ଅମ୍ବାନୀ କିଣିଲେ ଆଲିଆ ଭଟ୍ଟଙ୍କ କମ୍ପାନୀ, ପିଲାଙ୍କ ପୋଷାକ ବିକ୍ରି କମାଇଛନ୍ତି ୧୫୦ କୋଟି
ନୂଆଦିଲ୍ଲୀ,୭।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସବ୍ସିଡାରୀ କମ୍ପାନୀ ରିଲାଏନ୍ସ ରିଟେଲ ଭେନ୍ଚରର୍ସ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୋଷାକ ବ୍ରାଣ୍ଡ ‘ଏଡ୍-ଏ-ମାମା’ ସହ ଏକ ସହଭାଗିତା ଲାଗି ଘୋଷଣା କରିଛି। ରିଲାଏନ୍ସ ରିଟେଲ ବ୍ରାଣ୍ଡର ୫୧% ଅଂଶ କ୍ରୟ କରିଛି। କମ୍ପାନୀ ପିଲା ଏବଂ…
ଗ୍ୟାରେଣ୍ଟି ଏବଂ ଓ୍ବାରେଣ୍ଟି ମଧ୍ୟରେ ତଫାତ କ’ଣ? ଜିନିଷ କିଣିବା ବେଳେ ୯୯% ଲୋକେ ଯାହା ଜାଣି ନ ଥାନ୍ତି…
ଘରୋଇ ସାମଗ୍ରୀ ନଚେତ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ କିଣିବା ବେଳେ ପ୍ରାୟତଃ ଲୋକଙ୍କ ସାମ୍ନାକୁ ଦୁଇଟି ଶବ୍ଦ ଆସିଥାଏ। ତାହା ହେଲା ଓ୍ବାରେଣ୍ଟି ଏବଂ ଗ୍ୟାରେଣ୍ଟି। ଉଭୟ ମାମଲାରେ ଦୋକାନୀ ଅଥବା କମ୍ପାନୀ ପକ୍ଷରୁ ମିଳିଥିବା ରସିଦକୁ ସମ୍ଭାଳି ରଖିବାକୁ ପଡ଼ିଥାଏ।…
୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି, ଆମେରିକାରୁ ଆମଦାନୀ ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ…
ନୂଆଦିଲ୍ଲୀ,୭।୯ : ଡାଲିର ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ଆମେରିକାରୁ ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି।…
ଆର୍ଜେସିରେ ଯୋଗଦେଲା ସେନ୍କୋ
ଭୁବନେଶ୍ୱର,୭ା୯: ପୂର୍ବ ଭାରତର ସର୍ବବୃହତ୍ ଗହଣା ରିଟେଲର ସେନ୍କୋ ଗୋଲ୍ଡ ଲିମିଟେଡ୍ ରେସ୍ପନ୍ସିବଲ୍ ଜୁଏଲେରି କାଉନ୍ସିଲ୍ (ଆର୍ଜେସି)ର ଏକ ସଦସ୍ୟ ଭାବେ ଯୋଗଦେଇ ଦୂରଦୃଷ୍ଟିସମ୍ପନ୍ନ ଦୀର୍ଘସ୍ଥାୟୀ ଯାତ୍ରା ଆଡ଼କୁ ଏକ ପଦକ୍ଷେପ ଗ୍ରହଣ କରିଛି। ଆର୍ଜେସି ୨୦୦୫ରେ ସ୍ଥାପନ କରାଯାଇଥିବା ବେଳେ…
୫୦୦୦ ବିଦ୍ୟାର୍ଥଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି
ଭୁବନେଶ୍ୱର, ୭।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାୟ ୫୦୦୦ ଛାତ୍ରୀଛାତ୍ରଙ୍କୁ ଉପରୋକ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ଆଶାୟୀ…
ଆଜିଠାରୁ ‘ହୋମ୍ ଶପିଂ ସ୍ପ୍ରି’ ଉତ୍ସବ
ଭୁବନେଶ୍ୱର,୭।୯: ଦେଶର ପ୍ରମୁଖ ଇ କର୍ମସ ପ୍ଲାଟଫର୍ମ ଆମାଜନ୍.ଇନର ବହୁ ପ୍ରତୀକ୍ଷିତ ‘ହୋମ୍ ଶପିଂ ସ୍ପ୍ରି’ର ଶୁଭାରମ୍ଭ ଗୁରୁବାର ଠାରୁ ହେଉଛି। ଏହି ପରିପ୍ରେକ୍ଷୀରେ ଅନେକ ପ୍ରସିଦ୍ଧ ଓ ଲୋକପ୍ରିୟ ବ୍ରାଣ୍ଡ ଉପରେ ଆକର୍ଷଣୀୟ ଡିଲ୍ ଓ ଅଫର ପ୍ରଦାନ କରାଯାଉଛି।…
ଲାଭି’ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୭ା୯: ଦେଶର ଅଗ୍ରଣୀ ଫ୍ୟାଶନ ବ୍ରାଣ୍ଡ୍ ଲାଭି’ର ପ୍ରଥମ ତଥା ନୂତନ ଏକ୍ସକ୍ଲୁସିଭ ଆଉଟ୍ଲେଟ ଭୁବନେଶ୍ୱରର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ଏଠାରେ ସମସ୍ତ ପ୍ରକାର ଫ୍ୟାଶନ୍ ଆସେସୋରିଜ୍ ଉପଲବ୍ଧ।…
ଆଇଏଫ୍ଏମ୍ ସହ ବିଜିୟୁର ବୁଝାମଣା
ଭୁବନେଶ୍ୱର,୭।୯: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ଭୁବନେଶ୍ୱର ଏବଂ ତାଞ୍ଜାନିଆସ୍ଥିତ ଡାର୍-ଏସ୍-ସଲାମର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସ ମ୍ୟାନେଜମେଣ୍ଟ (ଆଇଏଫ୍ଏମ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସହ ଚୁକ୍ତିପତ୍ର ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜିୟୁର…
ନଭେମ୍ବରରେ ୨ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ
ଭୁବନେଶ୍ୱର,୭ା୯(ଅନିଲ ଦାସ): ମିଲେଟ୍ର ବହୁଳ ବ୍ୟବହାର, ଚାଷର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର ୯ ଓ ୧୦ ଦୁଇଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଅନୁଷ୍ଠିତ ହେବ। ମାଣ୍ଡିଆ ବା ମିଲେଟ୍ ଜାତୀୟ ଖାଦ୍ୟ…
ଭୁବନେଶରରେ ଅଲ୍ଟିଗ୍ରୀନ୍ର ପ୍ରଥମ ଶୋ’ରୁମ୍
ଭୁବନେଶ୍ୱର,୭ା୯ (ଅଭୟ ଦାଶ): ଦେଶର ଅଗ୍ରଣୀ ବାଣିଜି୍ୟକ ୩ ଚକିଆ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ଅଲ୍ଟିଗ୍ରୀନ୍ର ନୂତନ ତଥା ପ୍ରଥମ ଶୋ’ରୁମ୍ ଏବଂ ଏକ୍ସପେରିଏନ୍ସ ସେଣ୍ଟର ବୁଧବାର କଟକ-ପୁରୀ ବାଇପାସ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜ୍ୟୋତି ମୋଟର୍ସ ଆନୁକୂଲ୍ୟରେ ଅଲ୍ଟିଗ୍ରୀନ୍ର…
ବାଲ୍କ୍ରିଷ୍ଣାଙ୍କ ଦ୍ୱାରା ଅଣସଂରକ୍ଷିତ ଶିଖରର ନାମକରଣ
ଭୁବନେଶ୍ୱର,୭।୯: ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲ୍କ୍ରିଷ୍ଣାଙ୍କ ଦ୍ୱାରା ହିମାଳୟ ପର୍ବତର ନାମହୀନ ଅଣସଂରକ୍ଷିତ ଶିଖରର ନାମକରଣ ‘କୈଳାଶ ଶିଖର ଏବଂ ନନ୍ଦୀ ଶିଖର’ ଭାବେ ନାମିତ କରାଯାଇଛି। ବିଶେଷକରି ଶ୍ରୀକାନ୍ତ ପର୍ବତ ଏବଂ ହର୍ଷିଲ୍ ହର୍ନ ଶିଖର-୨ ମଧ୍ୟରେ…
ଅମ୍ବାନୀଙ୍କଠାରୁ ବି ମହଙ୍ଗା ସେହ୍ବାଗଙ୍କ ସ୍କୁଲ; ଜାଣନ୍ତୁ ଏହାର ଫିସ୍, କ୍ରିକେଟରଙ୍କ ରୋଜଗାର…
ନୂଆଦିଲ୍ଲୀ,୬।୯: ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ପରିଚିତ ବିରେନ୍ଦ୍ର ସେହ୍ବାଗଙ୍କ ‘ସେହ୍ବାଗ ଇଣ୍ଟରନ୍ୟାଶନାଲ ସ୍କୁଲ’ ବେଶ ଲୋକପ୍ରିୟ। ୨୩ ଏକର ଜମିରେ ପରିବ୍ୟାପ୍ତ ଏହି ସ୍କୁଲ ୩୦୦ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା। ୨୦୧୪ରେ ସେହ୍ବାଗ ସ୍କୁଲ ଖୋଲିବାକୁ ୨୦-୩୦ କୋଟି…
Archives


