ବାଣିଜ୍ୟ

ମାଇକ୍ରୋସଫ୍ଟ-ଆକ୍ଟିଭିଜନ ବ୍ଲିଜାର୍ଡ ଚୁକ୍ତିରେ ରୋକ ଲଗାଇଲେ କୋର୍ଟ…

ଓ୍ବାଶିଂଟନ,୧୪।୬ : ଆମେରିକାର ଜଣେ ବିଚାରପତି ମାଇକ୍ରୋସଫ୍ଟ କର୍ପୋରେଶନର ଭିଡିଓ ଗେମ ନିର୍ମାତା ଆକ୍ଟିଭିଜନ ବ୍ଲିଜାର୍ଡ ଚୁକ୍ତିକୁ ଅସ୍ଥାୟୀ ଭାବରେ ଅବରୋଧ କରିବା ଏବଂ ଆସନ୍ତା ସପ୍ତାହରେ ଶୁଣାଣି ସ୍ଥିର କରିବାକୁ ଫେଡେରାଲ ବାଣିଜ୍ୟ ଆୟୋଗର (ଏଫଟିସି) ଅନୁରୋଧକୁ ମଙ୍ଗଳବାର ବିଳମ୍ବିତ…

ଭୁବନେଶ୍ୱରରେ ତାସ୍‌ଭାର ପ୍ରଥମ ଷ୍ଟୋର

ଭୁବନେଶ୍ୱର,୧୪।୬: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡ୍‌ ଏବଂ ଡିଜାଇନର ତରୁଣ ତାହିଲିଆନିଙ୍କ ମେନ୍ସୱେର ବ୍ରାଣ୍ଡ୍‌ ତାସ୍‌ଭାର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ଭୁବନେଶ୍ୱର ଜନପଥଠାରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍‌ ପୁରୁଷମାନଙ୍କ ପାଇଁ ଜାତିଗତ ଏବଂ ବିବାହ ପୋଷାକର ଏକ…

ଏଲ୍‌ଏମ୍‌ଏମ୍‌ ୧ ନଂ. ଇଲେକ୍ଟ୍ରିକ୍‌ ୩ ଚକିଆ ଯାନ ନିର୍ମାତା

ଭୁବନେଶ୍ୱର,୧୪।୬: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରମୁଖ ଡିଭିଜନ ମହିନ୍ଦ୍ରା ଲାଷ୍ଟ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌) ୨୦୨୨-୨୩ ଆର୍ଥିକ ବର୍ଷରେ ୧ ନମ୍ବର ଇଲେକ୍ଟ୍ରିକ୍‌ ୩ ଚକିଆ ଯାନ ନିର୍ମାତା ଭାବେ ମାନ୍ୟତା ହାସଲ ସହ ସ୍ଥିତି ସୁଦୃଢ଼ କରିଛି। ଏପରିକି ଏହି…

ପିଏନ୍‌ବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୪।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ ଅଧୀନ ନାକଟିଦେଉଳ ବ୍ଲକ୍‌ର ବଲମଠାରେ ଏକ ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ରେଢ଼ାଖୋଲର ଉପଜିଲାପାଳ ପବିତ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…

ଖିମ୍‌ଜୀ ଜୁଏଲର୍ସର ‘ପାୟଲ୍‌ ଆଣ୍ଡ ଟୋ ରିଙ୍ଗ୍‌ ଫେଷ୍ଟିଭାଲ’

ଭୁବନେଶ୍ୱର,୧୪।୬: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ‘ପାୟଲ୍‌ ଆଣ୍ଡ ଟୋ ରିଙ୍ଗ୍‌ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ରଜ ଉପଲକ୍ଷେ ଆକର୍ଷଣୀୟ ରଜ ମଉଜ ଅଫର ସାଙ୍ଗକୁ ବିଶେଷ ରିହାତି ଦିଆଯାଉଛି।…

ଟିଭି,ଲାପଟପ, ଫୋନ ହୋଇପାରେ ମହଙ୍ଗା !…

ନୂଆଦିଲ୍ଲୀ,୧୩।୬ : ଆଗାମୀ ଦିନରେ ଟିଭି,ଲ୍ୟାପଟପ, ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଏସବୁର ମୂଲ୍ୟ ବୃଦ୍ଧି ଘୋଷଣା କରିପାରନ୍ତି। ଏଗୁଡ଼ିକରେ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ପାର୍ଟସ୍‌ଗୁଡ଼ିକର ମୂଲ୍ୟ ବଜାରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ, ଏସବୁର ମୂଲ୍ୟରେ ବୃଦ୍ଧି ହୋଇପାରେ।…

ଗୁଣାତ୍ମକ ସେବାକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ହୋମିଓପାଥି କ୍ଲିନିକ ଡ଼.ବାର୍ତ୍ତାର ଏକ୍ସକ୍ଲୁସିଭ ସେଣ୍ଟର ଭୁବନେଶ୍ୱରର ଅଶୋକ ନଗରଠାରେ ସୋମବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତା ଅଖିଳ ମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ।…

ବଜାରରେ ହୋଣ୍ଡାର ନ୍ୟୁ-୨୦୨୩ ଡିଓ

ଭୁବନେଶ୍ୱର,୧୩।୬: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡାର ନ୍ୟୁ-୨୦୨୩ ଡିଓକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡାର ନୂଆ ୨୦୨୩ ଡିଓର ବଜାର ପ୍ରବେଶ…

ଓଡ଼ିଶା ସିଏମ୍‌ଆର୍‌ଏଫ୍‌ ସହ ପେଟିଏମ୍‌ର ସହଭାଗିତା

ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଦେୟ ଏବଂ ଆର୍ଥତ୍କ ସେବାପ୍ରଦାନକାରୀ ସଂସ୍ଥା ତଥା କ୍ୟୁଆର ଏବଂ ମୋବାଇଲ୍‌ ପେମେଣ୍ଟର ଅଗ୍ରଣୀ କମ୍ପାନୀ ପେଟିଏମ ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍‌ଆର୍‌ଏଫ୍‌) ସହ ସହଭାଗିତା କରିଥିବା ଜଣାପଡିଛି। ବିଶେଷ କରି ୨୦୨୩ ଜୁନ…

ଦି ଗୁଡ୍‌ ଷ୍ଟଫକୁ ଅଧିଗ୍ରହଣ କଲା ଡିଏସ୍‌ ଗ୍ରୁପ

ଭୁବନେଶ୍ୱର,୧୩।୬: ମଲ୍ଟି ବିଜ୍‌ନେସ କର୍ପୋରେଶନ ଏବଂ ଏକ ଅଗ୍ରଣୀ ଏଫ୍‌ଏମ୍‌ସିଜି କନ୍‌ଗ୍ଲୋମିରେଟ ଭାବେ ଜଣାଶୁଣା ଧରମପାଲ ସତ୍ୟପାଲ ଗ୍ରୁପ (ଡିଏସ୍‌ ଗ୍ରୁପ) ନିକଟରେ ଦି ଗୁଡ୍‌ ଷ୍ଟଫ୍‌ ପ୍ରାଇଭେଟ ଲିମିଟେଡ ଏବଂ ତା’ର ଲୁଭିଟ ଚକୋଲେଟ ଏବଂ କନ୍‌ଫେକ୍‌ଶନାରିକୁ ଅଧିଗ୍ରହଣ କରିଥିବା ଜଣାପଡିଛି।…

ଆଇଆଇଏଫ୍‌ଏଲ୍‌ ବଣ୍ଡ୍‌ ଉପରେ ୯% ପର୍ଯ୍ୟନ୍ତ ସୁଧ

ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ କମ୍ପାନୀ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ସର୍ବୋଚ୍ଚ ସ୍ତରର ସୁରକ୍ଷା ସହିତ ବଣ୍ଡ୍‌ ଇସ୍ୟୁ ଉପରେ ୯% ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ଏପରିକି ସୁରକ୍ଷିତ ବଣ୍ଡ୍‌ଗୁଡିକର ପବ୍ଲିକ୍‌ ଇସ୍ୟୁ ନିକଟରେ ଖୋଲିଥିବା ବେଳେ ବ୍ୟବସାୟିକ ଅଭିବୃଦ୍ଧି…

ମାଲାବାରରେ ୧୦ ଦିନିଆ ‘ସିଲ୍‌ଭର ଶୋ’

ଭୁବନେଶ୍ୱର,୧୨।୬: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ଏକ ୧୦ ଦିନିଆ ‘ସିଲ୍‌ଭର ଶୋ’ର ଆୟୋଜନ କରାଯାଇଛି। ଏହି ଶୋ ପ୍ରତିଷ୍ଠାନର ଭୁବନେଶ୍ୱରସ୍ଥିତ ଶହୀଦ ନଗର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ୨୦୨୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri