ବାଣିଜ୍ୟ

ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି: ବଢୁଛି ବ୍ୟାଙ୍କରେ ଜମାରାଶିର ସଂଖ୍ୟା

ନୂଆଦିଲ୍ଲୀ,୨୧।୧୦: ଦେଶର ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛ। କାରଣ ୧୯୫୧ରୁ ୨୦୧୪ମଧ୍ୟରେ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କଗୁଡିକରେ ୧୪୨ଲକ୍ଷ କୋଟି ଟଙ୍କା ମୋଟ ଜମା ଏବଂ ଋଣ ରାଶିରେ ରହିଛି। କିନ୍ତୁ ୨୦୧୪ ରୁ…

ଶ୍ରୀଦୁର୍ଗା ପକ୍ଷରୁ ‘ଯେତେ କିଣିବେ ସେତେ ସୁନା ପାଇବେ’

ଭୁବନେଶ୍ୱର,୨୧।୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ଶାଢ଼ି ଏବଂ ଗାର୍ମେଣ୍ଟସ୍‌ ଫ୍ୟାମିଲି ଷ୍ଟୋର ‘ଶ୍ରୀଦୁର୍ଗା’ ପକ୍ଷରୁ ‘ଯେତେ କିଣିବେ ସେତେ ସୁନା ପାଇବେ’ ଶୀର୍ଷକ ଅଫର ଘୋଷଣା କରାଯାଇଛି ା ଶପିଂର ନିଆରା ଅନୁଭୂତି ପାଇଁ ଗ୍ରାହକମାନେ ନିଶ୍ଚିତ ଉପହାରରେ ‘ସ୍ବର୍ଣ୍ଣମୁଦ୍ରା’ ଏବଂ…

ଲାଲ୍‌ଚାନ୍ଦ ଜୁଏଲର୍ସର ଦଶହରା ଅଫର

ଭୁବନେଶ୍ୱର,୨୧।୧୦: ଦଶହରା ଅବସରରେ ଲାଲ୍‌ଚାନ୍ଦ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି ା ଏହି କ୍ରମରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୫୯୯ଟଙ୍କା ରହିଛି ା ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା…

ସୋନାଲିକାର ରେକର୍ଡ ପରିମାଣର ବିକ୍ରି

ଭୁବନେଶ୍ୱର,୨୧।୧୦: ପ୍ରତି ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ମଧ୍ୟରେ ସୋନାଲିକା ରେକର୍ଡ ପରିମାଣର ଟ୍ରାକ୍ଟର ବିକ୍ରି କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସୋନାଲିକା ମୋଟ ୭୮,୭୯୩ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି।…

ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ

ଭୁବନେଶ୍ୱର,୨୧।୧୦: ଇଣ୍ଡିଆନ୍‌ ବ୍ୟାଙ୍କର କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିକଟରେ କଟକଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟ ମହାପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ଭେଙ୍କଟେଶନଙ୍କ ଅଧ୍ୟକ୍ଷତାରେ ବୈଠକ…

ରେକର୍ଡ ପରିମାଣରେ କୋଇଲା ପରିବହନ

ଭୁବନେଶ୍ୱର, ୨୧।୧୦: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ (ଅର୍ଦ୍ଧବାର୍ଷିକ) ମଧ୍ୟରେ କୋଇଲା ମନ୍ତ୍ରଣାଳୟ ରେକର୍ଡ ପରିମାଣର କୋଇଲା ପରିବହନ କରିଛି। ଏପରିକି ୨୦୨୩ ଅକ୍ଟୋବର ୧୭ ସୁଦ୍ଧା ମନ୍ତ୍ରଣାଳୟ ପ୍ରାୟ ୫୦୦ ମିଲିୟନ ଟନ (ଏମ୍‌ଟି) କୋଇଲା ପଠାଇବା (ପରିବହନ)…

ମାର୍ଚ୍ଚ ୩ରେ ଚୌରାସିଆ ପରିବାରର ମିଳନ ସମାରୋହ

ଭୁବନେଶ୍ୱର,୨୧।୧୦ (ଅୟଭ ଦାଶ): ପ୍ରତି ବର୍ଷ ଭଳି ଚୌରାସିଆ ସମାଜ କାନପୁର ପକ୍ଷରୁ ୨୦୨୪ ମାର୍ଚ୍ଚ ୩ରେ କାନପୁରସ୍ଥିତ ମୋତିଝିଲିର ଲଜ୍‌ପତ ଭବନଠାରେ ୨୩ତମ ଚୌରାସିଆ ପରିବାରର ମିଳନ ସମାରୋହ ଉତ୍ସବର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ୬୦ରୁ ଅଧିକ ସାମୂହିକ ବିବାହ…

ଗୃହ ନିର୍ମାଣ ପ୍ରକଳ୍ପରେ ଆର୍କିଟେକ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଅଧ୍ୟକ୍ଷ

ଭୁବନେଶ୍ୱର,୨୧।୧୦ : ଗୃହ ନିର୍ମାଣ ବା ହାଉସିଂ ପ୍ରକଳ୍ପରେ ଆର୍କିଟେକ୍‌ମାନଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ପ୍ରତ୍ୟେକ ପଞ୍ଜୀକୃତ ଆର୍କିଟେକ୍‌ ସେମାନଙ୍କର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରିବା ଉଚିତ ବୋଲି ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା)…

ଭାରତକୁ ସର୍ବୋଚ୍ଚ ତୈଳ ରପ୍ତାନୀ କରୁଥିବା ଦେଶ ଋଷିଆ

ନୂଆଦିଲ୍ଲୀ,୨୦।୧୦: ଅଶୋଧିତ ତୈଳ ରପ୍ତାନୀକାରୀ ମଧ୍ୟରେ ଆରବ ଷ୍ଟେଟ ଅଫ ପର୍ସିଆନ ଗଲ୍ଫ ଦେଶଗୁଡିକର ଦବ୍‌ଦବ୍‌ା ରହି ଆସିଛି। ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆକୁ ତୈଳ ରପ୍ତାନୀ ପାଇଁ ବିଶ୍ୱର ଅନେକ ଦେଶ କଟକଣା ଲଗାଇଥିବାବେଳେ ଆରବ ଦେଶଗୁଡିକ ଏହି ସମୟରେ…

ଚାରି ମାସର ଉଚ୍ଚ ସ୍ତରରେ ସୁନା ଦାମ୍; ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ଡଲାର ରେଟ୍ ହ୍ରାସର ପ୍ରଭାବ

ନୂଆଦିଲ୍ଲୀ, ୨୦/୧୦: ସୁନା ଏବଂ ରୁପା ଦାମରେ ଶୁକ୍ରବାର ବୃଦ୍ଧି ପରିଲକ୍ଷିତ ହୋଇଛି, ଯେତେବେଳେ କି ଗତ କାଲି ଏଥିରେ ହ୍ରାସ ଦଖିବାକୁ ମିଳିଥିଲା। ଇସ୍ରାଏଲ ହମାସ ୟୁଦ୍ଧ ମଧ୍ୟରେ ୟୁଏସ ଫେଡେରାଲ ରିଜର୍ଭ ସୁଧ ହାର ସମ୍ପର୍କିତ କଠୋର ନିଷ୍ପତି…

ଚାକିରି କରୁ ନଥିବା ଲୋକଙ୍କୁ ବ୍ୟାଙ୍କ ଦେଉଛି ଋଣ, ଜାଣନ୍ତୁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ…

ନୂଆଦିଲ୍ଲୀ,୨୦।୧୦: ଭାରତର ପ୍ରାୟ ସମସ୍ତ ଫାଇନାନ୍ସ କମ୍ପାନୀ ଏବଂ ବ୍ୟାଙ୍କଗୁଡିକ ଘର ଋଣ ପ୍ରଦାନ କରନ୍ତି। ହେଲେ ସମସ୍ତେ ଘର ଋଣର ଲାଭ ପାଆନ୍ତି ନାହିଁ। ବିଶେଷକରି ଯଦି ଆପଣଙ୍କର ଏକ ସ୍ଥିର ମାସିକ ଆୟ ନାହିଁ, ତେବେ ଘର ଋଣ…

ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଭେଟି ଦେଲେ ରାଜ୍ୟ ସରକାର, ୪% ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, ୨୦/୧୦: ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ଅତିରିକ୍ତ ଭତ୍ତା(ଟିଆଇ) ୪% ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ୪୨% ଥିବା ବେଳେ ୪୬% କୁ ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri