ହିରୋ ମୋଟୋକର୍ପ ଚେୟାରମ୍ୟାନ୍ଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୧୭।୧୧: ମନି ଲଣ୍ଡରିଂର ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ହିରୋ ମୋଟୋକର୍ପର ଅଧ୍ୟକ୍ଷ ପଓ୍ବନ କାନ୍ତ ମୁଞ୍ଜଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାର ତଦନ୍ତ ଇଡି ପକ୍ଷରୁ କରାଯାଉଛି। ତେବେ ବିଚାରପତି ସୌରଭ ବାନାର୍ଜୀ ମୁଞ୍ଜାଲଙ୍କ ଯାଚିକା…
ବିଶ୍ୱକପରେ ଭାରତ ଜିତିଲେ ବିସିସିଆଇ କମେଇବ ଏତିକି କୋଟି ଟଙ୍କା
ନୂଆଦିଲ୍ଲୀ,୧୭।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲ ମ୍ୟାଚରେ ଅହମ୍ମଦବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟେଇ…
ସଙ୍କଟରେ ଭାରତୀୟ ଚା’
ନୂଆଦିଲ୍ଲୀ,୧୭।୧୧: କେବଳ ଦେଶରେ ନୁହେଁ ବିଦେଶରେ ବି ଭାରତୀୟ ଚା’ର ଚାହିଦା କମ ନୁହେଁ। ଧନୀ ହେଉ କି ମଧ୍ୟବିତ୍ତ ହେଉ ଅବା ଗରିବ ସମସ୍ତେ ଚା’ର ଗୋଟିଏ ଚୁସକି ସକଳ ଯାବତୀୟ କଷ୍ଟ ଭୁଲି ଯାଆନ୍ତି। ଔଷଧ ପରି ଦେହପୀଡା…
ମୁଦ୍ରାସ୍ଫୀତିରୁ ଆଶ୍ବସ୍ତି ମିଳିଛି କିନ୍ତୁ ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ: ଆରବିଆଇ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କହିଛି ଯେ ଗମ୍ଭୀର ମୁଦ୍ରାସ୍ଫୀତିରୁ ଦେଶ ନିଶ୍ଚିତ ଭାବେ ଆଶ୍ବସ୍ତି ପାଇଛି। କିନ୍ତୁ ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମକୁ ଯିବାକୁ ବହୁତ ଦୂର ବାଟ ଅଛି। ଅସୁବିଧାର ଅବଧି ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।…
ଆଇଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର: କମ୍ପାନୀ ମାଗଣାରେ ୨ ବର୍ଷ ପାଇଁ ଦେବ ଏହି ସର୍ଭିସ
ଓ୍ବାଶିଂଟନ୍,୧୭।୧୧: ଆଇଫୋନ୍ ଧରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଜରୁରୀକାଳୀନ ଏସ୍ଓଏସ୍ ଫିଚର ଆଇଫୋନ ୧୪ ୟୁଜର୍ସଙ୍କୁ ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରିବ ଆପଲ କର୍ମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। କମ୍ପାନୀର ସିଇଓ ଟିମ କୁକ ଏକ୍ସ ପୋଷ୍ଟ…
‘ସୁସ୍ଥ ମୃତ୍ତିକା ପୁଷ୍ଟିକର ଶସ୍ୟ ଯୋଗାଇବ’
ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ସୁସ୍ଥ ମୃତ୍ତିକା ପୁଷ୍ଟିକର ଶସ୍ୟ ଯୋଗାଇପାରିବ। ହରିଦ୍ୱାରସ୍ଥିତ ପତଞ୍ଜଳି ଜୈବ ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଅନ୍ଲାଇନ ସ୍ବେଚ୍ଛାକୃତ ଯୋଗାହାର କାର୍ଯ୍ୟକ୍ରମର ୯୨୮ତମ ଦିନରେ ଏପରି ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ କୃଷକମାନେ ଯୋଡ଼ିହୋଇଥବାବେଳେ…
ଟାଟା ମୋଟର୍ସର ପ୍ରିମିୟମ ଏସ୍ୟୁଭି ଅଲ୍ ନ୍ୟୁ ଟାଟା ହ୍ୟାରିୟରର ଅନାବରଣ
ଭୁବନେଶ୍ୱର, ୧୬।୧୧ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରିମିୟମ ଏସ୍ୟୁଭି ‘ଦି ଅଲ୍ ନ୍ୟୁ ଟାଟା ହ୍ୟାରିୟର’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର…
୨୪ରୁ ତେହରି ଆକ୍ରୋ ଫେଷ୍ଟିଭାଲ
ଭୁବନେଶ୍ୱର, ୧୬।୧୧: ଉତ୍ତରାଖଣ୍ଡ ଟୁରିଜମ୍ ଡେଭଲମେଣ୍ଟ ବୋର୍ଡ (ୟୁଟିଡିବି) ପକ୍ଷରୁ ଏକ ୫ ଦିନିଆ ‘ଆକ୍ରୋବାଟିକ୍ ଶୋ ତଥା ତେହରି ଆକ୍ରୋ ଫେଷ୍ଟିଭାଲ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ନଭେମ୍ବର ୨୪ରୁ ୨୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ…
ମହଙ୍ଗା ହେବ ବ୍ୟକ୍ତିଗତ ଋଣ: ଏନ୍ବିଏଫ୍ସି ପାଇଁ ଆର୍ବିଆଇର ନୂଆ ନିୟମ
ମୁମ୍ବାାଇ,୧୬ା୧୧: ଦେଶରେ ଅନ୍ସିକ୍ୟୁରଡ୍ ଲୋନ୍ (ବିନା ସମ୍ପତ୍ତି ବନ୍ଧକରେ ନିଆଯାଉଥିବା ଋଣ) ପରିମାଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ଗତବର୍ଷ ବ୍ୟାଙ୍କଗୁଡ଼ିକର ଋଣ ପରିମାଣ ୧୫ ପ୍ରତିଶତ ବଢ଼ିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ…
ରୁଷିଆ ପରେ ଏହି ଦେଶ ଭାରତର ସାହାରା, ଅଶୋଧିତ ତୈଳ ବିଲ ହ୍ରାସ କରିବାରେ କରିବ ସାହାଯ୍ୟ
ନୂଆଦିଲ୍ଲୀ,୧୬।୧୧: ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର ଆସିଛି। ଗତ ଦେଢ ବର୍ଷ ହେଲା ଭାରତକୁ ରୁଷିଆଠାରୁ ସାହାଯ୍ୟ ମିଳୁଥିଲା ଏବଂ ରିହାତିରେ ଉପଲବ୍ଧ ଶସ୍ତା ତେଲ ଆମଦାନି ବିଲ କମ ରଖିବାରେ ସାହାଯ୍ୟ…
ବିରାଟ-ଶାମିଙ୍କ ପରି ରେକର୍ଡ ସୃଷ୍ଟି କଲା ଡିଜନି ହଟଷ୍ଟାର
ନୂଆଦିଲ୍ଲୀ,୧୬।୧୧: ଦିନିକିଆ ବିଶ୍ୱକପର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୋଟିଏ ପଟେ ବିରାଟ କୋହଲି ଓ ମହମ୍ମଦ ଶାମି ଜବରଦସ୍ତ ପ୍ରଦର୍ଶନ କରି ରେକର୍ଡ ପରେ ରେକର୍ଡ ନିଜ ନାଁରେ କରିଛନ୍ତି। ଅନ୍ୟପଟେ ୧୦ଦିନ ମଧ୍ୟରେ ଡିଜନି ହଟଷ୍ଟାର ମଧ୍ୟ ଏକ ନୂଆ ରେକର୍ଡ…
ହ୍ବାଟ୍ସଆପ୍ରେ ଆସିଲା ଜବରଦସ୍ତ ଫିଚର,ଏକାସାଙ୍ଗେ ୧୨୮ ଲୋକଙ୍କୁ…
ନୂଆଦିଲ୍ଲୀ,୧୬।୧୧: ହ୍ବାଟ୍ସଆପ୍ ଏକ ନୂତନ ଫିଚର ପ୍ରକାଶ କରିଛି। ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ମେଟା ଏକ ନୂତନ ଭଏସ ଚାଟ ଫିଚର ଲଞ୍ଚ କରିଛି, ଯାହା ଲାଇଭ ଭଏସ ଚାଟିଂ ସହିତ ସମାନ। ଯଦିଓ ଏହା ଗ୍ରୁପ ଭଏସ କଲ ଠାରୁ…
Archives


