ବାଣିଜ୍ୟ

ବନ୍ଦ ହୋଇଯିବ ଇଏମାଇ-ପେ ଲାଟର ଫିଚର୍ସ, ନିୟମ କଡାକଡି କଲା ଆରବିଆଇ

ନୂଆଦିଲ୍ଲୀ,୧୮।୧୧: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟକୁ ବ୍ୟବହାର କରିଥାନ୍ତି। ଏଥିସହ ଆପଣ ନୋ କଷ୍ଟ ଇଏମାଇ ଓ ବାଏ ନାଓ ପେ ଲାଟର ଅପ୍ସନକୁ ମଧ୍ୟ ଖୁବ୍‌ ବ୍ୟବହାର କରିଥାନ୍ତି।…

ଘରେ ବସି ଆମାଜନ୍‌ରୁ କିଣିପାରିବେ କାର୍‌

ନୂଆଦିଲ୍ଲୀ,୧୮।୧୧: ଇ-କମର୍ସ ମିଳିତ ଆମାଜନ ସମଗ୍ର ବିଶ୍ୱରେ ବିଭିନ୍ନ ଉତ୍ପାଦ ବିକ୍ରି କରୁଛି। କମ୍ପାନୀ ନିଜର ଆରମ୍ଭ ପୁସ୍ତକରୁ କରିଥିଲା ଏବଂ ଆଜି ଆମାଜନର ନେଟୱାର୍କ ସମଗ୍ର ବିଶ୍ୱରେ ବ୍ୟାପିଛି। ଟିଭି, ସ୍ମାର୍ଟଫୋନ, ପୋଷାକ, ଫ୍ୟାଶନ ଆଇଟମ ବ୍ୟତୀତ ବର୍ତ୍ତମାନ ଆପଣ…

ଖସୁଛି ଅଶୋଧିତ ତୈଳ ଦର

ଭୁବନେଶ୍ୱର, ୧୮।୧୧ (ଅଭୟ ଦାଶ): ଗତ କିଛିଦିନ ହେଲା ଅଶୋଧିତ ତୈଳ ଦର ହ୍ରାସ ପାଉଛି। କାରଣ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଗତ ୪ ମାସର ସର୍ବନିମ୍ନସ୍ତରକୁ ଖସିଆସିଥିବାବେଳେ ବଜାରରେ ତୈଳ ଦର ପ୍ରାୟ ୫% ହ୍ରାସ ଘଟିଥିବା…

ଅଗଷ୍ଟରେ ଜିଓର ୧.୪୪ କୋଟି ନୂତନ ମୋବାଇଲ ଗ୍ରାହକ

ଭୁବନେଶ୍ୱର, ୧୮।୧୧: ରିଲାଏନ୍ସ ଜିଓ କ୍ରମାଗତ ଭାବେ ଉଭୟ ଦେଶ ଓ ରାଜ୍ୟରେ ୧ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଉଭାହୋଇଛି। ଏପରିକି କମ୍ପାନୀ (ଜିଓ) ଚଳିତ ବର୍ଷ ଅଗଷ୍ଟରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ିଥିବା ଭାରତୀୟ ଦୂରସଞ୍ଚାର…

୮ମିଲିୟନ ଟନ୍‌କୁ ବୃଦ୍ଧିହେବ ଟାଟା ଷ୍ଟିଲ୍‌ କଳିଙ୍ଗନଗର

ଭୁବନେଶ୍ୱର, ୧୮।୧୧: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ‘ଟାଟା ଷ୍ଟିଲ’ (ଟାଟା ଗ୍ରୁପ୍‌)ର ଓଡ଼ିଶା ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର ୟୁନିଟ୍‌ ପରିଚାଳନାର ଉଲ୍ଲେଖନୀୟ ୮ମ ବାର୍ଷିକ (୮ମ ବର୍ଷ) ପୂରଣ କରିଛି। ବିଶେଷକରି ୨୦୧୫ ନଭେମ୍ବର ୧୮ରେ ଟାଟା…

ବଜାରରେ ନିଶାନ ମାଗ୍‌ନାଇଟ୍‌ ଇଜେଡ୍‌-ଶିଫ୍ଟ ଏଏମ୍‌ଟି

ଭୁବନେଶ୍ୱର, ୧୮।୧୧: ନିଶାନ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ଏସ୍‌ୟୁଭି ‘ଅଲ୍‌ ନ୍ୟୁ ନିଶାନ ମାଗ୍‌ନାଇଟ୍‌ ଇଜେଡ୍‌ ଶିଫ୍ଟ ଏଏମ୍‌ଟିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିଶାନ ଇଣ୍ଡିଆର…

ପେନ୍‌ସନ କଭରେଜ୍‌ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୧: ଦେଶର ପ୍ରମୁଖ ନିୟାମକ ପ୍ରାଧିକରଣ ପେନ୍‌ସନ ଫଣ୍ଡ ରେଗୁଲାଟୋରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ପିଏଫ୍‌ଆର୍‌ଡିଏ)ଙ୍କ ପକ୍ଷରୁ ଦେଶବ୍ୟାପୀ କର୍ପୋରେଟ ହାଉସଙ୍କ ପାଇଁ ଜାତୀୟ ପେନ୍‌ସନ ସିଷ୍ଟମ (ଏନ୍‌ପିଏସ୍‌) ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଚାମ୍ବର୍ସ ଅଫ୍‌…

୨୪ରୁ ତେହରି ଆକ୍ରୋ ଫେଷ୍ଟିଭାଲ

ଭୁବନେଶ୍ୱର, ୧୮।୧୧ (ଅଭୟ ଦାଶ): ଉତ୍ତରାଖଣ୍ଡ ଟୁରିଜମ୍‌ ଡେଭଲମେଣ୍ଟ ବୋର୍ଡ (ୟୁଟିଡିବି) ପକ୍ଷରୁ ଏକ ୫ ଦିନିଆ ‘ଆକ୍ରୋବାଟିକ୍‌ ଶୋ ତଥା ତେହରି ଆକ୍ରୋ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ନଭେମ୍ବର ୨୪ରୁ ୨୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ…

ହିରୋ ମୋଟୋକର୍ପ ଚେୟାରମ୍ୟାନ୍‌ଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୭।୧୧: ମନି ଲଣ୍ଡରିଂର ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ହିରୋ ମୋଟୋକର୍ପର ଅଧ୍ୟକ୍ଷ ପଓ୍ବନ କାନ୍ତ ମୁଞ୍ଜଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାର ତଦନ୍ତ ଇଡି ପକ୍ଷରୁ କରାଯାଉଛି। ତେବେ ବିଚାରପତି ସୌରଭ ବାନାର୍ଜୀ ମୁଞ୍ଜାଲଙ୍କ ଯାଚିକା…

ବିଶ୍ୱକପରେ ଭାରତ ଜିତିଲେ ବିସିସିଆଇ କମେଇବ ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୧୭।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲ ମ୍ୟାଚରେ ଅହମ୍ମଦବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟେଇ…

ସଙ୍କଟରେ ଭାରତୀୟ ଚା’

ନୂଆଦିଲ୍ଲୀ,୧୭।୧୧: କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତୀୟ ଚା’ର ଚାହିଦା କମ ନୁହେଁ। ଧନୀ ହେଉ କି ମଧ୍ୟବିତ୍ତ ହେଉ ଅବା ଗରିବ ସମସ୍ତେ ଚା’ର ଗୋଟିଏ ଚୁସକି ସକଳ ଯାବତୀୟ କଷ୍ଟ ଭୁଲି ଯାଆନ୍ତି। ଔଷଧ ପରି ଦେହପୀଡା…

ମୁଦ୍ରାସ୍ଫୀତିରୁ ଆଶ୍ବସ୍ତି ମିଳିଛି କିନ୍ତୁ ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ: ଆରବିଆଇ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କହିଛି ଯେ ଗମ୍ଭୀର ମୁଦ୍ରାସ୍ଫୀତିରୁ ଦେଶ ନିଶ୍ଚିତ ଭାବେ ଆଶ୍ବସ୍ତି ପାଇଛି। କିନ୍ତୁ ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମକୁ ଯିବାକୁ ବହୁତ ଦୂର ବାଟ ଅଛି। ଅସୁବିଧାର ଅବଧି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?