ବାଣିଜ୍ୟ

ଭୁବନେଶ୍ୱରରେ ‘ଗୋଇଲା ବଟର ଚିକେନ୍‌’

ଭୁବନେଶ୍ୱର,୩୧।୧୦ : ପ୍ରସିଦ୍ଧ ମାଷ୍ଟର ସେଫ୍‌ ସାରାଂଶ ଗୋଇଲାଙ୍କ ସ୍ବତନ୍ତ୍ର ରେସିପିରେ ପ୍ରସ୍ତୁତ ଗୋଇଲା ବଟର ଚିକେନ୍‌ ଏଣିକି ଭୁବନେଶ୍ୱରରେ ମଧ୍ୟ ମିଳିବ। ସାରାଂଶ ଏବଂ ‘ଗୋଇଲା ଚିକେନ’ର ସହ ପ୍ରତିଷ୍ଠାତା ବିବେକ ସାହାଣୀଙ୍କ ଉଦ୍ୟମରେ ଏହା ରାଜଧାନୀବାସୀଙ୍କୁ ଏଣିକି ହାତପାଆନ୍ତାରେ ବିଭିନ୍ନ…

‘ଦୁର୍ନୀତିକୁ ନା କୁହନ୍ତୁ, ଦେଶ ପ୍ରତି ସମର୍ପିତ ରୁହନ୍ତୁ’

ଭୁବନେଶ୍ୱର,୩୧।୧୦ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ସତର୍କତା ସୋମବାର ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପ୍ୟାନ୍‌ ଇଣ୍ଡିଆ ରେଟିଂ ଆଧାରରେ ପାଳନ କରାଯିବ। ଚଳିତ…

ତନିଷ୍କର ‘ଧରୋହର କଲେକ୍ସନ’

ଭୁବନେଶ୍ୱର,୩୧।୧୦ (ଅନୁରାଧା ମହାରଣା): କାନଫୁଲ ହେଉ କି ହାର, ଚୁଡ଼ି ସବୁଥିରେ ଭାରତର ଐତିହ୍ୟ ଓ କାଳଜୟୀ ପରମ୍ପରା ଦେଖିବାକୁ ମିଳିବ। ଦୀପାବଳି ଅବସରରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିଷ୍କ ଗ୍ରାହକଙ୍କ ପାଇଁ ‘ଧରୋହର’ କଲେକ୍ସନ ପ୍ରସ୍ତୁତ କରିଛି।…

ଟିଭିଏସ୍‌ ଆଇକ୍ୟୁବ୍‌ କିଣିଲେଣି ୨ ଲକ୍ଷ ଗ୍ରାହକ

ଭୁବନେଶ୍ୱର,୩୧।୧୦ : ଅଗ୍ରଣୀ ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଭୁବନେଶ୍ୱରରେ ମେଗା ଡେଲିଭରି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିନକରେ ୨୦୦ ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌ ସ୍କୁଟର ଗ୍ରାହକମାନଙ୍କୁ ହସ୍ତାନ୍ତର କରାଯାଇଛି। ୨୦୨୦ରେ ଟିଭିଏସ୍‌ ଆଇକ୍ୟୁବ୍‌ ଜରିଆରେ ଟିଭିଏସ୍‌…

ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାର

ନୂଆଦିଲ୍ଲୀ,୩୧।୧୦: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଗ୍ଲୋବାଲ ଲିଡରଶିପ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦିଲ୍ଲୀରେ ଆମେରିକା ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ ଫୋରମ (ୟୁଏସ୍‌ଆଇଏସ୍‌ପିଏଫ୍‌) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କୁ ଫୋରମ ଚେୟାରମ୍ୟାନ ଜନ ଚାମ୍ବର୍ସ ପୁରସ୍କାର…

ସିଙ୍ଗୁର-ନାନୋ ପ୍ରୋଜେକ୍ଟ ମାମଲା: ଟାଟା ମୋଟର୍ସକୁ ୭୬୬ କୋଟି କ୍ଷତିପୂରଣ ଦେବେ ପଶ୍ଚିମବଙ୍ଗ ସରକାର

ନୂଆଦିଲ୍ଲୀ,୩୦/୧୦: ଟାଟା ମୋଟର୍ସ ସିଙ୍ଗୁର-ନାନୋ ପ୍ରୋଜେକ୍ଟ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ କ୍ଷତିପୂରଣ ମାମଲାରେ ବିଜୟ ହାସଲ କରିଛି। ଟାଟା ମୋଟର୍ସ ଲିମିଟେଡ଼ କହିଛି ଯେ, ଏକ ମଧ୍ୟସ୍ଥତା ପ୍ୟାନେଲ ଏହି ମାମଲାରେ ପଶ୍ଚିମବଙ୍ଗ ଉଦ୍ୟୋଗ ବିକାଶ ନିଗମଠାରୁ ସୁଧ ସମେତ ୭୬୬…

ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କଲେ ସରକାର, ଜାଣନ୍ତୁ କ’ଣ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୩୦/୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ସାଇବର ସୁରକ୍ଷା ଏଜେନ୍ସି କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପପନ୍ସ ଟିମ୍(ସିଇଆରଟି) ଆପଲ୍ ଉତ୍ପାଦଗୁଡିକ ପାଇଁ ଚେତାବନୀ ଜାରି କରିଛି। ଏହି ତାଲିକାରେ ଆପଲର ଆଇଫୋନ, ଆଇପ୍ୟାଡ, ଏବଂ ସ୍ମାର୍ଟ ୱାଚ୍ ସାମିଲ ରହିଛି।…

ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେବେ କି ରତନ ଟାଟା ? ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୩୦।୧୦: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏହି ଖବର ଖୁବ ଭାଇରାଲ ହେଉଛି ଯେ, ବରିଷ୍ଠ ଭାରତୀୟ ବ୍ୟବସାୟୀ ରତନ ଟାଟା ଆଫଗାନିସ୍ତାନର କ୍ରିକେଟର ରଶିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଖବର…

ଟମାଟୋ ପରେ ଏବେ ପିଆଜକୁ ନେଇ ଚିନ୍ତା: ଏକ ସପ୍ତାହରେ ଦ୍ୱିଗୁଣିତ ହେଲା ଦର, ୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ

ନୂଆଦିଲ୍ଲୀ,୩୦।୧୦: କିଛି ମାସ ଧରି ଟମାଟୋର ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ବର୍ତ୍ତମାନ ପିଆଜର ମୂଲ୍ୟ ମଧ୍ୟ ଚିନ୍ତା ବଢାଉଛି। ଗତ କିଛି ଦିନ ହେବ ପିଆଜ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି। ଏକ ସପ୍ତାହ ମଧ୍ୟରେ…

ଚାଇନା ମୋବାଇଲ ବ୍ରାଣ୍ଡଠାରୁ ଦୂରେଇ ଯାଉଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ…

ନୂଆଦିଲ୍ଲୀ,୩୦।୧୦ : ଭାରତୀୟମାନେ ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁ ଦୂରେଇବାରେ ଲାଗିଛନ୍ତି। ଇଣ୍ଟରନ୍ୟାଶନାଲ ଡାଟା କର୍ପୋରେଶନ (ଆଇଡିସି) ରିପୋର୍ଟ ଅନୁଯାୟୀ, ୨୦୨୩ ବର୍ଷର ତୃତୀୟ ତ୍ରୟମାସିକରେ ସାମସଙ୍ଗ ଏବଂ ଆପଲ ବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକ ହୋଇଛି। ବଜାର ଅଂଶଧନ ଦୃଷ୍ଟିରୁ ଏହି…

ବଢ଼ିବ କି ମୋବାଇଲ ବିଲ୍‌ ? ଜିଓ-ଏୟାରଟେଲ-ଭୋଡାଫୋନ ପକ୍ଷରୁ ଏଭଳି ମନ୍ତବ୍ୟ…

ନୂଆଦିଲ୍ଲୀ,୩୦।୧୦ : ଟେଲିକମ କମ୍ପାନୀଗୁଡିକ ପୁଣି ଥରେ ମୋବାଇଲ ବିଲ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ଦୁଇଟି ବଡ ଟେଲିକମ କମ୍ପାନୀ ଏୟାରଟେଲ ଏବଂ ଭୋଡା ଆଇଡିଆ ବ୍ୟବହାରକାରୀଙ୍କ ହାରାହାରି ରାଜସ୍ବ ବୃଦ୍ଧି ପାଇଁ ଶୁଳ୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି,…

କେୟାର ହସ୍ପିଟାଲ ପକ୍ଷରୁ ବିଶ୍ବ ବ୍ରେନ୍‌ ଷ୍ଟ୍ରୋକ୍‌ ଦିବସ ପାଳିତ

ଭୁବନେଶ୍ୱର,୩୦।୧୦: କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍‌ ଷ୍ଟ୍ରୋକ୍‌ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରା କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri