୨, ଡିଜେଲ ୨୬ ପଇସା ହ୍ରାସ

ଭୁବନେଶ୍ୱର,୩୧।୩: ଗୋଟିଏ ସପ୍ତାହ ମଧ୍ୟରେ ଲଗାତର ତୃତୀୟ ଥର ଲାଗି ତେଲ ଦର ହ୍ରାସ ହୋଇଛି। ମଙ୍ଗଳବାର ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ଦର ୨୬ ପଇସା କମିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୯୧.୨୮...

ବିଟ୍‌ କଏନ କାରବାର ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ନିବେଶକ କମ୍ପାନୀ

ନୂଆଦିଲ୍ଲୀ,୨୮। ୩: ସାରା ବିଶ୍ୱରେ ବିଟ୍‌ କଏନର କାରବାର କାୟାବିସ୍ତାର କରିଚାଲିଛି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ଶେଷରେ ବିଟ୍‌ କଏନ (କ୍ରିପ୍ଟୋ କରେନ୍ସି)ର କାରବାରକୁ ଦେଶରେ ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର...

ଏପ୍ରିଲରୁ ମହଙ୍ଗା ହେବ ଗାଡ଼ି

ନୂଆଦିଲ୍ଲୀ,୨୮। ୩:  କରୋନା ମହାମାରୀ ଯୋଗୁ ଅଟୋମୋବାଇଲ ଶିଳ୍ପ ବ୍ୟାପକ ଭାବରେ ପ୍ରଭାବିତ ହୋଇଛନ୍ତି। ମହାମାରୀ କାରଣରୁ ଉତ୍ପାଦନ ଏବଂ ଆବଶ୍ୟକ ସାମଗ୍ରୀର ଘୋର ସଙ୍କଟ ମଧ୍ୟ ଦେଖାଦେଇଛି। ସେହିଭଳି ସରକାରଙ୍କ ପରିବହନ ପ୍ରତିବନ୍ଧକ ଯୋଗୁ ବିଦେଶରୁ କୌଣସି ସାମଗ୍ରୀ ଠିକ୍‌...

ଏବେ ପେଟ୍ରୋଲ,ଡିଜେଲରେ ଜିଏସ୍‌ଟି ସମ୍ଭବ ନୁହେଁ

ମୁମ୍ବାଇ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି) ପରିସରକୁ ଆଣିବା ସମ୍ଭବ ନୁହେଁ। ଏଥିପାଇଁ ୧୦ ବର୍ଷ ସମୟ ଲାଗିଯିବ ବୋଲି ଭାଜପା ନେତା ସୁଶୀଲ କୁମାର ମୋଦି ବୁଧବାର କହିଛନ୍ତି। ଯଦି ତେଲରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri