ବାଣିଜ୍ୟ

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ପ୍ରତିବର୍ଷ ୮୧ ବିଲିୟନ ଡଲାର ସାମୁଦ୍ରିକ କାରବାର ସଙ୍କଟରେ…

ଓ୍ବାଶିଂଟନ,୨୭।୭ : ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବନ୍ଦରଗୁଡିକ ପ୍ରତିବର୍ଷ କୋଟି କୋଟି ଟଙ୍କା ହରାଉଛନ୍ତି। ବିଶ୍ୱର ୮୦ ପ୍ରତିଶତ ବାଣିଜ୍ୟ ବନ୍ଦର ମାଧ୍ୟମରେ ହୋଇଥାଏ । ଅନେକ ବନ୍ଦର ବିପର୍ଯ୍ୟୟ ଯୋଗୁ ବ୍ୟାଘାତର ସମ୍ମୁଖୀନ ହୋଇଥାନ୍ତି। ଫଳସ୍ବରୂପ ଆର୍ଥିକ…

ଓଟିଏସ୍‌ ଯୋଜନାରେ ଆକର୍ଷଣୀୟ ରିହାତି

ଭୁବନେଶ୍ୱର,୨୭।୭: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଗ୍ରାହକମାନଙ୍କ ପାଇଁ ଓ୍ବାନ୍‌ ଟାଇମ ସେଟଲମେଣ୍ଟ (ଓଟିଏସ୍‌) ଯୋଜନାର ଆରମ୍ଭ କରାଯାଇଥିଲା। ଉକ୍ତ ଯୋଜନା ଅଧୀନରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମେ’ ୩୧ ସୁଦ୍ଧା ଥିବା ବକେୟା ବିଦ୍ୟୁତ୍‌…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୭।୭: କ୍ରମାଗତ ୨ ଦିନ ପରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବୁଧବାର…

ଅକ୍ଟୋବର ୭ରୁ ଆକାଶ ବାଇଜୁସ୍‌ର ଆନ୍ଥେ

ଭୁବନେଶ୍ୱର,୨୭।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ଘରୋଇ କୋଚିଂ ସେଣ୍ଟର ଆକାଶ ବାଇଜୁସ୍‌ର ବହୁ ପ୍ରତୀକ୍ଷିତ ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଟ ଏକ୍‌ଜାମ’ ବା ଆନ୍ଥେ-୨୦୨୩ ର ଚତୁର୍ଦ୍ଦଶ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ବାର୍ଷିକ ବୃତ୍ତି…

କଟକରେ ଆର୍‌ବିଏଲ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୭: ଆର୍‌ବିଏଲ୍‌ ବ୍ୟାଙ୍କର ନୂତନ ଶାଖା ବୁଧବାର କଟକର ଦୋଳମୁଣ୍ଡାଇଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ବିଏଲ୍‌ ବ୍ୟାଙ୍କର ଭି ପି…

ଡେଟା ସେଣ୍ଟର ବ୍ୟବସାୟରେ ରିଲାଏନ୍ସ

ଭୁବନେଶ୍ୱର,୨୭।୭: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ନିକଟରେ ବ୍ରୁକ୍‌ଫିଲ୍‌ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହ ଦ୍ୱିପାକ୍ଷିକ ସହଭାଗିତା ଓ ନିବେଶ ଆଦି ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଭାରତରେ ଡାଟା ସେଣ୍ଟର…

ଓଡ଼ିଶାରେ ଜିଓର ୭୭୫୬-୫ଜି ବିଟିଏସ୍‌

ଭୁବନେଶ୍ୱର ,୨୭।୭: ଦେଶର ପ୍ରମୁଖ ୫ଜି ଟେଲିକମ୍‌ କମ୍ପାନୀଗୁଡିକ ୨୦୨୩ ଜୁଲାଇ ୭ ସୁଦ୍ଧା ମୋଟ ୨,୮୧,୯୪୮ଟି ୫ଜି ବିଟିଏସ୍‌ ସ୍ଥାପନ କରିଥିବା ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୁଧବାର ସଂସଦରେ ଏ ନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି। ୨୦୨୩…

କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୨୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ବାଣିଜ୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥାଏ। ବିଶେଷକରି କମ୍ପାନୀରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀଙ୍କ ପାଇଁ…

ଅଣ-ବାସୁମତୀ ଚାଉଳ ରପ୍ତାନୀ ବନ୍ଦ କଲା ଭାରତ: ଆମେରିକା ସୁପର ମାର୍କେଟରେ ଲମ୍ବାଲାଇନ…

ଓ୍ବାଶିଂଟନ,୨୬।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତୀ ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ ଋତୁରେ…

ସ୍ବିସ୍‌ ଓ୍ବାଚ୍‌ର ବଢୁଛି ଚାହିଦା: ୬ମାସରେ ୯୩୩କୋଟି ଓ୍ବାଚ୍‌ କିଣିଛନ୍ତି ଭାରତୀୟ

ଟେକ୍ନୋଲୋଜିର ଦୈାଡରେ ଆଶା କରାଯାଉଥିଲା କି, ମୋବାଇଲ ଆସିବା ପରେ କ୍ୟାମେରା ପରି ଘଣ୍ଟା ମଧ୍ୟ ଏକ ର୍ଦୁଲଭ ବା କମ୍‌ ବ୍ୟବହାର ଯୋଗ୍ୟ ଜିନିଷ ହୋଇ ରହିଯିବ। କିନ୍ତୁ ଏହାକୁ ଭୂଲ ପ୍ରମାଣ କରିଛି ସ୍ବିଜରଲାଣ୍ଡର ସ୍ବିସ୍‌ ଓ୍ବାଚ୍‌। ଏହା…

ଭାରତରେ ଡାଟା ଚୋରି ଯୋଗୁ ୧୭.୯ କୋଟି ଟଙ୍କା କ୍ଷତି, ୨୦୨୦ ତୁଳନାରେ ୨୮ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୬।୭ : ଭାରତରେ ହାରାହାରି ସାଇବର ଅପରାଧୀଙ୍କ ଦ୍ୱାରା ଚୋରି ମାମଲା ସରକାରୀ ଏବଂ ବେସରକାରୀ କମ୍ପାନୀ ଏବଂ ଅନୁଷ୍ଠାନ ପାଇଁ ୧୭.୯ କୋଟି ଟଙ୍କାର କ୍ଷତି ଘଟାଉଛି। ଏହି କ୍ଷତି ସର୍ବାଧିକ ଏବଂ ୨୦୨୦ବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ।…

ପୋଷାକର ଇଣ୍ଡିଆ ସାଇଜ ତିଆରି କରିବେ ଭାରତ ସରକାର, ପୂର୍ବରୁ ହେଉଥିଲା ୟୁକେ-ଆମେରିକା ସାଇଜ…

ନୂଆଦିଲ୍ଲୀ,୨୬।୭ : ପୋଷାକ କିଣିବାବେଳେ, ଭାରତୀୟମାନଙ୍କୁ ବ୍ରିଟେନ(ୟୁକେ) ଏବଂ ଆମେରିକାର ଆକାର ମଧ୍ୟରେ ବାଛିବାକୁ ପଡିଥାଏ। ଏଗୁଡିକ ଆମେରିକାର, ୟୁରୋପର ନାଗରିକମାନଙ୍କର ଶାରୀରିକ ଗଠନ ଉପରେ ଆଧାରିତ। ଯାହା ପ୍ରାୟତଃ ଭାରତୀୟଙ୍କ ସହ ମେଳ ଖାଇ ନ ଥାଏ। ଏହି ଅସୁବିଧାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri