ବାଣିଜ୍ୟ

ଜେଡ୍‌ ବ୍ଲାକ୍‌ ଅଗରବତିର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ଦେଶର ଅଗ୍ରଣୀ ପ୍ରିମିୟମ ଧୂପକାଠି ନିର୍ମାତା ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜେଡ୍‌ ବ୍ଲାକ୍‌ ଅଗରବତି ଓ ଏମ୍‌.ଏସ୍‌.ଧୋନିଙ୍କ ମଧ୍ୟରେ ଏକ ସହଭାଗିତା ହୋଇଥିବାବେଳେ ଚଳିତ ବିଶ୍ୱକପ୍‌ ( ଆଇସିସି କ୍ରିକେଟ୍‌ ୱାଲର୍‌ଡକପ୍‌…

ଡିଆର୍‌ପିଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୧୧: ଡାଡି’ସ ରୋଡ ପ୍ରାଇଭେଟ ଲିମିଟେଡ (ଡିଆର୍‌ପିଏଲ୍‌)ର ନୂତନ ଉତ୍ପାଦ ”ଡାଡି’ସ ରୋଡ କ୍ୟୁଆର ଷ୍ଟିକର“କୁ ବୁଧବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ଗାଡିଚାଳକ ଓ ଗାଡି ମାଲିକମାନେ ଉକ୍ତ ଷ୍ଟିକରକୁ ଥରେ ମାତ୍ର କ୍ରୟ…

ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଝାଡଖଣ୍ଡର ଖୁଣ୍ଟିଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିଶନ’ର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ସେ…

ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ଯୋଡ଼ା,୧୬ା୧୧(ମାନସ ମହାନ୍ତି): ଆଦିବାସୀଙ୍କ ଜୀବନ, ସଂସ୍କୃତି ଏବଂ ସଫଳତାର ଗୌରବମୟ ଇତିହାସକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ନଭେମ୍ବର ୧୫କୁ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଭାବେ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ଯୋଡ଼ା ଠାରେ ଜନଜାତିର ଗୌରବ…

ଡ୍ରିମ୍‌ସକୁ ବିଶ୍ୱବିଦ୍ୟାଳୟର ମାନ୍ୟତା

ଭୁବନେଶ୍ୱର,୧୬।୧୧: ଧନେଶ୍ୱର ରଥ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ମେଡିକାଲ ସାଇନସେସ୍‌ (ଡ୍ରିମ୍‌ସ) କଟକକୁ ନିକଟରେ ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି। ବିଶେଷ କରି ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଡାକ୍ତରୀ, ନର୍ସିଂ ଏବଂ ଅନ୍ୟ ସହାୟକ ପାଠ୍ୟକ୍ରମ ଆଦିରେ ଉଚ୍ଚତର…

ବେଦାନ୍ତ ଆଲୁମିନିୟମର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୬।୧୧ (ଅଭୟ ଦାଶ): ଭାରତର ବୃହତ୍‌ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ଲିମିଟେଡ ନିକଟରେ ଆଉ ଏକ ସଫଳତା ହାସଲ କରିଛି। ଏପରିକି କମ୍ପାନୀ ଦେଶର ପ୍ରଥମ ନିମ୍ନ କାର୍ବନଯୁକ୍ତ ସବୁଜ ଆଲୁମିନିୟମ ରେଷ୍ଟୋରାକୁ ତେଲଙ୍ଗାନାଠାରେ ଅବସ୍ଥିତ ଏକ ଅଗ୍ରଣୀ ଆଲୁମିନିୟମ…

ମହାଦେବ ବେଟିଂ ଆପ ବିବାଦରେ ଫସିଲା ଡାବର ଗ୍ରୁପ

ନୂଆଦିଲ୍ଲୀ,୧୫।୧୧: ବିବାଦୀୟ ମହାଦେବ ବେଟିଂ ଆପ ମାମଲାରେ ପ୍ରଥମେ ସେଲିବ୍ରେଟି ଓ ରାଜନେତାଙ୍କ ନାଁ ସାମ୍ନାକୁ ଆସିଥିଲା। କିନ୍ତୁ ଦିନକୁ ଦିନ ଏଥିରେ ଅନେକ ବଡ ବଡ କମ୍ପାନୀ ଫସିଥିବା ତଦନ୍ତରୁ ଜଣାପଡିଛି। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଥିବା ଏଫଏମସିଜି ସେକ୍ଟରର…

୨ଦିନରେ ଦେଶ ହରାଇଲା ୩କୋଟିପତି ବ୍ୟବସାୟୀ, ଜାଣନ୍ତୁ ସେମାନଙ୍କ ପ୍ରେରଣାଦାୟକ ଯାତ୍ରା

ନୂଆଦିଲ୍ଲୀ,୧୫।୧୧: ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ। ଯେଉଁ କମ୍ପାନୀର ମିଠା କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟ…

ଓ-ହବ୍‌ ପରିଦର୍ଶନରେ ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ

ଭୁବନେଶ୍ୱର, ୧୪।୧୧(ଅଭୟ ଦାଶ): ଷ୍ଟାର୍ଟଅପ୍‌ ଓଡ଼ିଶାର ଆଇକନିକ ପ୍ଲାଟ୍‌ଫର୍ମ (ବିଲ୍ଡି) ଓ-ହବ୍‌ ଅଭିନବତାର ଏକ ଜୀବନ୍ତ ଓ ଔଦ୍ୟୋଗିକୀ ହବ୍‌ ହୋଇପାରିଛି। ଏପରିକି ମଙ୍ଗଳବାର କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ ପରିଦର୍ଶନରେ ଆସିଥିବାବେଳେ ତାଙ୍କୁ ଓ- ହବ୍‌…

ଜେଡ୍ ବ୍ଲାକ୍ ଅଗରବତୀ ଓ ଏମ୍‌ଏସ୍ ଧୋନିଙ୍କ ମଧ୍ୟରେ ସହଭାଗିତା

ଭୁବନେଶ୍ୱର,୧୫।୧୧: ଭାରତର ଅଗ୍ରଣୀ ପ୍ରିମିୟମ ଧୂପକାଠି ନିର୍ମାତା ଜେଡ୍ ବ୍ଲାକ୍‌ ଅଗରବତୀ ଓ କ୍ରିକେଟ କିମ୍ବନ୍ଦନ୍ତୀ ଏମ୍‌ଏସ୍ ଧୋନି ଆଇସିସି କ୍ରିକେଟ୍ ୱାର୍ଲ୍ଡକପ୍‌ ୨୦୨୩ ସମୟରେ ସାମୂହିକ ପ୍ରାର୍ଥନାର ଉତ୍ସାହ ଓ ପ୍ରାର୍ଥନାର ଶକ୍ତିକୁ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି…

ଖସୁଛି ପାଇକାରୀ ମୁଦ୍ରାସ୍ଫୀତି ହାର

ଭୁବନେଶ୍ୱର, ୧୫।୧୧: ଗତ କିଛି ମାସ ହେଲା ପାଇକାରୀ ମୁଦ୍ରାସ୍ଫୀତି ହାର କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ପାଇକାରୀ ମୁଦ୍ରାସ୍ଫୀତି ହାର-୦.୫୨% ରହିଛି। ପୂର୍ବ ମାସ (ସେପ୍ଟେମ୍ବର)ରେ ପାଇକାରୀ ମୁଦ୍ରାସ୍ଫୀତି -୦.୨୬% ରହିଥିଲା। ସୂଚନାଯୋଗ୍ୟ, ଚଳିତ…

ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ

ଭୁବନେଶ୍ୱର, ୧୫।୧୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ସଫଳତା ମିଳିଥିବାବେଳେ କ୍ରିସିଲ ରେଟିଂଠାରୁ ଏକ ରେଟିଂ ଅପ୍‌ଗ୍ରେଡ୍‌ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ଦୀର୍ଘକାଳୀନ ବ୍ୟାଙ୍କ ସୁବିଧା ଏବଂ ଋଣ ପ୍ରୋଗ୍ରାମକୁ କ୍ରିସିଲ ଏଏ-ପଜିଟିଭ୍‌ରୁ କ୍ରିସିଲ ଏଏ-ଷ୍ଟେବଲକୁ ସଂଶୋଧନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri