ବାଣିଜ୍ୟ

ୟୁବିଓଆଇର ‘ୟୁନିୟନ ମୁସ୍କାନ୍‌’

ଭୁବନେଶ୍ୱର,୭।୬: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଓଆଇ)ର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ୟୁନିୟନ ମୁସ୍କାନ୍‌’ ଆୟୋଜିତ ହୋଇଯାଇଛି। ବିଶେଷକରି ସମ୍ବଲପୁର ଅଞ୍ଚଳର କୁନି କୁନି ପିଲା ଏବଂ ସେମାନଙ୍କ ଅଭିଭାବକମାନଙ୍କ ପାଇଁ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ…

ଜେଏସ୍‌ଏଲ୍‌ର ପ୍ଲାଷ୍ଟିକବର୍ଜ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୭।୬: ଭାରତର ବୃହତମ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦକ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜେଏସ୍‌ଏଲ୍‌ର କର୍ପୋରେଟ କାର୍ଯ୍ୟାଳୟ ସହିତ ହିସାର ଏବଂ ଯାଜପୁର ସ୍ଥିତ ପ୍ଳାଣ୍ଟ ପରିସରରେ ମଧ୍ୟ…

ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଉନ୍ନତ ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର,୭।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ବିଶ୍ୱବିଦ୍ୟାଳୟକୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସ୍ବୀକୃତି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍‌…

ହୋଣ୍ଡାର ନ୍ୟୁ ଓ୍ବାର୍ଲଡ ଏସ୍‌ୟୁଭି ‘ଏଲିଭେଟ୍‌’ ଉନ୍ମୋଚିତ

ନୂଆଦିଲ୍ଲୀ,୭।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ କାର ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ଓ୍ବାର୍ଲଡ ଏସ୍‌ୟୁଭି ‘ଏଲିଭେଟ୍‌’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି।…

ଭାରତ ଏକ ସଫଳ ବିକାଶୀଳ ଘରୋଇ ଫାର୍ମା ଇଣ୍ଡଷ୍ଟ୍ରିର ଉଦାହରଣ: ୟୁନିସେଫ…

ନୂଆଦିଲ୍ଲୀ,୬।୬ : ୟୁନିସେଫର ଜଣେ ବରିଷ୍ଠ ଅଧିକାରୀ ଭାରତର ଘରୋଇ ଫାର୍ମା ଶିଳ୍ପରେ ଘଟୁଥିବା ବିକାଶକୁ ପ୍ରଶଂସା କରିଛନ୍ତି। ୟୁନିସେଫର ସ୍ବାସ୍ଥ୍ୟ ଜରୁରୀକାଳୀନ କୌଶଳ ଏବଂ ଭାଗିଦାରୀ କେନ୍ଦ୍ରର ବରିଷ୍ଠ ପରିଚାଳକ ତାରା ଏଲ ପ୍ରସାଦ କହିଛନ୍ତି ଘରୋଇ ଫାର୍ମା ଶିଳ୍ପରେ…

୪ ବର୍ଷ ମଧ୍ୟରେ ୫ ଲକ୍ଷ ସେଲ୍‌ଟସ୍‌ ବିକ୍ରି

ନୂଆଦିଲ୍ଲୀ,୬।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆର ପ୍ରିମିୟମ ଏସ୍‌ୟୁଭି ସେଲ୍‌ଟସ୍‌ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି ବିଗତ ୪ବର୍ଷ (୪୬ ମାସ) ମଧ୍ୟରେ ୫ଲକ୍ଷ ସେଲ୍‌ଟସ୍‌ ବିକ୍ରି ସହ ଏକ ମାଇଲଖୁଣ୍ଡ ସ୍ଥାପନ କରିଛି। ଉଲ୍ଲେଖଯୋଗ୍ୟ, ୨୦୧୯…

ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ବ୍ୟାପକ ସହାୟତା

ଭୁବନେଶ୍ୱର,୬।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିର ସାମାଜିକ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏକ ୧୦ସୂତ୍ରୀ କାର୍ଯ୍ୟକ୍ରମ ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ପୀଡ଼ିତ ଲୋକମାନଙ୍କ ଲାଗି ଘୋଷଣା କରାଯାଇଛି। ଫାଉଣ୍ଡେଶନ ବିଭିନ୍ନ ପ୍ରକାର ରିଲିଫ୍‌ ପଦକ୍ଷେପ ଯଥା ଆସନ୍ତା ୬ମାସ ପର୍ଯ୍ୟନ୍ତ…

ମେ’ରେ ହିରୋର ୫,୧୯,୪୭୪ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୬।୬: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ୨୦୨୩ ମେ ମାସରେ ୫,୧୯, ୪୭୪ ୟୁନିଟ୍‌ ମୋଟର ସାଇକେଲ ବିକ୍ରି କରିଛି। ଏପରିକି ୨୦୨୨ ମେ’ ମାସ ତୁଳନାରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୭% ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୨…

ହୋଣ୍ଡା ପକ୍ଷରୁ ଜାତୀୟ ପରିବେଶ ଅଭିଯାନ

ନୂଆଦିଲ୍ଲୀ,୬।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହୋଣ୍ଡା ପକ୍ଷରୁ ସପ୍ତାହବ୍ୟାପୀ ଜାତୀୟ ପରିବେଶ ଅଭିଯାନର ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନ ୨୦୨୩ ଜୁନ୍‌ ୧୧ ପର୍ଯ୍ୟନ୍ତ ଚାଲିବ। ଏପରିକି…

ବୀମାଧାରକଙ୍କ ପାଇଁ ଏସ୍‌ବିଆଇ ଜେନେରାଲର ସହାୟତା

ନୂଆଦିଲ୍ଲୀ,୬।୬: ଗତ ସପ୍ତାହରେ ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଏସ୍‌ବିଆଇ ଜେନେରାଲ ପକ୍ଷରୁ ଆବଶ୍ୟକ ସହଯୋଗ ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ କମ୍ପାନୀର ବୀମା…

ବୃକ୍ଷ ସଂରକ୍ଷଣକୁ ଗୁରୁତ୍ୱ

କଟକ,୬।୬: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର କ୍ଷେତ୍ରୀୟ କାର୍ଯ୍ୟାଳୟ କଟକ ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଓବି କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ଏମ୍‌ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର…

ଏସିଆର ଧନୀ ତାଲିକାରେ ତଳକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୫।୬: ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଏବେ ଧନୀ ତାଲିକାରେ କିଛି ପଛକୁ ଆସିଯାଇଛନ୍ତି। ଏବେ ସେ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ଆଖ୍ୟା ହରାଇଛନ୍ତି। ବ୍ଲୁମବର୍ଗ ବିଲେନିୟର୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri