ବାଣିଜ୍ୟ

ଅକ୍ଟୋବରରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ, ଓଡ଼ିଶାର ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ

ନୂଆଦିଲ୍ଲୀ,୨।୧୧: ୨୦୨୩ ଅକ୍ଟୋବରରେ ଦେଶରେ ମୋଟ ଜିଏସ୍‌ଟି ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି। ସେଥିମଧ୍ୟରୁ ୩୨,୦୬୨ କୋଟି ଟଙ୍କା ସିଜିଏସ୍‌ଟି, ୩୮,୧୭୧ କୋଟି ଟଙ୍କା ଏସ୍‌ଜିଏସ୍‌ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୭୭ କୋଟି…

୨୭.୫୦ଟଙ୍କାରେ ମିଳିବ ‘ଭାରତ ଅଟା’

ଭୁବନେଶ୍ୱର,୨।୧୧ (ଅନୁରାଧା ମହାରଣା): ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କମ୍‌ ଦରରେ ଅଟା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କେଜି ପ୍ରତି ୨୭.୫୦ଟଙ୍କା ଦରରେ ଖାଉଟିଙ୍କୁ ‘ଭାରତ ଅଟା’ ଯୋଗାଇଦିଆଯିବ। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଆଞ୍ଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର…

କର୍ମଚାରୀଙ୍କୁ ମାସକୁ ୧୦ ଦିନ ଅଫିସରୁ କାମ କରିବାକୁ କହିଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୧।୧୧: ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ନିଜର କର୍ମଚାରୀମାନଙ୍କୁ ପ୍ରତିମାସରେ ଅତି କମ୍‌ରେ ୧୦ ଦିନ ଅଫିସରୁ କାମ କରିବାକୁ କହିଛି। ଏହାକୁ କମ୍ପାନୀର କାର୍ଯ୍ୟ ନୀତିରେ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି। ତେବେ ଏଭଳି ପଦକ୍ଷେପ କମ୍ପାନୀର ହାଇବ୍ରିଡ୍‌ ଓ୍ବାର୍କ…

ପାର୍ବଣ ଋତୁରେ ଭରିଲା ସରକାରଙ୍କ ଭଣ୍ଡାର, ଅକ୍ଟୋବର ମାସରେ ୧.୭୨ ଲକ୍ଷ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ,୧/୧୧: ଅକ୍ଟୋବର ମାସ ପାର୍ବଣ ଋତୁରେ ସରକାର ଭଲ ଜିଏସଟି ସଂଗ୍ରହ କରିଛନ୍ତି। ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ରହିଛି। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ମାସରେ ଏହା ଦ୍ୱିତୀୟ ସର୍ବାଧିକ…

ଅର୍ଥ ହେରଫେର ମାମଲା: ଜେଟ୍ ଏୟାରୱେଜ, ନରେଶ ଗୋଏଲଙ୍କ ୫୩୮ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧/୧୧: ଜେଟ୍ ଏୟାରୱେଜ(ଇଣ୍ଡିଆ) ଲିମିଟେଡ଼ ସହିତ ଜଡିତ ଏକ କଥିତ ଅର୍ଥ ହେଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୫୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତି ସବୁ ଲଣ୍ଡନ, ଦୁବାଇ ଏବଂ ଭାରତର ବିଭିନ୍ନ ରାଜ୍ୟରେ ଜେଟ୍…

ପାଇଲଟ-କ୍ରୁ ସଦସ୍ୟ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରିପାରିବେ ନାହିଁ, ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଡିଜିସିଏ…

ନୂଆଦିଲ୍ଲୀ,୧।୧୧ : ଏବେ ପାଇଲଟ ଏବଂ କ୍ରୁ ସଦସ୍ୟମାନେ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରି ପାରିବେ ନାହିଁ। ଏଥିରେ ଆଲକୋହଲ ମାତ୍ରା ରହିଥିବାରୁ ଏହାକୁ ବାରଣ କରାଯାଇଛି। କାରଣ ଏହାଦ୍ୱାରା ନିଃଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷଣରେ ମଦ୍ୟପାନ କରିଥିବା ନିଶ୍ଚିତ…

ଆକାଉଣ୍ଟରେ ଟଙ୍କା ନ ଥିଲେ ବି କରିପାରିବେ ୟୁପିଆଇ ପେମେଣ୍ଟ: ଜାଣନ୍ତୁ କେମିତି

ସମୟ ବଦଳିବା ସହିତ ଭାରତରେ ଡିଜିଟାଲ ପେମେଣ୍ଟର ଧାରା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯଦି ଆପଣ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଏଣିକି ଆକାଉଣ୍ଟରେ ଟଙ୍କା ନ ଥିଲେ ବି…

ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି, ୫୩୮ କୋଟି ଟଙ୍କା ଠକେଇର ମାମଲା…

ନୂଆଦିଲ୍ଲୀ,୧।୧୧: କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍‌ ଦାଖଲ କରିଛି। ଏହି ଚାର୍ଜଶିଟ୍‌ରେ ଜେଟ୍‌ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ ଏବଂ ୪ ଅନ୍ୟ କମ୍ପାନୀ ନାମ ସାମିଲ…

ମଜୁରୀ ନେଇ RBIରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ, ଇଡି ଟିମ୍ ପହଞ୍ଚି ଆରମ୍ଭ କଲା ତନାଘନା

ଭୁବନେଶ୍ୱର,୧।୧୧: ମଜୁରୀ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ବଦଳା ଘଟଣା ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ (ଇଡି)। ଗତ କିଛି ଦିନ ହେବ ଏହି ଘଟଣା ଦୈନିକ ଦେଖିବାକୁ ମିଳିଥିଲା।…

ତନିଷ୍କର ‘ଧରୋହର କଲେକ୍ସନ’

ଭୁବନେଶ୍ୱର,୧।୧୧: କାନଫୁଲ ହେଉ କି ହାର, ଚୁଡ଼ି ସବୁଥିରେ ଭାରତର ଐତିହ୍ୟ ଓ କାଳଜୟୀ ପରମ୍ପରା ଦେଖିବାକୁ ମିଳିବ। ଦୀପାବଳି ଅବସରରେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ପ୍ରତିଷ୍ଠାନ ତନିଷ୍କ ଗ୍ରାହକଙ୍କ ପାଇଁ ‘ଧରୋହର’ କଲେକ୍ସନ ପ୍ରସ୍ତୁତ କରିଛି। ଏଥିରେ ସୁନ୍ଦର…

ଭୁଟାନ୍‌ ରାଜାଙ୍କୁ ଭେଟିଲେ ଇମ୍ଫା ଏମ୍‌ଡି

ଭୁବନେଶ୍ୱର,୧।୧1(ଅନୁରାଧା ମହାରଣା): ଫିକି ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଗତ ସପ୍ତାହ ଭୁଟାନ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳ ଭୁଟାନ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଆୟୋଜିତ…

ଲାଲ୍‌ଚାନ୍ଦର କୌନ ବନେଗା ଲକ୍ଷପତି କାର୍ଯ୍ୟକ୍ରମ

ଭୁବନେଶ୍ୱର,୧।୧୧: ଲାଲ୍‌ଚାନ୍ଦର କୌନ ବନେଗା ଲକ୍ଷପତି ଲକି ଡ୍ରର ତୃତୀୟ ଦିିନରେ କଟକ ଷ୍ଟୋର୍‌ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ କଟକ କ୍ଲବ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେତା ଭାବେ ଜଣେ କାର୍‌, ଦୁଇ ଜଣ ବାଇକ୍‌ ଜିତିଥିବା ବେଳେ ୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri