ବାଣିଜ୍ୟ

ଜୁନ୍‌ ମୁଦ୍ରାସ୍ଫୀତି ୪.୮୧%

ନୂଆଦିଲ୍ଲୀ,୧୩ା୭(ପି.ଟି.): ପନିପରିବା ଓ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୧%ରେ ପହଞ୍ଚତ୍ଥିଲା, ଯାହାକି ୩ ମାସରେ ସର୍ବାଧିକ ବୋଲି ସରକାରୀ ଭାବେ କୁହାଯାଇଛି। ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ନିର୍ଭର କରୁଥିବା ମୁଦ୍ରାସ୍ଫୀତି…

ଟମାଟୋ ମାରିଲା ଡବଲ ସେଞ୍ଚୁରୀ: କିଲୋପିଛା ଦାମ ଟପିବ ୨୫୦…

ନୂଆଦିଲ୍ଲୀ,୧୨।୭ : ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ପାଇବା ପରେ ଆଉ କମିବାର ନା ନେଉନି। ଭାରତୀୟ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ଦାମ ଡବଲ ସେଞ୍ଚୁରୀ ଅର୍ଥାତ, ୨୦୦ ଟଙ୍କାରେ ପହଞ୍ଚିଛି। ବଜାର ବିଶେଷଜ୍ଞମାନେ କହିଛନ୍ତି ଟମାଟୋ ମୂଲ୍ୟରେ…

ଶହୀଦନଗର ମାଲାବାରରେ ‘ଡାଇମଣ୍ଡ ଶୋ’

ଭୁବନେଶ୍ୱର,୧୨।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଭୁବନେଶ୍ୱର ଶହୀଦନଗରଠାରେ ଏକ ୬ ଦିନିଆ ସ୍ବତନ୍ତ୍ର ‘ଡାଇମଣ୍ଡ ଶୋ’ ପ୍ରଦର୍ଶିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ୍‌ କଣ୍ଠଶିଳ୍ପୀ ଜାଗୃତି ମିଶ୍ର ସମ୍ମାନିତ ଅତିଥି ଭାବେ…

ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୧୨।୭: ଭାରତର ଅଗ୍ରଣୀ ଫାସ୍‌ଟାଗ୍‌ ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଏବଂ ପାର୍କ+ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଫାସ୍‌୍‌ଟାଗ୍‌ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନକୁ ସକ୍ଷମ…

ଟିପିସିଓଡିଏଲ୍‌ ପକ୍ଷରୁ ସଷ୍ଟେନ୍‌ବିଲିଟି ମାସ ପାଳିତ

ଭୁବନେଶ୍ୱର,୧୨।୭: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ସଷ୍ଟେନ୍‌ବିଲିଟି ମାସ-୨୦୨୩ ପାଳିତ ହୋଇଯାଇଛି। ବିଶେଷକରି ଭୁବନେଶ୍ୱରଠାରେ ଉକ୍ତ କାର୍ଯ୍ୟକ୍ରମର ସମାପନ ଉତ୍ସବ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ…

ସେନ୍‌ସେକ୍ସ ୬୬ ହଜାର ଅଙ୍କ ନିକଟବର୍ତ୍ତୀ

ଭୁବନେଶ୍ୱର,୧୨।୭(ଅଭୟ ଦାଶ): ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ସହ ନିବେଶକଙ୍କ ନିବେଶ ମଧ୍ୟ ବୃଦ୍ଧି ହୋଇଛି। ଏପରିକି କ୍ରମାଗତ ୩ୟ ଦିନ ଲାଗି ଭାରତୀୟ ପୁଞ୍ଜିବଜାରରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର…

୧୫୫ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର…

ଡେରାଡୁନ,୧୧।୭ : ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡରର କ୍ରମାଗତ ବୃଦ୍ଧି ମୂଲ୍ୟ ସାଧାରଣ ଲୋକଙ୍କ ଆଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଗିଡ଼ି ଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ବର୍ତ୍ତମାନ ପେଟ୍ରୋଲିୟମ କମ୍ପାନୀ ୨ କିଲୋଗ୍ରାମ ସିଲିଣ୍ଡର ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର…

ବାଂଲାଦେଶରେ ବୟନ ଶିଳ୍ପ ସଙ୍କଟ…

ଢାକା,୧୧।୭ : ବାଂଲାଦେଶର ପ୍ରସିଦ୍ଧ ବୟନ ଏବଂ ପୋଷାକ ଶିଳ୍ପ ଏହାର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛି ଶିଳ୍ପ ମୁଖ୍ୟତଃ ରପ୍ତାନି ଉପରେ ଆଧାରିତ। କିନ୍ତୁ ବିଗତ ମାସଗୁଡିକରେ ବିଦେଶରୁ ଆସିଥିବା ଅର୍ଡରଗୁଡିକ ହ୍ରାସ ପାଇଛି। ଏହି ସମୟରେ, ଶକ୍ତି ମୂଲ୍ୟ…

୨୭୬ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ,୧୧।୭: ବଡ କମ୍ପାନୀଗୁଡିକରେ ଛଟେଇ ପ୍ରକ୍ରିୟା ଚାଲିଛ। ଆମାଜନ, ଗୁଗୁଲ, ଟୁଇଟର, ମେଟା ପରି କମ୍ପାନୀଗୁଡିକ ଗତ କିଛି ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ତେବେ ଜାନୁୟାରୀରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ ଘୋଷଣା କରିଥିବା କମ୍ପାନୀ ପୁଣି…

ଅମ୍ବାନୀ ଘରର ବଡ଼ ବୋହୂ ଶ୍ଲୋକାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଅମ୍ବାନୀ ପରିବାରର ବଡ ବୋହୂ ଭାବରେ ଜଣାଶୁଣା ଶ୍ଲୋକା ମେହେଟ୍ଟା ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜୁଲାଇ ୧୧, ୧୯୯୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶ୍ଲୋକା। ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ସହ ସମ୍ପର୍କ ଥିବାବେଳେ ଶ୍ଲୋକାଙ୍କ…

ୟୁନିକ୍‌ ଟିଭିଏସ୍‌ର ନ୍ୟୁ ସର୍ଭିସ୍‌ ସେଣ୍ଟର

ରାଉରକେଲା,୧୧।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୫ସ୍ଥିତ ବେଦି ବିଲ୍ଡିଂରେ ଟିଭିଏସ୍‌ କମ୍ପାନୀର ଶୋ’ରୁମ୍‌ ଏବଂ ଦ୍ୱିତୀୟ ୟୁନିକ ସେବା କେନ୍ଦ୍ର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ରାଉରକେଲା ଟିଭିଏସ୍‌ ୟୁନିଟ୍‌ର ମୁଖ୍ୟ ଜ୍ୟୋତିଷ ସ୍ବରୂପ ଅୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା…

ରାଉରକେଲା ବଜାରରେ ହ୍ୟୁଣ୍ଡାଇ ଏକ୍ସଟର

ରାଉରକେଲା,୧୧।୭(ଦିନେଶ ମିଶ୍ର): ରାଉରକେଲା ବେଦବ୍ୟାସ ସ୍ଥିତ କୋସଲା ହ୍ୟୁଣ୍ଡାଇ ଶୋ’ ରୁମ୍‌ ପରିସରରେ ହ୍ୟୁଣ୍ଡାଇ ଏକ୍ସଟର ଅନାବରଣ ଉତ୍ସବ କୋସଲା ହ୍ୟୁଣ୍ଡାଇ ନିର୍ଦ୍ଦେଶକ ପଦ୍ମନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏନ୍‌ଆଇଟି ପ୍ରଫେସର ରୋହନ ଧୀମାନ ମୁଖ୍ୟ ଅତିଥି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri